Latest Odisha News

BREAKING NEWS

ଆସାମରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼; ଡଙ୍ଗା ବୁଡି ୩ ମୃତ

ଗୌହାଟି: ରବିବାର ଆସାମର ଗ୍ବାହାଟି ଏବଂ ଜୋରହାଟରେ ଝଡ଼ ଏବଂ ପ୍ରବଳ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି । ଘୂର୍ଣ୍ଣିଝଡ଼ କାରଣରୁ ବ୍ରହ୍ମପୁତ୍ର ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯିବା କାରଣରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି । ଅନ୍ୟ ୨୦ ଜଣ…

ଆଜି ବିଜେପିରେ ସାମିଲ ହୋଇପାରନ୍ତି ସାଂସଦ ଅନୁଭବ !

ଭୁବନେଶ୍ବର: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତକ ଚର୍ଚ୍ଚା ସେତିକି ଜୋରଦାର ଚାଲିଛି। ବର୍ତ୍ତମାନ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ରାଜନୈତିକ ପଦକ୍ଷେପକୁ ନେଇ ଚର୍ଚ୍ଚା ଚାଲିଛି। ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଏବେ…

ରାମଲାଲାଙ୍କୁ ଦର୍ଶନ କରିବାକୁ ଆସୁଥିଲେ ସାଙ୍ଗରେ ଆଣନ୍ତୁ ଛତୁଆ: ମନ୍ଦିର ଟ୍ରଷ୍ଟ

ଲକ୍ଷ୍ନୌ: ୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରଠାରୁ ରାଜ୍ୟକୁ ଲଗାତର ଭାବରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ପ୍ରତିଦିନ ଦେଢ ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରୁଛନ୍ତି । କିନ୍ତୁ ପବିତ୍ର ରାମ ନବମୀ ଦିନ ମନ୍ଦିରରେ ଭକ୍ତଙ୍କ ସଂଖ୍ୟାରେ ବହୁ…

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ବିଚାରଧୀନ କଏଦୀ ଫେରାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ବିଚାରଧୀନ କଏଦୀ ଫେରାର । ଫେରାର କଏଦୀ ଜଣକ ହେଲେ ଅର୍ଜୁନ ମୁଣ୍ଡା । ସେ କାଲି ବିଳମ୍ବିତ ରାତିରେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛନ୍ତି । ଅର୍ଜୁନ ମୁଣ୍ଡା ଗତ ଡିସେମ୍ବର ମାସରେ ଗିରଫ ହୋଇ ଜେଲ୍ ରେ ଥିଲେ । ସୂଚନା ମୁତାବକ,…

ମିଳିଲାନି ଆଶ୍ୱସ୍ତି, ପୁଣି ୧୫ ଦିନ ନ୍ୟାୟିକ ହେପାଜତକୁ ଗଲେ କେଜ୍ରିଓ୍ବାଲ୍‌

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଆଜି ବି ରାଉଜ ଆଭେନ୍ୟୁ କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି । ଇଡିର ରିମାଣ୍ଡ ଅବଧି ଶେଷ ହେବା ପରେ ଆସନ୍ତା ୧୫ ଏପ୍ରିଲ ପର୍ଯ୍ୟନ୍ତ ଜେଲରେ ରହିବାକୁ କୋର୍ଟ ନିର୍ଦ୍ଦେଶ…

ବିବାଦ ଘେରରେ ପୀୟୁଷ ପଣ୍ଡାଙ୍କ ବୟାନ ’ତେଲିର ପୁଅ କିପରି ରାମ ମନ୍ଦିରର ଉଦଘାଟନ କରିପାରିବ’

କୋଲକାତା: ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନେତା ମାନଙ୍କର ବୟାନ ବାଜି ସେତେ ହେଉଛି । ବର୍ତ୍ତମାନ ପଶ୍ଚିମବଙ୍ଗର ବିଜେପି ନେତା ସୁଭେନ୍ଦୁ ଆଦିକାରୀ ତୃଣମୁଳ କଂଗ୍ରେସ ନେତା ପୀୟୁଷ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ଲଢିବା ନେଇ ଦାବି

ପୁରୀ: ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ଲଢିବା ନେଇ ଦାବି ହୋଇଛି । ଏନେଇ ଆଜି ଶତାଧିକ ପୁରୀଵାସୀ ତାଙ୍କ ବାସଭବନ ଆଗରେ ପ୍ଲାକାର୍ଡ ଧରି ଅନୁରୋଧ କରିଛନ୍ତି । ପୁରୀ ସହରର ବିଭିନ୍ନ ସମସ୍ୟାରେ ପ୍ରିୟଦର୍ଶନ ପଟ୍ଟନାୟକ ସବୁବେଳେ ସ୍ୱର…

ଜଲପାଇଗୁଡିରେ ପ୍ରକୃତିର ତାଣ୍ଡବ: ୫ଜଣଙ୍କ ମୃତ୍ୟୁ, ୩୦୦ରୁ ଅଧିକ ଆହତ

କୋଲକାତା: ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ । ଜଲପାଇଗୁଡିରେ ଆକସ୍ମିକ ଝଡ଼ ନେଲା ୫ଜଣଙ୍କ ଜୀବନ । ଏଥିସହ ୩୦୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ଜଲପାଇଗୁଡି ଜିଲ୍ଲାର ଦୁଇଟି ଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡ଼ ବଡ଼ ଗଛ ଗୁଡ଼ିକ ଉପୁଡ଼ି ପଡ଼ି…

ଦେଶରେ ଆଜିଠୁ ନୂଆ ନିୟମ, ଜାଣନ୍ତୁ ସେଗୁଡିକ ବିଷୟରେ..

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଆର୍ଥିକ ବର୍ଷ । ୨୦୨୪-୨୫ ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ ସାରା ଦେଶରେ ଅନେକ କିଛି ନୂଆ ନିୟମ ବଦଳିବାକୁ ଯାଉଛି ମିଳିବ । ଯାହା ସାଧାରଣ ଲୋକଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ଏହି ନିୟମ ପରିବାର୍ତ୍ତ ଭିତରେ କଣ କଣ…

ଆରବିଆଇ@୯୦: ୯୦ ବର୍ଷରେ ପାଦ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ, ଭାରତ ସରକାରଙ୍କର ସର୍ବୋଚ୍ଚ ଅର୍ଥନୈତିକ ନିୟନ୍ତ୍ରଣକାରୀ ସଂସ୍ଥା । ଭାରତରେ ଅର୍ଥନୈତିକ ଉନ୍ନତି, ସୁଧାର ଓ ସୁରୁଖୁରୁରେ ଚାଲିବା ପାଇଁ ଏହା ବିଭିନ୍ନ ନିୟମ ପ୍ରଣୟନ କରେ । ଏହା ନିଜ ଅଧୀନରେ ଥିବା ବିଭିନ୍ନ ମୁଦ୍ରଣ ସଂସ୍ଥା ସାହାଯ୍ୟରେ ଆବଶ୍ୟକ…