Latest Odisha News

BREAKING NEWS

ପୁରୀରେ ଝାଡ଼ାବାନ୍ତି ଆତଙ୍କ, ନେଲାଣି ୨ ମୁଣ୍ଡ

ପୁରୀ: ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁରୀରେ ୨ ଜଣ ଆଖି ବୁଜି ସାରିଥିବା ବେଳେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି।…

ବେଆଇନ ଶିଶୁ ଚାଲାଣର ଘଟଣାର ପର୍ଦାଫାଶ କଲା ପୋଲିସ, ୯୫ ଶିଶୁ ଉଦ୍ଧାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନ ଜାରି ରହିଥିବା ବେଳେ ଏକ ବେଆଇନ ଶିଶୁ ଚାଲାଣ ଘଟଣା ସାମ୍ନାକୁ ଆସିଛି । ବେଆଇନ ଭାବେ ବିହାରରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ୯୫ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଶିଶୁ ଆୟୋଗ । ଉଦ୍ଧାର କରାଯାଇଥିବା ପିଲାମାନଙ୍କ ବୟସ ୪-୧୨ ବୋଲି ସୂଚନା…

ଆପ୍ ବିଧାୟକ ଅମାନତୁଲ୍ଲାଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ନୂଆଦିଲ୍ଲୀ: ଆପ୍ ବିଧାୟକ ଅମାନତୁଲ୍ଲାଙ୍କୁ ମିଳିଲା ବଡ ଆଶ୍ୱସ୍ତି । ଦିଲ୍ଲୀ ୱାକଫ୍ ବୋର୍ଡ ମନି ଲଣ୍ଡରିଂ ମାମଲାର ଅଭିଯୁକ୍ତ ଅମାନତୁଲ୍ଲାଙ୍କୁ ୧୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ମିଳିଛି । ଇଡିର ସମନରେ ହାଜର ହୋଇ ନ ଥିବାରୁ ଇଡିର ଅଭିଯୋଗରେ ରାଉଜ୍ ଆଭେନ୍ୟୁ କୋର୍ଟ ପକ୍ଷରୁ ଜାରି…

ଭାରତୀୟ ରାଜନେତାମାନେ ତାଙ୍କ ରାଜନୈତିକ ପ୍ରଚାରରେ ପାକିସ୍ତାନକୁ ଟାଣନ୍ତୁନି

ନୂଆଦିଲ୍ଲୀ: ଭାରତରେ ନିର୍ବାଚନ ପ୍ରଚାର ସମୟରେ ଅନେକ ନେତା ପାକିସ୍ତାନକୁ ବାରମ୍ବାର ଉଲ୍ଲେଖ କରିବା ଉପରେ ପାକିସ୍ତାନ ସରକାର ଆପତ୍ତି ଜଣାଇଛନ୍ତି। ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ମୁମତାଜ ଜହରା ବଲୁଚ ଭାରତୀୟ ରାଜନେତାମାନଙ୍କୁ ସେମାନଙ୍କ ପ୍ରଚାର ଭାଷଣରେ ରାଜନୈତିକ ଲାଭ…

ଲିଭୁନି ଶିମିଳିପାଳ ନିଆଁ, ସେପଟେ ଜଳୁଛି ସାରକୁଣ୍ଡ ସଂରକ୍ଷିତ ଜଙ୍ଗଲ

ବାରିପଦା: ରାଜ୍ୟରେ ଥମୁନି ଜଙ୍ଗଲ ନିଆଁ। ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଓଡ଼ିଶାର ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି। ସେପଟେ ଶିମିଳିପାଳ ପାଦ ଦେଶ ଜଳୁଥିବା ବେଳେ ଏବେ ସୁନ୍ଦରଗଡ ବରସୁଆଁ ବନାଞ୍ଚଳ ଅଧିନ ସାରକୁଣ୍ଡା ରିଜର୍ଭ ଫରେଷ୍ଟରେ ଲାଗିଛି ନିଆଁ । ନିଆଁ କବଳରେ ବହୁ ମୂଲ୍ୟବାନ ଗଛ ପୋଡି…

