Latest Odisha News

BREAKING NEWS

ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ଦୁଇ ଶିକ୍ଷକ ନିଲମ୍ବିତ

ନବରଙ୍ଗପୁର: ଏବେ ଚାଲିଛି ନିର୍ବାଚନୀ ମାହୋଲ। ନିର୍ବାଚନୀ କାର୍ୟରେ ସରକାରୀ କର୍ମଚାରୀ ସାମିଲ ନହେବାକୁ ଆଚରଣ ବିଧିରେ କୁହାଯାଇଥିବା ବେଳେ ଏହି ନିୟମକୁ ବାରମ୍ବାର ଉଲ୍ଲଙ୍ଘନ କରୁଛନ୍ତି କିଛି ସରକାରୀ ବାବୁ। ପୁଣି ନିର୍ବାଚନ ସଭାରେ ସାମିଲ ହେବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ୨ଶିକ୍ଷକ ।…

ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ଜୋନାଲ୍ ଅଫିସରେ ଅଗ୍ନିକାଣ୍ଡ

ମୟୂରଭଞ୍ଜ: ବ୍ୟାଙ୍କ ରେ ଅଗ୍ନିକାଣ୍ଡ । ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ଜୋନାଲ୍ ଅଫିସରେ ଘଟିଛି ଅଗ୍ନିକାଣ୍ଡ । ଏଥିରେ ତିନି ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ କିଛି ଲୋକ ଫସିଥିବା ରହିଥିବା ଆଶଙ୍କା କରାଯାଉଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରିରହିଛି । ନିଆଁ ଲିଭାଇବା…

କାରରୁ ଜବତ ହେଲା ୩୮୮ ଲିଟର ମଦ ସହ ୩୦ ହଜାର ନଗଦ ଟଙ୍କା, ୨ ଗିରଫ

କଳାହାଣ୍ଡି: ଅବାଧ ନିରପେକ୍ଷ ନିର୍ବାଚନ କରିବା ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର ଚେଷ୍ଟା ଜାରି ରହିଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ନାକା ଲଗାଇ ଗାଡିମୋଟର ଯାଞ୍ଚ କରାଯାଉଛି। ଏହି ପରିପେକ୍ଷୀରେ ରବିବାର ଫ୍ଲାଇଙ୍ଗ ସ୍ପାଡ୍ ପକ୍ଷରୁ ଭବାନୀପାଟଣା ହିଲ ଟାଉନ ପାଖରେ ଗାଡିମୋଟର…

ପନ୍ତଙ୍କ ଜବରଦସ୍ତ ପ୍ରଦର୍ଶନ ସତ୍ୱେ ସଞ୍ଜୁଙ୍କ ସପକ୍ଷରେ ଚୟନ କମିଟି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଖୁବ ଶୀଘ୍ର ଭାରତୀୟ ଦଳ ଘୋଷଣା କରାଯିବ । ରିପୋର୍ଟ ମୁତାବକ ୯ଜଣଙ୍କ ଖେଳାଳିଙ୍କ ଉପରେ ଚୟନ କମିଟି ମୋହର ମାରି ସାରିଛନ୍ତି । ୱିକେଟ କିପର କିଏ ହେବ ତାହା ଚୟନ କମିଟି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସର ରିଷଭ ପନ୍ତ ଚଳିତ…

କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ ପ୍ରଧାନ

ଭୁବନେଶ୍ବର: ନିର୍ବାଚନ ଯେତେ ପାଖେଇ ଆସୁଛି ନେତା ମାନଙ୍କର ଦଳ ଛାଡିବା ସେତିକି ବଢିଚାଲିଛି । ତେବେ ଆଜି ଆାଉ ଜଣେ କଂଗ୍ରେସ ନେତା ଦଳ ଛାଡିଛନ୍ତି  । କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ ପ୍ରଧାନ । ସୋମବାର କଂଗ୍ରେସରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଦୁଲାଲ ।ଚଳିତ ନିର୍ବାଚନ ପାଇଁ…

ନିଆରା ଶୈଳୀରେ ନ୍ୟୁଜିଲାଣ୍ଡ ଟି୨୦ ବିଶ୍ୱକପ ପାଇଁ ଘୋଷଣା କଲା ଦଳ

ଅକଲାଣ୍ଡ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ନ୍ୟୁଜିଲାଣ୍ଡ ସ୍ୱତନ୍ତ୍ର ଶୈଳୀରେ ଦଳ ଘୋଷଣା କରି ସମସ୍ତଙ୍କ ମନ ଜିଣି ପାରିଛି । ୨ଜଣ ଛୋଟ ପିଲା ମାଟିଲ୍ଡା ଓ ଅଙ୍ଗସ ପ୍ରେମମିଟରେ କେନ ୱିଲିୟମସନଙ୍କ ନେତୃତ୍ୱରେ ୧୫ଜଣିଆ ଖେଳାଳିଙ୍କ ନାମ ଘୋଷଣା କରିଥିଲେ । ନ୍ୟୁଜିଲାଣ୍ଡର ଏହି ପଦକ୍ଷେପକୁ…

ନାମାଙ୍କନ ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରୁ ନାମାଙ୍କନ ଦାଖଲ କଲେ ରାଜନାଥ ସିଂ। ଚଳିତ ବର୍ଷ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରାଜନାଥ ସିଂ । ନାମାଙ୍କନ ଦାଖଲ କରିବା ପୂର୍ବରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ରାଜନାଥ ସିଂ, ଉତ୍ତରପ୍ରଦେଶର…

ଓଲଟିଲା ବରଯାତ୍ରୀ ବସ୍, ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଜଗତସିଂହପୁର: ବାଲିକୁଦା ଅଞ୍ଚଳ ତିହୁଡି ନହରଣା ମୁଖ୍ୟରାସ୍ତାରେ ଓଲଟିଲା ବରଯାତ୍ରୀ ବସ୍। ଦୁର୍ଘଟଣାରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ…

ମହୁମାଛି ଆକ୍ରମଣ ରେ ୧୨ ଛାତ୍ରଛାତ୍ରୀ ଆହତ

ଢେଙ୍କାନାଳ :ମହୁମାଛି ଆକ୍ରମଣ ରେ ୧୨ ଛାତ୍ରଛାତ୍ରୀ ଆହତ । ସମର କ୍ୟାମ୍ପକୁ ଏକ ପବ୍ଲକି ସ୍କୁଲ ପିଲା ଆସିଥିବା ବେଳେ ଏହି ଅଘଟଣ ଘଟିଛି। ଛାତ୍ରଛାତ୍ରୀ କାମାକ୍ଷାନଗର ବାଲିଗୋରଡ  ସ୍ଥିତ ସାପୁଆ ଡ୍ୟାମ ନିକଟକୁ ଗାଧୋଇବା ପାଇଁ ଆସିଥିବା ବେଳେ ମହୁମାଛି  ଆକ୍ରମଣ କରିଥିଲା  । ମହୁମାଛି ଆକ୍ରମଣ…

ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର

ଢେଙ୍କାନାଳ: ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର। କିଙ୍ଗ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍‌ର ସୁବାସ ଖୁଣ୍ଟିଆକୁ ଏନ୍‌କାଉଣ୍ଟର କରିଛି ମାକ୍ଷାନଗର ପୁଲିସ । ସୁବାସର ଗୋଡ଼ରେ ବାଜିଛି ଗୁଳି। ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ସୁବାସ…