Latest Odisha News

BREAKING NEWS

କିସ୍ ଡେ’: ପ୍ରେମରେ ନିବିଡତା ବଢାଏ ଚୁମ୍ବନ

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ଏହି ପ୍ରେମ ସପ୍ତାହର ଆଜି ସପ୍ତମ ଦିନ । ଭାଲେଣ୍ଟାଇନ୍ ଦିବସର ସପ୍ତମ ଦିବସକୁ “କିସ-ଡେ’ବା “ଚୁମ୍ବନ ଦିବସ’ ଭାବରେ ପାଳନ କରାଯାଏ । କୁହାଯାଏ ଚୁମ୍ବନ ଦ୍ୱାରା ପ୍ରେମରେ ପ୍ରଗଢତା ବୃଦ୍ଧି ହୋଇଥାଏ । ତେଣୁ ଏହି କିସ୍ ଡେ’ ବା ଚୁମ୍ବନ ଦିବସକୁ ପ୍ରେମୀ…

ବିଶ୍ଵ ରେଡିଓ ଦିବସ, ନୂଆରୂପରେ ଭଭା ହେଲାଣି ବେତାର ଯନ୍ତ୍ର

ଭୁବନେଶ୍ଵର: ଆଜି ବିଶ୍ଵ ରେଡିଓ ଦିବସ । ଆଜିର ଏହି ଡିଜିଟାଲ ଜମାନାରେ ବି କମିନି ରେଡିଓର କ୍ରେଜ। ଆଜି ବି ବିଭିନ୍ନ ଦୋକାନ ବଜାର, ଚା ଖଟି, ଗାଡିରେ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଆସୁଛି ଏହି ରେଡିଓ । ରାଜନୀତି ଖବରଠାରୁ ନେଇ ପାଣିପାଗ, କ୍ରିକେଟ, ଏବଂ ମନୋରଞ୍ଜନ ସମ୍ବନ୍ଧୀୟ ସୂଚନା…

ବିମାନରେ ବିଦେଶୀ ଗାଇଲେ ଭାରତର ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ: ଭାରତରେ ରହୁଥିବା କୋଟି କୋଟି ଲୋକ ନିଜ ଦେଶକୁ ଭଲ ପାଇବା ସହ ହୃଦୟରୁ ସମ୍ମାନ କରନ୍ତି । ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ଠିଆ ହୋଇ ସମସ୍ତେ ଜାତୀୟ ସଙ୍ଗୀତକୁ ଗାନ କରିଥାଆନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଭାରତୀୟ ନୁହେଁ…

ଭାଷା ଭାଗବତ : ଧୈର୍ଯ ହିଁ ବଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  କରିଲୀ ଯାହା ହୁଏ ମନ ବୁଦ୍ଧିର ନାହିଁ ପ୍ରୟୋଜନ ପ୍ରୟୋଗ ନ କରିଲେ ଜ୍ଞାନ ସାର୍ଥକ ହୁଏନି ଜୀବନ ଇଚ୍ଛାନୁବର୍ତୀ ହେଲେ ଲୋକ ଦେଖା ଯାଏନି ପ୍ରଜ୍ଞାଲୋକ ନ ହେଲେ ଜଣେ ସ୍ଥିତପ୍ରଜ୍ଞ କଦାପି ହୁଏନାହିଁ ବିଜ୍ଞ ମନକୁ କଲେ ନିୟଂତ୍ରଣ…

କେମିତି ବଞ୍ଚିବେ ଶହେ ବର୍ଷ: ଖାଦ୍ୟ ପେୟରେ ଆପଣାନ୍ତୁ ଶସ୍ତା ଓ ସୁବିଧାରେ ମିଳୁଥିବା ଏହି ୬ ଜିନିଷ

ଭୁବନେଶ୍ୱର:  ଆଜିର ଏଇ  ଦୁନିଆରେ ଲୋକଙ୍କ ଜୀବନଶୈଳୀ ବହୁତ ବଦଳି ଯାଇଛି। ବ୍ୟସ୍ତବହୁଳତା ଯୋଗୁଁ ଲୋକମାନେ ଖରାପ ଜୀବନଶୈଳୀକୁ ଆପଣେଇବାରେ ଲାଗିଛନ୍ତି। ଏହି ଖରାପ ଜୀବନ ଶୈଳୀ ଯୋଗୁଁ ଧୀରେ ଧୀରେ ଲୋକଙ୍କ ବୟସ‌ କମିବାରେ ଲାଗିଛି। ହେଲେ ଦୁନିଆରେ ଏବେ ବି ଏମିତି କିଛି ଦେଶ ଅଛି,  ଯେଉଁଠି…

ରାଜ୍ୟସଭା ନିର୍ବାଚନ; ଆଜି ନାମାଙ୍କନ ଭରିବେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ

ଭୁବନେଶ୍ବର: ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । ପ୍ରଥମେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ପରେ ସେମାନେ ବିଧାନସଭା ଯାଇ ନାମାଙ୍କନ ଦାଖଲ କରିବେ ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମନ୍ଦିରର ଶୈଳୀ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଆଲୋଚନା ଜାରିଥିବା ସମୟରେ ଗୋଟିଏ କଥା ମନକୁ ଆସେ ଏହି ମନ୍ଦିରର ଶୈଳୀ କଣ? ଏ ବିଷୟରେ ଥିବା ଶିଳାଲେଖ ଅନୁଧ୍ୟାନ କଲେ ଜଣାଯାଏ ଯେ ଭାରତରେ ମୁଖ୍ୟତଃ…

ଆଜି ଓଡ଼ିଶା ଆସିବେ ଶିବରାଜ ସିଂ ଚୌହାନ

ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ମଧ୍ୟପ୍ରଦେଶର ପୂବର୍ତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କଟକ ଓ ଜଗତସିଂହପୁର  ସଂସଦୀୟ କ୍ଷେତ୍ରର  ସେ ସମୀକ୍ଷା କରିବେ । ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିବେ । ଏହାପରେ ସେ ଜଗତସିଂହପୁର ଗସ୍ତ କରିବେ । ଜଗତସିଂହପୁର ଲୋକସଭା ସଂସଦୀୟ…

‘ଭୁଲ ଭୁଲେୟା’ ଦୁନିଆକୁ ଫେରିବ ମଞ୍ଜୁଲିକା, କାର୍ତ୍ତିକ ଆର୍ଯ୍ୟନଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଧୁମ୍ ମଚେଇଥିବା ଲୋକପ୍ରିୟ ଫିଲ୍ମ 'ଭୁଲ ଭୁଲେୟା ଫ୍ରାଞ୍ଚାଇଜ'ର ପାର୍ଟ-2 ରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିଜ କାମର ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତିଥିଲେ । ଲୋକମାନେ ତାଙ୍କ ଫିଲ୍ମରେ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ପ୍ରଶଂସକଙ୍କ ଏହି…

ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ

ଭୁବନେଶ୍ୱର : ଲୋକପ୍ରିୟ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ ହୋଇଛି। ମଧୁମେହ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୯୮୮ ମସିହାରେ ସେ ଦିଲ୍ଲୀର ନ୍ୟାସ୍‌ନାଲ ସ୍କୁଲ୍ ଅଫ୍ ଡ୍ରାମାରୁ ପାସ୍‌ ହେବା ପରେ ଅଭିନୟ ଜଗତରେ ପାଦ…