Latest Odisha News

BREAKING NEWS

ଭାଷା ଭାଗବତ : ଏତେ ବଂଟାବଂଟି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଚଳୁଛି ଯେତେ ବଂଟାବଂଟି କେହି ତ ପାରିବେନି ଖଟି ଆଗକୁ ଅଛି ତିଖ ଘାଟି କାହାକୁ ଏବେ ଦିଶୁଛି ଟି ଚାଂଦା, ଭେଦା, ବିଦାକି, ଭେଟି ଲାଂଚ, ଉତ୍କୋଚ ଆଉ ବଟି ନାମରେ ଧନ ନେଲେ ଲୁଟି କେ କିଆଁ କରିବ ପାଇଟି ? ମାଗଣା ପାଇବା ଅଭ୍ୟାସ…

ଏଲିନିନୋ ଦୁର୍ବଳ ସତ୍ତ୍ବେ ୩ ମାସ ପ୍ରବଳ ଖରା ହେବ, ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା

ଭୁବନେଶ୍ବର: ମାର୍ଚ୍ଚ ମାସ ଆରମ୍ଭରୁ ବଢିଲାଣି ଖରାର ପ୍ରକୋପ । ଆଗାମୀ ୩ ମାସ ଅର୍ଥାତ୍ ମାର୍ଚ୍ଚ, ଏପ୍ରିଲ, ମେ' ରେ ପ୍ରଚଣ୍ଡ ରୌଦ୍ରତାପ ହେବ । ଏଲନିନୋ ଦୁର୍ବଳ ଥିବା ସତ୍ୱେ ତାପମାତ୍ରା ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ' ମାସ ମଧ୍ୟରେ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକ ଠାରୁ ଅଧିକ…

ଭାରତ ବିଶ୍ୱର ତୃତୀୟ ବୃହତ ମେଦବହୁଳ ରାଷ୍ଟ୍ର; ୭୦ ଭାଗ ଲୋକ ମୋଟାପାର ଶିକାର

ନୂଆଦିଲ୍ଲୀ: ମେଦବହୁଳତା ବା ମୋଟାପାରେ ବିଶ୍ୱର ତିନି ନମ୍ୱର ସ୍ଥାନରେ ରହିଛି ଭାରତ। ନିକଟରେ ପ୍ରକାଶିତ ଲାନସେଟରୁ ଏହା ଜଣାପଡ଼ିଛି । ବିଶ୍ୱର ସର୍ବାଧିକ ମେଦବହୁଳ ବ୍ୟକ୍ତି ରହୁଥିବା ଶ୍ରେଷ୍ଠ ଦଶ ରାଷ୍ଟ୍ର ତାଲିକାରେ ଆମେରିକା ଓ ଚୀନ ପଛକୁ ଭାରତ ରହିଛି । ଭାରତର ସହରାଞ୍ଚଳରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସୁକ୍ଷ୍ମ ଶରୀରର ଅନୁଭୂତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରତ୍ନବେଦୀ ପାର୍ଶ୍ଵରେ ପହଞ୍ଚି ସାରିଲେ ଶରୀରର ଆନନ୍ଦମୟ କୋଷ ଜାଗ୍ରତ ହୋଇ ଦେହାତୀତ ଭାବ ସହ ସୁକ୍ଷ୍ମ ଶରୀରର ଅନୁଭୂତି ଆସେ। ସାଧକ ଓ ଯୋଗୀ ଋଷି ମାନେ ଶରୀରରେ ସାତଟି…

ନେତା ମାଳ ମାଳ, ବିଦ୍ରୋହ ଆଶଙ୍କା: ବିଜେଡିକୁ ଘାରିଛି ‘ଭୁବନେଶ୍ୱର’ ଚିନ୍ତା

ଭୁବନେଶ୍ୱର: ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ବିଜେଡିକୁ ଘାରିଛି ଦଳରେ ବିଦ୍ରୋହ ଆଶଙ୍କା। ୧୪୭ ଆସନରେ ଯଦିଓ ଦାବିଦାର ଅନେକ ଅଛନ୍ତି କିନ୍ତୁ ସେଥିମଧ୍ୟରୁ ବିଦ୍ରୋହ ଆଶଙ୍କା କମ୍ ରହିଛି। ହେଲେ ରାଜଧାନୀ ଭୁବନେଶ୍ବରରେ ଆଶାୟୀଙ୍କ ସଂଖ୍ୟା ଯେମିତି ବିଦ୍ରୋହୀଙ୍କ ସଂଖ୍ୟା ସେପରି। ଉତ୍ତର,…

ନମିତା ଏବେ ଅପେକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଚିଠିକୁ..

