Latest Odisha News

BREAKING NEWS

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ

ଭୁବନେଶ୍ୱର:  ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ଗତ ଦୁଇ ଦିନ ତଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ଖାଇବା ଛାଡ଼ି ଦେଇଥିଲେ । ଆଜି ସକାଳେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଦିନ ୧୨ଟା ୨୫ ମିନିଟରେ ତାଙ୍କର…

ସ୍ଵର୍ଗଦ୍ଵାର ଆପ୍ ଲୋକାର୍ପିତ: ସହଜରେ ହୋଇପାରିବ ଶବଦାହ ପାଇଁ ରେଜିଷ୍ଟ୍ରେସନ୍

ପୁରୀ: ସ୍ଵର୍ଗଦ୍ଵାର ରୁପାନ୍ତିକରଣ ରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ଏଣିକି ସହଜରେ ସ୍ୱର୍ଗଦ୍ୱାରରେ ହୋଇ ପାରିବ ଶବଦାହ ପାଇଁ ରେଜିଷ୍ଟ୍ରେସନ୍ । ସେନେଇ ଲୋକାର୍ପିତ ହୋଇଛି ସ୍ୱର୍ଗଦ୍ୱାର ଆପ୍ । ଶୁକ୍ରବାର ସନ୍ଧ୍ୟାରେ ସ୍ୱର୍ଗଦ୍ୱାର ପରିସରରେ ‘ସ୍ୱର୍ଗଦ୍ୱାର ମୋବାଇଲ ଆପ୍’ ଲୋକାର୍ପଣ…

ଆସନ୍ତା ୧୬ରେ ଦେଶବ୍ୟାପୀ ହରତାଳ  

ଭୁବନେଶ୍ୱର: ଫେବ୍ରୁଆରୀ ୧୬ରେ ଦେଶବ୍ୟାପୀ ହରତାଳ, ଗ୍ରାମୀଣ ଭାରତ ବନ୍ଦ ଓ ଶିଳ୍ପ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଶ୍ରମିକ ଓ କୃଷକ ମାରଣ ନୀତିକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡ ୟୁନିଅନ ମିଳିତ ମଞ୍ଚ ଓ ସ୍ଵାଧୀନ ଫେଡେରେସନ ସମୂହ ପକ୍ଷରୁ ଏହି…

ଭ୍ୟାନକୁ ଧକ୍କା ଦେଲା କୋଇଲା ଟ୍ରକ, ଚାଲିଗଲା ୪ଜଣଙ୍କ ଜୀବନ

ଝାରସୁଗୁଡା: ଅଶୁଭ ରବିବାର । ଲଖନପୁର ବ୍ଲକ ବେହେରାଗୁଡ଼ା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି…

ଅଖା ବସ୍ତାରୁ ମିଳିଲା ଗଳିତ ମୃତ ଦେହ, ହତ୍ୟା ସନ୍ଦେହ

ଯାଜପୁର: ଅଖା ବସ୍ତାରୁ ମିଳିଲା ଗଳିତ ମୃତ ଦେହ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଅନ୍ତା ପଂଚାୟତ କୁଅଁରପୁର ନିକଟସ୍ଥ ବୈତରଣୀ ନଦୀ ପଠାରୁ ଉଦ୍ଧାର ହେଲା ଏହି ମୃତ ଦେହ । ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ଏହାକୁ ଦେଖି ପୋଲିସ କୁ ଖବର ଦେଇଥିଲେ । ମଙ୍ଗଳପୁର ପୋଲିସ ଘଟଣା ସ୍ଥଳରେ…

ସକାଳୁ ସକାଳୁ ସମଲେଇ ପୀଠରେ 5T ଅଧ୍ୟକ୍ଷ, ଭୀମସାର ଷ୍ଟାଡିୟମରେ ପିଲାଙ୍କ ସହ ଖେଳିଲେ କ୍ରିକେଟ୍

ସମ୍ବଲପୁର: ସକାଳୁ ସକାଳୁ ସମ୍ବଲପୁର ଗସ୍ତରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ସମ୍ବଲପୁରରେ ପହଞ୍ଚି ପ୍ରଥମେ ମା’ ସମଲେଇଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଏହାସହ ମହାନଦୀ ହାଫ୍ ମାରାଥନର କଲେ ଶୁଭାରମ୍ଭ…

ମଦୁଆ ବାପର ନୃସଂଶ କାଣ୍ଡ; ସ୍ତ୍ରୀ ସହ ଝଗଡା କରି ୫ ମାସର ଶିଶୁ ପୁତ୍ରକୁ କଚାଡି ମାରିଲା

ବରଗଡ଼: ମଦୁଆ ବାପର ନୃସଂଶ କାଣ୍ଡ । ନିଶାସକ୍ତ ଅବସ୍ଥାରେ ନିଜ ପାଞ୍ଚ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେଲା ପିଶାଚ ବାପ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗାଁରେ ଏଭଳି ନୃସଂଶ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ବାପର ନାଁ ହେମନ୍ତ ଭୁଏ । ହେମନ୍ତ…

ସଡ଼କ ଦୁର୍ଘଟଣାରୁ ରକ୍ଷା ପାଇଁ ଡ୍ରାଇଭରଙ୍କ ନିଆରା ପ୍ରୟାସ

ଭୁବନେଶ୍ୱର: ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବହୁ ଧନ ଜୀବନ ନଷ୍ଟ ହେଉଛି । ଦୁଘର୍ଟଣା ରୋକିବା ପାଇଁ ବହୁ ପଦକ୍ଷେପ ନିଆଯାଉଛି । ସରକାର ଓ ପ୍ରଶାସନ ପକ୍ଷରୁ ବହୁ ସଚେତନ କରାଯାଉଛି । ଏହା ସତ୍ତ୍ୱେ ମଧ୍ୟ ଦୁଘର୍ଟଣା ସଂଖ୍ୟା ହ୍ରାସ ପାଉନାହିଁ । କିଛି ଲୋକଙ୍କ…

ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ନବୀନ ପଟ୍ଟନାୟକ: ଇଣ୍ଡିଆ ଟୁଡେ ସର୍ଭେ

ଭୁବନେଶ୍ବର: ପୁଣି ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 'ଇଣ୍ଡିଆ ଟୁଡେ ମୁଡ୍‌ସ ଅଫ୍‌ ଦ ନେସନ' ସର୍ଭେରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ଅନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପଛରେ…

ପ୍ରଥମ ଭାଲେଣ୍ଟାଇନରେ ଗୌରୀଙ୍କୁ କଣ ଦେଇଥିଲେ କିଙ୍ଗ୍ ଖାନ୍, ଜାଣନ୍ତୁ କଣ କହିଥିଲେ ଶାହାରୁଖ୍

ଭୁବନେଶ୍ଵର: ଅଭିନେତା ଶାହରୁଖ ଖାନ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ ତିନି ଦଶନ୍ଧିରୁ ଅଧିକ ସମୟ ଧରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବଲିଉଡର ସବୁଠାରୁ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଶାହାରୁଖ ଏବଂ ଗୌରୀ ଖାନ୍ ଙ୍କ କାହାଣୀ ଅତ୍ୟନ୍ତ ରୋଚକ । ୧୯୯୧ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ…