Latest Odisha News

BREAKING NEWS

ଓଁ ମନ୍ଦିରରେ ହେଲା ପ୍ରାଣପ୍ରତିଷ୍ଠା, ନିର୍ମାଣ ପାଇଁ ଲାଗିଥିଲା ୩୦ ବର୍ଷ

ନୂଆଦିଲ୍ଲୀ: ରାଜସ୍ଥାନର ପାଲି ଜିଲ୍ଲାରେ ବିଶ୍ୱର ପ୍ରଥମ ଓମ୍ ଆକୃତିର ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଯାହାର ପ୍ରାଣପ୍ରତିଷ୍ଠା ଆଜି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଉପସ୍ଥିତିରେ ହୋଇଥିଲା। ପ୍ରାଣପ୍ରତିଷ୍ଠା ସମାରୋହରେ ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା…

ଭାରତୀୟ ପାସପୋର୍ଟର ମାନ୍ୟତାରେ ହ୍ରାସ, ୬୨ଟି ଦେଶକୁ ବିନାଭିସାରେ ଯାଇପାରିବେ ଭାରତୀୟ ନାଗରିକ

ନୂଆଦିଲ୍ଲୀ: ବିଶ୍ୱ ଭ୍ରମଣ କରିବାକୁ ଏକ ପାସପୋର୍ଟ ଆବଶ୍ୟକ। ଏକ ଶକ୍ତିଶାଳୀ ପାସପୋର୍ଟ ନାଗରିକମାନଙ୍କୁ ବିନା ଭିସାରେ ବିଭିନ୍ନ ଦେଶ ଭ୍ରମଣ କରିବାରେ ସାହାଯ୍ୟ କରେ। ଏଭଳି ପରିସ୍ଥିତିରେ ହେନଲି ପାସପୋର୍ଟ ଇଣ୍ଡେକ୍ସ ଦେଶର ମଜବୁତ ସ୍ଥିତିକୁ ଆଧାର କରି ପାସପୋର୍ଟର ମାନକୁ ନିର୍ଦ୍ଧାରଣ…

ରଣଜୀ ଟ୍ରଫି: ନୈରାଶ୍ୟଜନକ ଢଙ୍ଗରେ ଶେଷ ହେଲା ଓଡିଶାର ଅଭିଯାନ

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ନୈରାଶ୍ୟଜନକ ଢ଼ଙ୍ଗରେ ତାର ଅଭିଯାନ ଶେଷ କରିଛି । ଶେଷ ଲିଗ ମ୍ୟାଚରେ ଦିଲ୍ଲୀଠାରୁ ହାରିବା ପରେ ଓଡିଶା ଗ୍ରୁପ ଡିରେ ୭ମ ସ୍ଥାନରେ ରହିଛି । ଦଳ ଓଭରାଲ ୭ ମ୍ୟାଚରୁ ୧୨ ପଂଏଟ ହାସଲ କରିପାରିଛି । ଦିଲ୍ଲୀ ବିପକ୍ଷରେ ଓଡିଶା ପ୍ରଥମେ ବ୍ୟାଟିଂ…

ରାମଚରଣଙ୍କ ପରେ ସୂରିୟାଙ୍କ ସହ ଫିଲ୍ମ କରିବେ ଜାହ୍ନବୀ

ମୁମ୍ବାଇ: ଧଡକ ଫିଲ୍ମ ମାଧ୍ୟମରେ ବଲିଉଡରେ ପଦାର୍ପଣ କରିଥିବା ଜାହ୍ନବୀ କାପୁରଙ୍କ ଚାହିଦା ଦକ୍ଷିଣ ଭାରତ ଫିଲ୍ମରେ ବୃଦ୍ଧି ପାଇବାରେ ଲାଗିଛି । ସାଉଥ ସୁପରଷ୍ଟାର ରାମଚରଣଙ୍କ ସହ ସେ ଆରସି ୧୬ ଫିଲ୍ମ ସାଇନ କରିଛନ୍ତି । ଏହା ବୁଚି ବାବୁ ସନା ନିର୍ଦ୍ଦେଶନା ଦେବେ । ଜାହ୍ନବୀ ଜୁନିୟର…

ପୋଷ୍ଟ ଅଫିସ ଦେଉଛି ସେଭିଂ ଆକାଉଣ୍ଟରେ ସବୁଠାରୁ ଅଧିକ ସୁଧ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆପଣ ନିବେଶ କରିବା ଦିଗରେ ଅଳ୍ପବହୁତେ ଚିନ୍ତା କରୁଥିବେ। କେଉଁଠାରେ ନିବେଶ କଲେ ଆପଣଙ୍କୁ ଅଧିକ ଲାଭ ମିଳିପାରିବ। ଯଦି କୌଣସି ଯୋଜନାରେ ଆପଣ ନିବେଶ କରିଛନ୍ତି ତେବେ ଏଥିରେ କୌଣସି କ୍ଷତି ନାହିଁ। କାରଣ ଆପଣ ଅଧିକ ସୁଧ ହାରର ଲାଭ ପାଇପାରିବେ। ଆଉ ଯଦି ଆପଣ…

୫୦୦ରୁ ୫୦୧ ୱିକେଟ ନେବା ଭିତରେ ବହୁତ କିଛି ଘଟିଗଲା

ରାଜକୋଟ: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଅନେକ ଚାପରେ ଥିବା ସତ୍ୱେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପ୍ରଦର୍ଶନ ଦଳରେ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ରାଜକୋଟରେ ସେ ତାଙ୍କ କ୍ୟାରିୟରର ୫୦୦ ୱିକେଟ…

ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ଆଗାମୀ ଚଳଚ୍ଚିତ୍ର ‘ସଇତାନ’ର ନୂତନ ପୋଷ୍ଟର

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସଇତାନ’ ପାଇଁ ଆଜିକାଲି ଅଜୟ ଦେବଗନ୍ ଏବେ ଚର୍ଚ୍ଚାରେ ଅଛନ୍ତି । ଅଜୟଙ୍କ ପ୍ରଶଂସକମାନେ ଏବେ ଉତ୍ସାହର ସହିତ ଏହି ହରର୍ ଥ୍ରୀଲର ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି । ଏହାରି ଭିତରେ ଅଜୟଙ୍କ ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବାକୁ…

ଫେବୃଆରୀ ୨୧ ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ

ଭୁବନେଶ୍ୱର: ବିଜେଡ଼ି ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଆଜିର ଦିନରେ ସାରା ଦେଶରେ ମହିଳାଙ୍କ ଉପରେ ହେଉଥିବା ହିଂସାତ୍ମକ ଆଚରଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ନବୀନ ସରକାରରେ ରାଜ୍ୟର ମହିଳାମାନେ…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ

ଭୁବନେଶ୍ୱର:ହାତ ଛାଡ଼ିଲେ ନବୀନ ଦାସ। ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ନିଜର ଇସ୍ତଫା ପତ୍ର ପଠାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। କେବଳ ସେ…

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ବାର ଯଥାଶୀଘ୍ର ଖୋଲିବାକୁ ଦାବି କଲା ଆପ୍ ୟୁଥ୍ ଟିମ୍

ପୁରୀ: ପୂର୍ବ ପରି ଶ୍ରୀମନ୍ଦିର ୪ ଦ୍ଵାର ଦେଇ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ଦାବି କରିଛି ଆପ୍ ୟୁଥ୍ ଟିମ୍ । ଯାହାକୁ ନେଇ ଆଜି ଆପ୍ ତରଫରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଭକ୍ତ ଏବଂ ପୁରୀ ବାସୀଙ୍କ…