Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ପରଖିଲା ବାୟୁସେନା

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ ଦିନିଆ ଓଡ଼ିଶା ଗସ୍ତ ପୂର୍ବରୁ ଭାରତୀୟ ବାୟୁସେନାର ଅଧିକାରୀମାନେ ମୟୂରଭଞ୍ଜରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ଜୁଲାଇ ୨୦୨୨ରେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ତୃତୀୟ ଜିଲ୍ଲା ଗସ୍ତ। ବାୟୁସେନା ର…

ନିର୍ବାଚନ ବେଳେ ଭଦ୍ରକ ବିଜେଡିରେ ଗୋଷ୍ଠୀ କନ୍ଦଳ, ଅଡୁଆରେ ବିଧାୟକ ସଞ୍ଜୀବ ମଲ୍ଲିକ

ଭଦ୍ରକ: ନିର୍ବାଚନ ବେଳେ ଶାସକ ବିଜୁ ଜନତା ଦଳ (ବିଜେଡି)ରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଦଳ ଭିତରେ ଥିବା ଫାଟ ତୀବ୍ର ଚର୍ଚ୍ଚାକୁ ଆସିଥିବା ବେଳେ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ୫ଟି ଅଧ୍ୟକ୍ଷ ଭିକେ…

ବୀରମହାରାଜପୁରରେ ସକାଳେ ଏନଏସି ମାନ୍ୟତାକୁ ନେଇ ଚେତାବନୀ, ସଂଧ୍ୟାରେ ମାନ୍ୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୩୨୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଗଠନ ଘୋଷଣା ପରେ ସୋନପୁର ଜିଲ୍ଲାରେ ଅବସ୍ଥିତ ବୀରମହାରାଜପୁରକୁ ମଧ୍ୟ ଏନ୍ଏସି ମାନ୍ୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ଅନ୍ତର୍ଭୁକ୍ତିକରଣ ଫଳରେ ରାଜ୍ୟରେ ନବଗଠିତ ଏନ୍ଏସିସଂଖ୍ୟା ୩୫ରେ…

ବିଜେଡ଼ିରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ମିଶିଲେ ଦେବାଶିଷ

ବନେଶ୍ୱର: ବିଜେପିରେ ମିଶିଛନ୍ତି ବରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ମିଶିଛନ୍ତି ଦେବାଶିଷ ନାୟକ। ୪ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏକଦା…

କଂଚା ମାଂସ ଖାଇବାକୁ ଭଲ ପାଉଥିଲେ, ପେଟରୁ ବାହାରିଲା ୨୦ ଫୁଟର ଟେପୱର୍ମ

ବେଜିଂ: ଚୀନରେ ଜଣେ ବ୍ୟକ୍ତି କଂଚା ମାଂସ ଖାଇବାକୁ ଭଲ ପାଉଥିଲା । ଏପରିକି ଧିରେ ଧିରେ ଏହା ତାଙ୍କର ନିଶାରେ ପରିଣତ ହୋଇ ଯାଇଥିଲା । ୩୮ ବର୍ଷୀୟ ଏହି ବ୍ୟକ୍ତିର ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ହେବାରୁ ସେ ଡାକ୍ତରଖାନା ଯାଇଥିଲେ । ସେଠାରେ ଆବଶ୍ୟକ ପରୀକ୍ଷଣ କରିବା ପରେ ଡାକ୍ତର ଚକିତ…

ବିଜାପୁରେ ନକ୍ସଲି ଆକ୍ରମଣ, ଛତିଶଗଡ଼ର ଯବାନ ସହିଦ

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ରବିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଆକ୍ରମଣ ଖବର ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ଛତିଶଗଡ଼ର ସିଆରପିଏଫ ଯବାନ ସହିଦ ହୋଇଥିବା ନେଇ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ରବିବାର ଅପରାହ୍ନରେ ବିଜାପୁର ଜିଲ୍ଲାର ମିରତୁର ପୋଲିସ ଷ୍ଟେସନ…

ସାହାରା ଟଙ୍କା ଫେରି ପାଇବେ ଏହି ଉପଭୋକ୍ତା, ଚେକ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ସାହାରା ଇଣ୍ଡିଆ କମ୍ପାନୀରେ ବିନିଯୋଗ କରିଥିବା ଟଙ୍କାକୁ ନେଇ ଅନେକ ଲୋକ ଏବେ ବି ଚିନ୍ତାଗ୍ରସ୍ତ ରହିଛନ୍ତି। ଏପରି ପରିସ୍ଥିତିରେ ଆପଣ ମଧ୍ୟ ଟଙ୍କା ଫେରି ପାଇବା ପାଇଁ ଅପେକ୍ଷା କରିଥିବେ। ସାହାରା ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ୨.୫ ଲକ୍ଷ ଲୋକଙ୍କୁ ୨୪୧ କୋଟି ଟଙ୍କା ଫେରସ୍ତ…

ଇରାନରୁ ମିଳିଲା ସର୍ବ ପୁରାତନ ଲିପଷ୍ଟିକ

ତେହେରାନ: ଇରାନର କରମାନ ଅଂଚଳରୁ ବିଶ୍ୱର ସର୍ବପୁରାତନ ଲିପଷ୍ଟିକ ମିଳିଛି । ଆଜିକୁ ୩୬୦୦ ବର୍ଷ ତଳେ ଏହାର ବ୍ୟବହାର ହେଉଥିବା ଅନୁମାନ କରାଯାଇଛି । ଏହାକୁ ଏବେ ଇରାନର ସଂଗ୍ରହାଳୟରେ ରଖାଯାଇଛି । ଜିରାଫଟରେ ଅନେକ କବର ମଧ୍ୟରେ ହଲୀଲ ନଦୀର ପାଣି ପଶି ଯାଇଥିଲା । ଫଳରେ ଏହା ମଧ୍ୟରେ…

ଆସନ୍ତା କାଲି ୪୧ ହଜାର କୋଟି ଟଙ୍କାର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ଅର୍ଥାତ ଫେବୃଆରୀ ୨୬ ତାରିଖ ଅପରାହ୍ଣ ସାଢେ ୧୨ଟାରେ ଭିଡ଼ିଓ କନଫରେନସିଂ ଜରିଆରେ ୪୧ ହଜାର କୋଟି ଟଙ୍କରୁ ଅଧିକ ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଉଦଘାଟନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରେଳ ଷ୍ଟେସନରେ…

ଏବେ ବି ବଜାରରେ ରହିଛି ୮୮୯୭ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବଜାରରୁ ୨ ହଜାର ଟଙ୍କା ନୋଟ୍ ହଟାଇ ଦେଇଛି। ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏହି ନୋଟର ପ୍ରଚଳନ ଆରମ୍ଭ କରାଯାଇଥିଲା। ଏହାପରେ ଆରବିଆଇ ଏହାକୁ ୧୯ ମଇ ୨୦୨୩ରେ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଲୋକମାନେ ଏହାକୁ ଜମା…