ଝେଲମ୍ ନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା, ୪ ମୃତ୍ୟୁ
ଶ୍ରୀନଗର: ଝେଲମ୍ ନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା । ଦୁର୍ଘଟଣାରେ ଅନକେ ଲୋକ ନିଖୋଜ ଥିବା ବେଳେ ୪ଜଣଙ୍କ ଜୀବନ ଚାଲିଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ ଓ ଉଦ୍ଧାରକାରି ଦଳ ।
ସୂଚନା ଅନୁସାରେ, ଗତ ଦୁଇ ଦିନ ଧରି ଲଗାତାର ବର୍ଷା ହେବା ଫଳରେ ଝେଲମ ସମେତ ଅନେକ ଜଳପ୍ରପାତରେ…