Latest Odisha News

BREAKING NEWS

ପାକିସ୍ତାନ ନିର୍ବାଚନ ବେଳେ ଆତଙ୍କୀ ହମଲା, ୫ପୋଲିସ କର୍ମଚାରୀ ମୃତ

ଇସଲାମାବାଦ: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ ଚାଲିଛି। ତେବେ ଅପରାହ୍ନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ମିଳିଛି। ଖାଇବର ପଖତୁନଖ୍ବାର ଡେରା ଇସମାଇଲ ଖାନ ଜିଲ୍ଲାର କୁଲାଚିରେ ପୋଲିସ ମୋବାଇଲ ଭ୍ୟାନକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ପ୍ରଥମେ ଆଇଇଡି ବିସ୍ଫୋରଣ ଏବଂ ପରେ…

ଏଣିକି ପାଣିପାଗ ବିଷୟରେ ଜାଣିବା ହେଲା ଆହୁରି ସହଜ, ଗୁଗୁଲ ମ୍ୟାପ୍ ରେ ଜାଣିପାରିବେ ସମସ୍ତ ତଥ୍ୟ

ନୂଆଦିଲ୍ଲୀ: ଗୁଗୁଲ୍ ମ୍ୟାପ୍ସ ଆଣିଛି ଏକ ନୂତନ ଫିଚର । ଯାହା ମାଧ୍ୟମରେ ଆପଣ ତୁରନ୍ତ ଯେକୌଣସି ସ୍ଥାନର ପାଣିପାଗ ଏବଂ ବାୟୁ ଗୁଣବତ୍ତା ଦେଖିପାରିବେ । ବିଶେଷକରି ଦୁର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଗୁଗୁଲ ମ୍ୟାପର ଏହି ଫିଚର ବେଶ୍ ଉପଯୋଗୀ । ବର୍ତ୍ତମାନ କିଛି…

ଓଡ଼ିଶା ଆସିବେ ମୁଖ୍ଯ ନିର୍ବାଚନ କମିଶନରଙ୍କ ୮ ଜଣିଆ ଟିମ୍ 

ଭୁବନେଶ୍ୱର:ନିର୍ବାଚନୀ ଋତୁ ପାଖେଇଲାଣି। ଆଗମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଯେତେବଳେ ସମସ୍ତ ରାଜନୈତକ ଦଳ ଅଣ୍ଟା ଭିଡ଼ିଲେଣି। ସେଠି ନିର୍ବାଚନକୁ କିପରି ଶାନ୍ତି ଶୃଙ୍ଖଳିତ ରୂପେ ପରିଚାଳନା କରାଯିବ ସେନେଇ ନିର୍ବାଚନ କମିଶନ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ଆସନ୍ତା ୧୫ ତାରିଖରେ…

ପାକିସ୍ତାନରେ ଭୋଟ ଦେବା ପରେ ନଖରେ ନୁହେଁ ଏହି ସ୍ଥାନରେ ଲାଗେ କାଳି…

ନୂଆଦିଲ୍ଲୀ: ଭାରତରେ ଯେତେବେଳେ ନିର୍ବାଚନ ହୁଏ ସେତେବଳେ ସବୁ ସ୍ଥାନରେ ଆପଣ ଗୋଟିଏ ଜିନିଷ ତ ନିଶ୍ଚୟ ଦେଖିଥିବେ । ଯେତେବେଳେ କୌଣସି ମତଦାତା ଭୋଟ୍ ଦେବାକୁ ମତଦାନ କେନ୍ଦ୍ରକୁ ଯାଆନ୍ତି ସେତେବେଳେ ସେ ମତଦାନ କରି ସାରିବା ପରେ ତାଙ୍କ ନଖରେ ଏକ ନୀଳ ରଙ୍ଗର କାଳି ଲଗାଯାଏ । ନିର୍ବାଚନ…