ଉତ୍ତରାଖଣ୍ଡ ଜଙ୍ଗଲରେ ଅଗ୍ନିର ତାଣ୍ଡବ, ନିଆଁ ଲିଭାଉଛନ୍ତି ସେନା କର୍ମଚାରୀ

ଡେରାଡୁନ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବା ଖବର ମିଳିଥିବା ବେଳେ ଏହି ନିଆଁ ଏବେ ଭୟଙ୍କର ହେବାରେ ଲାଗିଛି । ଏହି ନିଆଁ ବର୍ତ୍ତମାନ ନୈନିତାଲ ହାଇକୋର୍ଟ କଲୋନି ପର୍ଯ୍ୟନ୍ତ…

କାହିଁକି ଦ୍ବିତୀୟ ଆସନରେ ନିର୍ବାଚନ ଲଢ଼ିବାକୁ ଚିନ୍ତା କରୁଛନ୍ତି ରାହୁଲ ଗାନ୍ଧୀ?

ନୂଆଦିଲ୍ଲୀ: ଗତକାଲି ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟରେ ୮୮ଟି ଲୋକସଭା ଆସନରେ ମତଦାନ ହୋଇଛି। ଯେଉଁଥିରୁ ଗୋଟିଏ ଆସନ ଥିଲା କେରଳର ଓ୍ବାଏନାଡ ଲୋକସଭା ଆସନ। ରାହୁଲ ଗାନ୍ଧୀ ଏହି ଆସନରୁ ଦ୍ବିତୀୟ ଥର ସାଂସଦ ହେବାକୁ ନିର୍ବାଚନ ଲଢ଼ିଛନ୍ତି। ଏବେ ସେ ଆଉ ଏକ ଆସନରୁ ତଥା ପୂର୍ବ ଆସନ…

ସ୍କୁଲ ପିଲାଙ୍କୁ ମିଳୁନି ବହି, ୟୁନିଫର୍ମ; କୋର୍ଟ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେବଳ କ୍ଷମତାପ୍ରତି ଆଗ୍ରହୀ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟକଳାପର କଡ଼ା ସମୀକ୍ଷା କରିଛନ୍ତି। ଗିରଫ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରି କେଜ୍ରିୱାଲ ବ୍ୟକ୍ତିଗତ ସ୍ୱାର୍ଥକୁ ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି କୋର୍ଟ କହିଛନ୍ତି। ଆପ୍…

ଶିକ୍ଷକ ନିଯୁକ୍ତି ମେରିଟ୍ ଲିଷ୍ଟକୁ ହାଇକୋର୍ଟଙ୍କ ଖାରଜ, ଚ୍ୟାଲେଞ୍ଜ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପ୍ରସ୍ତୁତ କରିଥିବା ମେରିଟ୍ ଲିଷ୍ଟକୁ ଖାରଜ କରିବାକୁ ଓଡ଼ିଶା ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ଓଡ଼ିଶା ସରକାର ଚ୍ୟାଲେଞ୍ଜ…

ଆହୁରି ଜଳିବ ଓଡିଶା, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ଅସହ୍ୟ ହେଲାଣି ତାତି । ସକାଳୁ ରାତି ଯାଏଁ ଅସମ୍ଭାଳ ଗରମ । ଉପକୂଳ ଠାରୁ ଉପାନ୍ତ ଯାଏଁ ଲାଗି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ । ରାଜ୍ୟକୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରୁ ପ୍ରଚୁର ମାତ୍ରାରେ ପ୍ରବେଶ କରୁଥିବା ଗରମ ଶୁଷ୍କ ପବନ ପ୍ରଭାବରେ ଏଭଳି ସ୍ଥିତି ଲାଗି ରହିଛି। ଆହୁରି ୪ଦିନ…