ପାକିସ୍ତାନୀ ବକ୍ସର ସାଥୀ ମହିଳା ଖେଳାଳିଙ୍କ ନିକଟରୁ କଲେ ଚୋରୀ
ଲାହୋର: ପାକିସ୍ତାନର ଜନୈକ ବକ୍ସର ଇଟାଲୀରେ ଏ ଭଳି ଏକ କାଣ୍ଡ ରଚିଛନ୍ତି ଯାହା ଦେଶର ମାନ ତଳେ ପକାଇଛି । ଜୋହେବ ରଶୀଦ ନାମକ ଏହି ବକ୍ସରଜଣଙ୍କ ତାଙ୍କ ମହିଳା ସାଥୀ ଖେଳାଳିଙ୍କ ପର୍ସରୁ ଅର୍ଥ ଚୋରୀ କରିଥିବା ଜଣାପଡିଛି । ପାକିସ୍ତାନ ଆମେଚର ବକ୍ସିଂ ମହାସଂଘ ଏ ସମ୍ପର୍କରେ ଖୁଲାସା କରିଛି ।…