Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଏପ୍ରିଲ ଶେଷ ଭାଗରେ ଘୋଷଣା ହୋଇପାରେ ଭାରତୀୟ ଦଳ

ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଟିମର ଘୋଷଣା ଏପ୍ରିଲ ଶେଷ ଭାଗରେ ହୋଇପାରେ । ୧୫ ସଦସ୍ୟ ବିଶିଷ୍ଟ ଟିମ ତାଲିକା ଆଇସିସି ନିକଟରୁ ମେ ୧ ମଧ୍ୟରେ ପଠାଇବାକୁ ହେବ । ମେ ୨୫ ସୁଦ୍ଧା ପ୍ରତ୍ୟେକ ଟିମକୁ ଖେଳାଳି ପରିବର୍ତନ କରିବା…

ବିଜେପିର ଶୃଙ୍ଖଳିତ କାର୍ଯ୍ୟକର୍ତା ଭାବେ କାର୍ଯ୍ୟ କରିବି: ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ୱର: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିଜ ସମର୍ଥକଙ୍କ ସହ ଆଜି ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ,ମୋଦିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି । ଭାରତକୁ ସାରା ବିଶ୍ୱରେ ବିକାଶଶୀଳ କରିବା ପାଇଁ…

ମୟୂରଭଞ୍ଜ ଦେଖିବ ମହାଲଢେଇ: ବିଜେଡିରୁ ସୁଦାମ ମାରାଣ୍ଡି ବିଜେପିରୁ ନବଚରଣ ମାଝି

ଭୁବନେଶ୍ଵର: ମୟୂରଭଞ୍ଜ ପଶାପାଲିରେ ଗୋଟି ଚଳାଇଛନ୍ତି ବିଜେଡି ଓ ବିଜେପି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଜାଗାରେ ରାଇରଙ୍ଗପୁର ବିଧାୟକ ନବରଚରଣ ମାଝୀଙ୍କୁ ଭରସା କରିଛି ବିଜେପି । ବିଜେପିର ଇଂଟରନାଲ ରିପୋର୍ଟ ଅନୁସାରେ ବିଶ୍ୱେଶ୍ୱରଙ୍କ ବିଜୟ ସମ୍ଭାବନା କମ୍ ଥିଲା । ତେଣୁ…

ପଠାନର ସୀକ୍ୱେଲରେ ନିର୍ଦ୍ଦେଶନା ଦେବେନି ସିଦ୍ଧାର୍ଥ

ମୁମ୍ବାଇ: ୨୦୨୩ରେ ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲେ । ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହାରୁଖଙ୍କ ସହ ସଲମାନ ମଧ୍ୟ ଅଭିନୟ କରିଥିଲେ । ଏହା ପରେ ସଲମାନଙ୍କ ଟାଇଗର ୩ରେ ଶାହାରୁଖ ମଧ୍ୟ କ୍ୟାମିଓ କରିଥିଲେ । ରିପୋର୍ଟ ମୁତାବକ ପଠାନର…

ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ

ପୁରୀ: ଜୁଲାଇ ୭ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ତେବେ ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ରଥଯାତ୍ରାରେ ହୋଇଥିବା…

ରିଙ୍କୁଙ୍କୁ ବ୍ୟାଟ ଉପହାର ଦେଲେ କୋହଲି

ବେଙ୍ଗାଲୁର: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି କୋଲକାତା ନାଇଟ ରାଇଡର୍ସର ବିସ୍ଫୋଟକ ଯୁବ ଖେଳାଳି ରିଙ୍କୁ ସିଂଙ୍କୁ ବ୍ୟାଟ ଉପହାର ଦେଇଛନ୍ତି । କୋହଲି ତାଙ୍କୁ ନିଜର ୱିଲୋ ବ୍ୟାଟ ଦେବା ମାତ୍ରେ ରିଙ୍କୁ ଖୁସୀରେ ଗଦଗଦ ହୋଇ ଯାଇଥିଲେ । ଶୁକ୍ରବାର…

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ପୁଣି ମନ୍ଦିର ଭିତରେ ପଶିଲେ ବିଦେଶୀ

ପୁରୀ: ପୁରୀରେ ନିଶାସକ୍ତ ବିଦେଶୀ ପର୍ଯ୍ଯଟକଙ୍କ ଦୌରାତ୍ମ୍ୟ। କଡା ସୁରକ୍ଷା ବଳୟ ଭେଦକରି ଶ୍ରୀମନ୍ଦିର ଭିତରକୁ ଯାଇ ସୁରକ୍ଷାକର୍ମୀଙ୍କ ସହ ହେଲେ ହାତାହାତି । ଗୋଟିଏ ମାସ ଭିତରେ ଦୁଇଦୁଇ ଜଣ ବିଦେଶୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବାରୁ ସୁରକ୍ଷାକର୍ମୀଙ୍କ ଅବହେଳା ଏବେ ପଦାରେ ପଡିଛି।…

‘ଝିଅ ମାନେ ରୋଷେଇ ଘରେ ରହିବା ଦରକାର’: କଂଗ୍ରେସ ବିଧାୟକଙ୍କ ବୟାନର ଜବାବ ଦେଲେ ସାଇନା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିବାଦ ଭିତରେ ଛନ୍ଦି ହୋଇପଡିଛନ୍ତି କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ବିଧାୟକ ଶାମନୁର ଶିବଶଙ୍କରପ୍ପା । ଶିବଶଙ୍କରପ୍ପା ମହିଳାଙ୍କୁ ନେଇ ଦେଇଥବା ଏକ ବୟାନକୁ ନେଇ ବିବାଦ ଦେଖାଦେଇଛି। ସେପଟେ ଶିବଶଙ୍କରପ୍ପାଙ୍କ ବୟନର ଉତ୍ତର ଦେଇଛନ୍ତି ବ୍ୟାଡମିଣ୍ଟନ…

ଅଷ୍ଟମ ଶତାବ୍ଦୀର ପ୍ରାଚୀନ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିରର ହେବ ନବକଳେବର

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଅଷ୍ଟମ ଶତାବ୍ଦୀର ପ୍ରାଚୀନ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିରର ହେବ ନବକଳେବର । ଏଥିପାଇଁ ଆସନ୍ତା ଏପ୍ରିଲ ୧ ତାରିଖରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଯାଇଛି। ଜାମ୍ମୁ କାଶ୍ମୀର ସରକାରଙ୍କ ଦ୍ଵାରା ଦିଆଯାଇଥିବା ଏକ ସରକାରୀ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।…

‘ଦଳର ସୁପ୍ରିମୋଙ୍କ ବିକାଶ ମୂଳକ କାମରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲି’

ଭୁବନେଶ୍ବର: ଶଙ୍ଖ ଧରିଲେ କେ. ସୂର୍ଯ୍ୟ ରାଓ । ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ କେ ସୂର୍ଯ୍ୟ ରାଓ । ଏହି ସମୟରେ ସାଂସଦ ସସ୍ମିତ ପାତ୍ର ଓ ଗଜପତି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ତାଙ୍କୁ…