ବୁନୁ ବନାମ ବାଇଆଁ: ଭୁବନେଶ୍ୱର ମଧ୍ୟକୁ ନେଇ ଦୋଛକିରେ ବିଜେଡି?
ଭୁବନେଶ୍ୱର: ଦିନ ଗଡୁଛି, କଳି ବଢୁଛି। ବିଜେଡିକୁ ନୟାନ୍ତ କଲାଣି ଭୁବନେଶ୍ୱର ମଧ୍ୟ ସିଟ୍ ! ବୁନୁ ବନାମ ବାଇଆଁ ! କାହାକୁ ପ୍ରାର୍ଥୀ କରିବ ଦଳ ? ଦିନକୁ ଦିନ ଅଣାୟତ ହେବାରେ ଲାଗିଛି ଭୁବନେଶ୍ୱର ମଧ୍ୟ ବିବାଦ । ବିଜେଡି ଟିକେଟ୍ ପାଇଁ ଚରମରେ ଗୋଷ୍ଠୀ କନ୍ଦଳ । ୩ ଥରରେ ବି ଛିଣ୍ଡିଲାନି…