Latest Odisha News

BREAKING NEWS

ସ୍ୱର୍ଗଦ୍ୱାରରେ ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ସାହିତ୍ୟିକ ସାତକଡି ହୋତା । ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହୋଇଛି ସାତକଡି ହୋତାଙ୍କ ଅନ୍ତେଷ୍ଟିକ୍ରିୟା । ସାତକଡି ହୋତା ଅମର ରହେ ଧ୍ୱନି ଓ ତୋପ ସଲାମୀ ଦିଆଯିବା ପରେ ବଡ଼ପୁଅ ସଂଜୀବ ହୋତା ଶବାଧାର ରେ ମୁଖାଗ୍ନି…

ମଶାଙ୍କ ଝଡ ଦେଖି ପୁଣେ ବାସୀ ସ୍ତବ୍ଧ

ପୁଣେ: ଏଠାରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ସଂଖ୍ୟାର ମଶା ଏକ ପ୍ରକାର ଝଡର ବାତାବରଣ ସୃଷ୍ଟି କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ପୂର୍ବରୁ ସ୍ଥାନୀୟ ବାସିନ୍ଦା ଏତେ ମାତ୍ରାରେ ମାଶା ଏକକାଳୀନ ଦେଖି ନ ଥିଲେ । କେଶବନଗର, ଖରାଡି ଓ…

କାଜୁକୁ ଟକ୍କର ଦେଉଛି ରସୁଣ, ଦର ୬୦୦ ପାର୍, ଜାଣନ୍ତୁ କେବେ ମିଳିବ ଏଥିରୁ ମୁକ୍ତି…

ନୂଆଦିଲ୍ଲୀ: ଆକାଶ ଛୁଆଁ ରସୁଣ ଦର । କିଲୋ ପିଛା ଦର ୬ଶହ ଟଙ୍କା ଛୁଇଁଲାଣି । ଏହି ଚଢା ଦରକୁ ନେଇ ଏବେ ଚିନ୍ତାରେ ଖାଉଟି । ରୋଷେଇ ଶାଳାରୁ ରସୁଣ ଉଭାନ ହୋଇଛି । ରସୁଣ ବିନା ରୋଷେଇ କରିବାକୁ ପଡୁଥିବାବେଳେ କମିଛି ରସୁଣ ଚାହିଦା । ପରିସ୍ଥିତି ଏପରି ଯେ ରସୁଣର ମୂଲ୍ୟ କାଜୁ ସହିତ…

ଆଜି ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ, ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ବନ୍ଦ ଡାକରା

ଝାରସୁଗୁଡା: ଆଜି ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ । ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଜିଲ୍ଲା ମାନ୍ୟତାକୁ ୩୧ ବର୍ଷ ପୁରିଯାଇଥିଲେ ମଧ୍ୟ…

ଋଷି କପୁର ଓ ରାହାଙ୍କ ଏଡିଟ୍ ଫୋଟ ଭାଇରାଲ

ନୂଆଦିଲ୍ଲୀ: ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଝିଅ ରାହାଙ୍କ ଫୋଟ ଏବଂ ଭିଡିଓକୁ ଲୋକେ ବହୁତ ଭଲ ପାଇବା ଦେଉଛନ୍ତି । ଗତ କ୍ରିସମାସରେ ରଣବୀର ଓ ଆଲିଆ ରାହାଙ୍କ ଚେହେରା ଦେଖାଇଥିଲେ । ଏହାପରେ ସେସିଆଲ ମିଡିଆରେ ରାହାଙ୍କ ଭିଡିଓ ଏବଂ ଫୋଟ ଚର୍ଚ୍ଚାରେ ରହୁଛି । ନିକଟରେ ଜଣେ ପ୍ରଶଂସକ…

୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ଆଜି ଏକ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜି ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନରେ ବିଭିନ୍ନ ପଦବୀରେ ନିଯୁକ୍ତ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ଜଣ ଜୀବନ୍ତ ଦଗ୍ଧ

ନୋଏଡା: ସକାଳୁ ସକାଳୁ ଭୟଙ୍କର ସଡକ ଦୁର୍ଘଟଣା । କାର୍-ବସ୍ ମୁହାଁମୁହିଁ ଧକ୍କା ହେବା କାରଣରୁ ହୁତୁ ହୁତୁ ହୋଇ ଜଳିଗଲା କାର୍ ଓ ବସ୍ । ଜୀଅନ୍ତା ଜଳିଗଲେ କାର୍ ଥିବା ୫ଜଣ । ଉତ୍ତରପ୍ରଦେଶର ମଥୁରାସ୍ଥିତ ଯମୁନା ଏକ୍ସପ୍ରେସୱେର ୧୧୭ ନମ୍ବର ମାଇଲଖୁଣ୍ଟରେ ଘଟିଛି ଏହି ମର୍ମନ୍ତୁଦ ସଡକ…

ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଆକ୍ରମଣ ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଧୀରକୁଟ ବସ୍ତି ନିକଟରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ୪ ଦୁର୍ବୃତ୍ତ । ଆଉ ଦୁଇ ଜଣଙ୍କୁ ଧରିବାକୁ ଜାରି ରହିଛି ତଦନ୍ତ ପ୍ରକ୍ରିୟା । ଖବର ମୁତାବକ,…

ରକିଂ ଦାଦି: ୯୫ ବର୍ଷରେ ଚଲାଉଛନ୍ତି କାର୍

ନୂଆଦିଲ୍ଲୀ: ଯଦି ମନରେ ଆଗ୍ରହ ଥାଏ ଆପଣ ସବୁ କିଛି କରିପାରିବେ। ବୟସ ମଧ୍ୟ ସେଠାରେ ହାର ମାନିଥିଏ । ଏମିତିକି ଆଜିର ଇଣ୍ଟରନେଟ୍ ଯୁଗରେ ସବୁ ବର୍ଗର ଲୋକେ କିଛି ନୂଆ କରିବାକୁ ପସନ୍ଦ କରୁଛନ୍ତି । ଆଉ ସେମାନେ କରିକି ମଧ୍ୟ ଦେଖାଉଛନ୍ତି । ସୋସାଲ ମିଡିଆରେ ଏଭଳି କିଛି ନିଆରା ଭିଡିଓ ଏବେ…

ଭାଷା ଭାଗବତ : ଭାଷାର ସଂହାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଲେଖାରେ ହେଲେ ସ୍ବେଚ୍ଛାଚାର ସାହିତ୍ଯ ପାଏନି ଆଦର ଭାଷା ବି ହୁଏ ନାରଖାର ଏ ସତ୍ୟ କରିବା ସ୍ବୀକାର ଶୃଂଖଳିତ ନ ହେଲେ ଭାଷା କରିହୁଏନି ହିତ ଆଶା ଇଚ୍ଛା ସହିତ ଯୋଡ଼ି ଚେଷ୍ଟା ଦେଖାଉଁ ଭାଷା ପ୍ରତି…