Latest Odisha News

BREAKING NEWS

ବିଆରଏସ ନେତା କେ.କବିତାଙ୍କୁ ବଡ ଝଟକା, ଜାମିନ ଆବେଦନକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆରଏସ ନେତା କେ କବିତାଙ୍କୁ ବଡ ଝଟକା । ବିଆରଏସ ନେତା କେ.କବିତାଙ୍କ ଜାମିନ ଆବେଦନକୁ ଖାରଜ କଲେ ରାଉଜ୍ ଆଭେନ୍ୟୁ କୋର୍ଟ । ଗତ ମାସରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଭରତ ରାଷ୍ଟ୍ର ସମିତି (ବିଆରଏସ)…

୪୨ ବର୍ଷ ବୟସରେ ପାଦ ଦେଲେ ଅଲ୍ଲୁ, ଜନ୍ମ ଦିନରେ ରିଲିଜ୍ ହେଲା ଫିଲ୍ମ ପୁଷ୍ପା-୨ର ଟିଜର୍

ହାଇଦ୍ରାବାଦ: ଆଜି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମ ଦିନ । ୪୨ ବର୍ଷ ବୟସରେ ପାଦ ଥାପିଲେ ଅଲ୍ଲୁ ଅର୍ଜୁନ । ଅଭିନେତାଙ୍କ ଜନ୍ମ ଦିନରେ ବନ୍ଧୁ ମାନଙ୍କ ସହ ଫ୍ୟାନ୍ସ ମାନେ ଶୁଭେଚ୍ଛା ଜଣାଇଛନ୍ତି । ନିଜ ପରିବାର ସହ ଜନ୍ମଦିନ ପାଳନ କରିଛନ୍ତି ଅଲ୍ଲୁ । ସବୁବେଳେ ନିଜ ଷ୍ଟାଇଲିସ୍‌‌…

ମୁହଁ ଖୋଲିଲେ କଙ୍ଗନା, କହିଲେ ‘ମୁଁ ଗୋମାଂସ ଖାଏନି କି କୌଣସି ମାଂସ ଖାଏନି’

ନୂଆଦିଲ୍ଲୀ: କଂଗ୍ରେସ ନେତା ବିଜୟ ୱାଡେଟିୱରଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଲେ କଙ୍ଗନା । ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଗୋମାଂସ ଖାଉଥିବା ନେଇ ଅଭିଯୋଗ କରିଥିଲେ କଂଗ୍ରେସ ନେତା ବିଜୟ । ଏହି ଅଭିଯୋଗକୁ ବର୍ତ୍ତମାନ…

ଆଇଜିଆଇ ବିମାନବନ୍ଦରକୁ ପରମାଣୁ ବୋମା ଭୟ, ଧମକ ଦେଇ ଗିରଫ ହେଲେ ୨ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)କୁ ପରମାଣୁ ବୋମାର ଭୟ । ବୋମା ପକାଇ ଆଇଜିଆଇ ବିମାନବନ୍ଦରକୁ ଉଡାଇଦେବାକୁ ଧମକ ମିଳିଛି । ଏନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ । ପୋଲିସର କହିବା ଅନୁସାରେ, ଗତ ଏପ୍ରିଲ ୫ ତାରିଖରେ ଦିଲ୍ଲୀର ଆଇଜି ବିମାନ…

ଦ୍ୱାରଶୁଣି ଘାଟିରେ ପାହାଡରେ ପିଟିହେଲା ବସ୍, ୨୦ରୁ ଅଧିକ ଶ୍ରମିକ ଆହତ

ମୟୂରଭଞ୍ଜ: ଭାରସାମ୍ୟ ହରାଇ ପାହାଡରେ ପିଟି ହେଲା ଯାତ୍ରୀବାହୀ ବସ୍ । ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର…

ଛତିଶଗଡ଼ ସୀମାରୁ ୬ ମାଓବାଦୀ ଗିରଫ, ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ପୋଲିସ ଓ ସିଆରପିଏଫ୍ କୋବ୍ରା ବାହିନୀଙ୍କ ମିଳିତ ଅପରେସନରେ ଓଡ଼ିଶା ଛତିଶଗଡ଼ ସୀମାରୁ ମାଓବାଦୀଙ୍କ କ୍ୟାମ୍ପ ଠାବ ସହ ୬ ଜଣ ମାଓବାଦୀ ଗିରଫ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ…

ବ୍ରିଜରୁ ତଳକୁ ଖସିଲା ସ୍କୁଟି, ଚାଲିଗଲା ୩ ସାଙ୍ଗଙ୍କ ଜୀବନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିଲା ସ୍କୁଟି । ଘଟଣାରେ ତିନି ସାଙ୍ଗଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ରାଇକିଆର ବସନ୍ତ ପଣ୍ଡା ଓ ବେରେଡ଼ାକିଆର ବ୍ରହ୍ମାନନ୍ଦ ଭୋଇ ଓ କୁଶଲ ଦିଗାଲ…

ଭାଷା ଭାଗବତ : ସର୍ବମୁଖୀ ହିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସର୍ବ ଈକ୍ଷଣ ସର୍ବେକ୍ଷଣ ବୁଝିଲେ ଶବ୍ଦର ଗଠନ ସର୍ବେକ୍ଷଣ ନାମ ଯାହାର କରଇ ସତ୍ୟର ସଂହାର ନମୁନା ଭଳି ଅଳ୍ପ ମତ ହେଲେ ଅଧିକ ପ୍ରଚାରିତ ଜଣା ପଡ଼େନି ଭବିଷ୍ଯତ ଏହା ଅଟେ ମୌଳିକ ସତ୍ୟ …

ଆଉ ଦୁଇ ଦିନ କାଳବୈଶାଖୀ, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ଗତ କିଛି ଦିନର ଅସହ୍ୟ ଗରମ ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ମିଳିଲା ଆଶ୍ବସ୍ତି । ରବିବାର ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ମଧ୍ୟ ହୋଇଛି । ଉପକୂଳବର୍ତ୍ତୀ ଜିଲାଗୁଡିକରେ କଳାବୈଶାଖୀ ଜନିତ ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ କୁଆପଥର ବର୍ଷା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିରାକାରରୁ ସାକାର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ନିରାକାରରୁ ସାକାର ହେବା ପାଇଁ ଉଭୟ ପିଣ୍ଡ ଓ ବ୍ରହ୍ମlଣ୍ଡ ର ସୃଷ୍ଟି ରଚିଲେ । ଏଭଳି ଭାବତରେ ବ୍ରହ୍ମlଣ୍ଡ ଓ ପିଣ୍ଡକୁ ଗଢିଲେ ଯେ ଉଭୟ ସଂରଚନା ଦୃଷ୍ଟିରୁ…