ଡିଭାଇଡରରେ ପିଟି ହେଲା କାର୍, ଚାଲିଗଲା ବାପ-ଝିଅଙ୍କ ଜୀବନ
ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଯଶୋଟିକିରୀ ଛକ ନିକଟ ଏନଏଚ୍ ୧୬ରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରେ କାର୍ ଟି ପିଟି ହେବାରୁ ଅକାରଣରେ ଚାଲିଗଲା ବାପ ଓ ଝିଅର ଜୀବନ । ମୃତକ ହେଲେ ସୁଭାଶିଷ ଗାଙ୍ଗୁଲି (୫୫) ଓ ତାଙ୍କ ୪ ବର୍ଷର ଝିଅ କୋଏଲ ଗାଙ୍ଗୁଲି ।…