ଚଣ୍ଡିଖୋଲ: ଯାଜପୁରର ଚଣ୍ଡିଖୋଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପେଣ୍ଟିଂ ଧରି ଦୁଇ ଝିଅ ଗଣମାଧ୍ୟମର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲ ଗସ୍ତ ସମୟରେ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବାର କିଛି ସମୟ ପରେ…

ହସ୍ପିଟାଲରେ ନକଲି ନର୍ସ, ଅଭିଯୋଗ ପରେ ଫେରାର

ସୁନ୍ଦରଗଡ: ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍) ନିକଟରେ ନକଲି ରୋଗୀ ଓ ଡାକ୍ତରଙ୍କୁ ନେଇ ଏକାଧିକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ସଦ୍ୟତମ ଘଟଣାରେ ଜଣେ ମହିଳା ଜଣେ ଷ୍ଟାଫ୍ ନର୍ସ ପରିଚୟ ଦେଇ ତିନି ବର୍ଷ ଧରି ଡାକ୍ତରଖାନାରେ କାମ କରିଥିବା ଅଭିଯୋଗ ହୋଇଛି। ପରିଚୟ…

ଉମାଶଙ୍କର ମିଶ୍ରଙ୍କ ‘ତ୍ରିତୟ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଉପନ୍ୟାସିକ ଉମାଶଙ୍କର ମିଶ୍ରଙ୍କ ଉପନ୍ୟାସିକା ସଂକଳନ ‘ତ୍ରିତୟ’ ସ୍ଥାନୀୟ ବୁଲନ୍ ଭାଇ ଭବନଠାରେ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ପ୍ରାବନ୍ଧିକ ଅଧ୍ୟାପକ ବିଶ୍ୱରଂଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାହିତ୍ୟ ସଭାରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପୁସ୍ତକକୁ…

୭ଟି ମାଛ ୧ ଲକ୍ଷ ଆଠ ହଜାର ଟଙ୍କାରେ ବିକ୍ରି ହେଲା

ଭଦ୍ରକ: ଭଦ୍ରକର କିଛି ମତ୍ସ୍ୟଜୀବୀ ଧାମରା ମୁହାଣର ଚାନ୍ଦନୀ ପାଲଠାରେ ୭ଟି 'ସୋଲାପଟିଆ' ମାଛ ଧରିଛନ୍ତି। ଏହି ମାଛ ୧ ଲକ୍ଷ ଆଠ ହଜାର ଟଙ୍କାରେ ବିକ୍ରି ହୋଇଛି। ପୂର୍ବଦିନ ଏହି ବିରଳ 'ସୋଲାପଟିଆ' ମାଛମଧ୍ୟରୁ ୭ଟିକୁ ସମୁଦ୍ରରୁ ଧରିଥିଲେ ମାଛ ଧରାଳି। ସେମାନେ ସେମାନଙ୍କ ମାଛକୁ କୂଳକୁ…

ଓଡ଼ିଶାରେ ହେଉଛି ବ୍ୟାପକ ଦୁର୍ନୀତି, ବିଜେଡି-ବିଜେପିର ରହିଛି ମିଳିତ ଭାଗିଦାରୀ: ପବନ ଖେଡା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ଅବସରରେ ତାଙ୍କୁ ତୀବ୍ର ସମାଲୋଚନା କରି କଂଗ୍ରେସ ଅଭିଯୋଗ କରିଛି ଯେ ରାଜ୍ୟରେ ବ୍ୟାପକ ଦୁର୍ନୀତିକୁ ପ୍ରୋତ୍ସାହନ ଦେବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। କଂଗ୍ରେସ…