Latest Odisha News

BREAKING NEWS

ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ବଢ଼ିଲା ପଦବୀ ସଂଖ୍ୟା 

ଭୁବନେଶ୍ୱର: ପରିବର୍ତ୍ତନ ମୁଡ୍ ରେ ରାଜ୍ୟ ସରକାର। ଯେଉଁଥିରେ ସାମିଲ୍ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଏଥିରେ ସ୍ବତନ୍ତ୍ର ସଚିବ, ନିର୍ଦ୍ଦେଶକ ପଦବି ସଂଖ୍ୟାରେ ବୃଦ୍ଧି କରାଯାଇଛି। ପୂର୍ବରୁ ୨ଟି ସ୍ବତନ୍ତ୍ର ସଚିବ (ଲେବଲ-୧୭) ପଦବି ରହିଥିଲା। ଯାହାକୁ ରାଜ୍ୟ ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା…

ପରଲୋକରେ ସୋଶିଆଲ ମିଡିଆର ଚର୍ଚ୍ଚିତ ଚେହେରା ପୁନମ୍ ପାଣ୍ଡେ

ମୁମ୍ବାଇ: ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ସୋଶିଆଲ ମିଡିଆ ହେଉ ଅବା ଟିଭି ପରଦାରେ ଚର୍ଚ୍ଚାରେ ରହୁଥିବା ପୁନମ୍ ପାଣ୍ଡେଙ୍କ ପରଲୋକ । ଏନେଇ ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦିଆଯାଇଛି । ପୁନମଙ୍କ ଏଭଳି ଭାବରେ ଆକସ୍ମିକ ମୃତ୍ୟୁ ଖବର ତାଙ୍କର ସମସ୍ତ ଫ୍ୟାନ୍ସଙ୍କୁ ଚକିତ…

ଆସନ୍ତାକାଲି ବସିବ ରାଜ୍ୟ କ୍ୟବିନେଟ୍ ଓ ମନ୍ତ୍ରିପରିଷଦ ବୈଠକ

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ । ସନ୍ଧ୍ୟା ୭ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବ ।…

ଭୁଲ ରାସ୍ତା ଦେଖେଇଲା ଗୁଗୁଲ ମ୍ୟାପ, ମୃତ୍ୟୁ ମୁହଁରୁ ବଞ୍ଚିଲେ ମହିଳା

ନୂଆଦିଲ୍ଲୀ: ଗୁଗୁଲ୍ ମ୍ୟାପ୍ ଲୋକମାନଙ୍କୁ ଯେକୌଣସି ସ୍ଥାନ ଖୋଜିବାରେ ବହୁତ ସାହାଯ୍ୟ କରେ | ଆପଣ ସାଧାରଣତଃ ଦେଖିଥିବେ ଯେ, ଦେଖିଥିବେ ଯେ ଟ୍ରାଫିକକୁ ଏଡାଇବା କିମ୍ବା ସମୟ ବଞ୍ଚାଇବା ପାଇଁ ଲୋକମାନେ ଗୁଗୁଲ୍ ମ୍ୟାପ୍ ସାହାଯ୍ୟରେ ନୂତନ ମାର୍ଗ ଖୋଜିଥାଆନ୍ତି | ବେଳେ ବେଳେ କୌଣସି ସ୍ଥାନ…

ଭଦ୍ରକରେ ସିରିଜ ଦୁର୍ଘଟଣା; ପଛକୁ ପଛକ ପିଟି ହେଲା ୩ଟି ଗାଡି, ଜଣେ ମୃତ

ଭଦ୍ରକ: ଭଦ୍ରକ ରେ ସିରିଜ୍‌ ଦୁର୍ଘଟଣା । ପଛକୁ ପଛକ ପିଟି ହେଲା ତିନୋଟି ଗାଡି । ଫଳରେ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତଙ୍କର ପରିଚୟ ମିଳିନାହିଁ । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ମୁତାବକ,…

ଜେଲରେ କେମିତି କଟିଲା ହେମନ୍ତଙ୍କ ପ୍ରଥମ ରାତି, ରାତ୍ରୀ ଭୋଜନରେ କ’ଣ ଖାଇଥିଲେ ହେମନ୍ତ

ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗୋଟିଏ ଦିନ ପାଇଁ ରାଞ୍ଚିର ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ରଖାଯାଇଥିଲା । ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ହେମନ୍ତ ସୋରେନଙ୍କୁ ଗତକାଲି ରାତି ବିର୍ସା ମୁଣ୍ଡା…

ଫଳ ଯେତିକି ଉପକାରୀ ମଞ୍ଜି ବି ସେତିକି ଉପକାରୀ, ଜାଣନ୍ତୁ ଏହି ମଞ୍ଜିର ଫାଇଦା…

ଭୁବନେଶ୍ଵର: ଅଁଳା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ | ଏହାକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ | ଏହା ଅନେକ ରୋଗକୁ ଶୀଘ୍ର ଭଲ କରିଥାଏ | ସେହିପରି ଅଁଳା ମଞ୍ଜିରେ ଅନେକ ଔଷଧୀୟ ଗୁଣ ଅଛି, ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ | ଅନେକ ଲୋକ ଅଁଳା ମଞ୍ଜି ଖାଇବା…

ଶ୍ରୀକ୍ଷେତ୍ର ଗଲା ଶାବର ଶ୍ରୀକ୍ଷେତ୍ରର କଳାଜିରା ଚାଉଳ, ପ୍ରସ୍ତୁତ ହେବ ମହାପ୍ରଭୁଙ୍କ ମହାପ୍ରସାଦ

କୋରାପୁଟ: ଶାବର ଶ୍ରୀକ୍ଷେତ୍ରରୁ ଶ୍ରୀମନ୍ଦିର ଗଲା କଳାଜିରା ଚାଉଳ । କଳାଜିରା ଚାଉଳର ସୁଗନ୍ଧରେ ମହକିବ ବଡ଼ ଠାକୁରଙ୍କ ରୋଷଶାଳା । ନିକଟରେ କୋରାପୁଟ ଜିଲ୍ଲାର ଉତ୍ପାଦିତ କଳାଜିରା ଧାନକୁ ମିଳିଛି ଜିