Latest Odisha News

BREAKING NEWS

ଅପରେଶନ ହ୍ଵାଇଟ୍ ସ୍ପାଇଡର୍: ଗୋଟିଏ ମାସରେ ଜବତ ହୋଇଛି କେବଳ ୧୪୪ ଗ୍ରାମରୁ ଅଧିକ ଧଳା ଜହର

ଭୁବନେଶ୍ଵର: ରାଜ୍ୟରେ ବିଭିନ୍ନ ନିଶା ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ସେଥିପାଇଁ ଗତ ୨୦୨୧ ମସିହା ଅଗଷ୍ଟ ମାସରେ ଗଠିତ ହୋଇଛି ଅପରେସନ ହ୍ଵାଇଟ ସ୍ପାଇଡର । ତେବେ ଏହି ଅପରେସନ ହ୍ଵାଇଟ ସ୍ପାଇଡର ମାଧ୍ୟମରେ…

ରାଜ୍ୟରେ ବ୍ୟାନ୍ ହେଲା ହୁକା, ଯୁବବର୍ଗଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟି ରଖି ବଡ ନିଷ୍ପତ୍ତି

କର୍ଣ୍ଣାଟକ: ବ୍ୟାନ୍‌ ହେଲା ହୁକା । ଏଣକି ହୁକା ଟାଣିପାରିବେନି ଲୋକେ । ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର । କର୍ଣ୍ଣାଟକ ସରକାର ହୁକା ଉତ୍ପାଦର ବିକ୍ରୟ, କ୍ରୟ ଏବଂ ପ୍ରୋତ୍ସାହନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କର୍ଣ୍ଣାଟକର…

କଣ ଏହି ଶ୍ୱେତ ପତ୍ର? ସଂସଦରେ କାହିଁକି ଏହାକୁ ନେଇ ହେଉଛି ଚର୍ଚ୍ଚା? 

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ବେଳେ ଶ୍ୱେତ ପତ୍ରକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଯାହାକୁ ନେଇ ଶାସକ ଦଳ ବାଃ ବାଃ ନେବା ପାଇଁ ବେଶ୍ ଉତ୍ସୁକ। ତେବେ ଏହି ଶ୍ୱେତ ପତ୍ର କଣ? କଣ ଏହାର ବିଶେଷତ୍ଵ? ଏହାରି ସମ୍ବନ୍ଧ ସଂସଦ ଅଧିବେଶନର କାର୍ଯ୍ୟକାଳ ବୃଦ୍ଧି ପାଇବା ସହ ଜଡ଼ିତ କି? ମିଳିଥିଲା…

ଦିନକୁ ଦିନ କମୁଛି ରାଜ୍ୟରେ ବାଘ ସଂଖ୍ୟା, ଶିମିଳିପାଳରେ ପୁଣି ଏକ ମହାବଳର ମୃତ୍ୟୁ

ବାରିପଦା: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି ବାଘ ସଂଖ୍ୟା । ଏହାରିଭିତରେ ଶିମିଳିପାଳରୁ ଆସିଛି ଏକ ବଡ ଖବର । ଶିମିଳିପାଳରୁ ମିଳିଛି ପୁଣି ଏକ ମହାବଳ ବାଘର ମୃତଦେହ । ଶିମିଳିପାଳର ଦୁଦୁରୁଚମ୍ପା ଠାରେ ମିଳିଛି ମହାବଳ ବାଘର ମୃତଦେହ । ଏନେଇ ସୂଚନା ଦେଇଛନ୍ତି ଅଭୟାରଣ୍ୟ ଆରସିସିଏଫ୍…

ବିଧାନସଭାରେ ବଜ୍ରପାତରେ ମୃତ ବ୍ୟକ୍ତିଙ୍କ ହିସାବ 

ଭୁବନେଶ୍ୱର: ବିଧାନସଭାର ୪ର୍ଥ ଦିନରେ ଉପସ୍ଥାପନ ହେଲା ବଜ୍ରପାତରେ ମୃତ୍ୟବରଣ କରିଥିବା ଲୋକଙ୍କ ହିସାବ। ଗତ ୫ ବର୍ଷରେ ବଜ୍ରପାତରେ କେତେ ଲୋକଙ୍କର ଜୀବନ ଯାଇଛି ସେ ନେଇ ତଥ୍ୟ ଉପସ୍ଥାପନା କରାଯାଇଛି। ଷୋଡ଼ଶ ବିଧାନସଭାର ୪ର୍ଥ ଦିନରେ ପ୍ରଶ୍ନ ପଚାରିଥିଲା କଂଗ୍ରେସ। କଂଗ୍ରେସ ବିଧାୟକ…

ଲାଞ୍ଚ ନେଇ ଫସିଗଲେ ଆକାଉଣ୍ଟାଣ୍ଟ ବାବୁ, ମାଡ଼ିବସିଲା ଭିଜିଲାନ୍ସ

ପୁରୀ: ଲାଞ୍ଚ ନେଇ ଫସିଗଲେ ଆକାଉଣ୍ଟାଣ୍ଟ ବାବୁ । ମାଡ଼ିବସିଲା ଭିଜିଲାନ୍ସ । ଲାଞ୍ଚ ନେଉଥିବା ବେଳେ ପୁରୀ ବ୍ଲକ ଶିକ୍ଷା ଅଧିକାରୀ ତଥା ଆକାଉଣ୍ଟାଣ୍ଟ ଶ୍ରୀ ବିକାଶ କୁମାର ସେନାପତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଠାରୁ ୫୦୦୦ ହଜାର ଟଙ୍କ ଲାଞ୍ଚ ନେଉଥିବା…

ଭିଜିଲାନ୍ସ ଜାଲରେ ଅମିନ ବାବୁ, ଲାଞ୍ଚ ନେବା ବେଳେ ମାଡିବସିଲା ଟିମ୍

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲର ଅମିନ । ଜମି ଡିମାର୍କେସନ ପାଇଁ ଜଣଙ୍କଠାରୁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ଅମିନ ନୀର୍ମଳେନ୍ଦୁ କବିଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରି ତଦନ୍ତ କରୁଛି ଭିଜିଲାନ୍ସ । ସୂଚନା…

ମିଳିଲା ଈଶାନ କିଶାନଙ୍କ ଖୋଜ ଖବର

ମୁମ୍ବାଇ: ୱିକେଟକିପର ବ୍ୟାଟ୍ସମ୍ୟାନ ଈଶାନ କିଶାନ ଏବେ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି । ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପରେ ସେ ଭାରତୀୟ ଟିମ ସହିତ ଦକ୍ଷିଣ ଆଫ୍ରିକା ଯାଇଥିଲେ । ମାତ୍ର ହଠାତ ବ୍ୟକ୍ତିଗତ କାରଣ ଦର୍ଶାଇ ସିରିଜ ଅଧାରୁ ପଳାଇ ଆସିଥିଲେ । ସେବେଠାରୁ ତାଙ୍କର ଖୋଜ…

ଓଡ଼ିଆ ନୂଆବର୍ଷ କେଉଁ ତାରିଖରେ ପଡ଼ିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ

ପୁରୀ: ୨୦୨୪-୨୫ ବର୍ଷ ପାଇଁ ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣି କେଉଁ ଦିନ ପାଳନ ହେବ ସେନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକାର ଓ ଗଣନାକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…

କେବେଠୁ ଆରମ୍ଭ ହେଉଛି ମାଘ ଗୁପ୍ତ ନବରାତ୍ରୀ, ୯ଦିନ ଯାଏଁ କରନ୍ତୁ ଏହି କାମ

ଭୁବନେଶ୍ଵର: ମାଘ ମାସର ଶୁକ୍ଳ ପକ୍ଷ ପ୍ରତୀପଦା ତିଥିରୁ ଆରମ୍ଭ ହେବାକୁ ଯାଉଛି ଗୁପ୍ତ ନବରାତ୍ରୀ । ଗୁପ୍ତ ନବରାତ୍ରୀ ସମୟରେ ଭକ୍ତମାନେ ଦେବୀ ମା’ଙ୍କ ୧୦ ମହାବିଦ୍ୟାକୁ ଗୁପ୍ତ ଭାବରେ ସାଧନା କରି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବେ । ଚଳିତ ବର୍ଷ ମାଘ ଗୁପ୍ତ ନବରାତ୍ରୀ ୧୦ ଫେବୃଆରୀ ୨୦୨୪ ରୁ…