ଭାଲେଣ୍ଟାଇନ୍ ଡେ’: ପ୍ରେମର ପରିଭାଷା କାହା ପାଇଁ କେମିତି…
ଭୁବନେଶ୍ବର: ଆଜି ହେଉଛି ଭାଲେଣ୍ଟାଇନ୍ ଡେ' । ଯାହାକି ପ୍ରେମ ଦିବସ ଭାବେ ପାଳନ କରାଯାଏ । ସମସ୍ତଙ୍କୁ ଭଲ ପାଇବାର ଦିନଟିଏ । ପ୍ରେମର ଅନେକ ଭାଷା ରହିଛି ଆଉ ତାକୁ କିଏ କେଉଁ ପ୍ରକାରରେ ପ୍ରକାଶ କରିଥାଏ । ଏହା ହିଁ ସର୍ମ୍ପକର ମୁଳତତ୍ୱ, ପ୍ରେମବିନା ଜୀବନ ରଙ୍ଗ ହୀନ । ଆଜି ଫେବୃଆରୀ ୧୪…