ଅର୍ପଣ ରଥରୁ ଶ୍ରୀମନ୍ଦିରକୁ ମିଳିଛି ୩ କୋଟିରୁ ଅଧିକ ଟଙ୍କାର ଦକ୍ଷିଣା: ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଗତ ଜାନୁଆରୀ ୧୭ ତାରିଖରେ ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହୋଇଛି । ତେବେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶାର ପୁର ପଲ୍ଲୀରେ ବୁଲିଥିଲା ଅର୍ପଣ ରଥ । ଶ୍ରଦ୍ଧା ଓ ଭକ୍ତି ସହକାରେ ମହାପ୍ରଭୁଙ୍କ ନିମନ୍ତେ ଅରୁଆ…

ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ଶ୍ରୀକୃଷ୍ଣଙ୍କ ୫ଟି ଗାଁ ମାଗିବାର କଥା, ଜାଣନ୍ତୁ କଣ କହିଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ: ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ କାଶୀର ଜ୍ଞାନବ୍ୟାପିରେ ଏବେ ହିନ୍ଦୁଙ୍କୁ ପୂଜା କରିବାକୁ ନିର୍ଦ୍ଦେଶ ମିଳିସାରିଛି । ଏହା ସହିତ ମଥୁରାରେ ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…

ବିଜେପିର ଶ୍ୱେତ ପତ୍ର ବନାମ କଂଗ୍ରେସର କଳା ପତ୍ର

ନୂଆଦିଲ୍ଲୀ:ଶାସକ ଦଳର ଶ୍ୱେତ ପତ୍ର ବିପକ୍ଷରେ ବିରୋଧି ଆଣିବେ କଳା ପତ୍ର। ଗୃହରେ ଉପସ୍ଥାପନ ହେବ ନିଜ ନିଜର ପାରିବାପଣିଆ ଓ ଅନ୍ୟର ଦୋଷ ଦୁର୍ବଳତା। ଗୋଟେ ପଟେ ଦଶନ୍ଧି ଧରି କାର୍ଯ୍ୟ କରିଥିବା ମୋଦି ସରକାର ଏକ 'ହ୍ୱାଇଟ୍ ପେପର୍' ବା ଶ୍ବେତ ପତ୍ର ଆଣିବାକୁ ଯାଉଛି। ଅନ୍ୟ ପଟେ ଏହାର ବିପକ୍ଷରେ…

ସ୍ଵତନ୍ତ୍ର ଟ୍ରେନ ଯୋଗେ ତିରୁପତିଙ୍କ ଦର୍ଶନରେ ବାହାରିଲେ ୯୭୦ ଜଣ ବରିଷ୍ଠ ନାଗରିକ

ଭୁବନେଶ୍ବର: ତିରୁପତିଙ୍କ ଦର୍ଶନ ପାଇଁ ବାହାରିଲେ ୯୭୦ ଜଣ ବରିଷ୍ଠ ନାଗରିକ । କରିବେ ବରିଷ୍ଠ ନାଗରିକ । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭେଲ୍ଲୋର ଅଭିମୁଖେ ବାହାରିଲେ ବରିଷ୍ଠ ନାଗରିକ । ଭର୍ଚୁଆଲ ମୋଡରେ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ଵର ରେଲୱେ…

ପ୍ରଶ୍ନକାଳରେ ନରସିଂହ ଆଣିଲେ ସାମ୍ବାଦିକ ପ୍ରସଙ୍ଗ 

ଭୁବନେଶ୍ୱର:ରାଜରାସ୍ତାରୁ ସାମ୍ବାଦିକଙ୍କ ଦାବିକୁ ଗୃହରେ ଉପସ୍ଥାପନା କଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ବିଧାନସଭାର ଚତୁର୍ଥ ଦିନର ଶୂନ୍ୟକାଳରେ ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ ଉଠିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଦାବି ଉଠାଇଛନ୍ତି । ରାଜରାସ୍ତାରେ ସାମ୍ବାଦିକ ସଂଘ…

ଫେବୃଆରୀ ୧୦ରେ ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତୀ

ପୁରୀ: ଆସନ୍ତା ୧୦ ତାରିଖ ଶନିବାର ଦିନ ମହାପ୍ରଭୁଙ୍କ ଦୁର୍ଲଭ ଚିତାକର୍ଷକ ପଦ୍ମବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଅର୍ଥାତ ଆପାଦ ମସ୍ତକ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ…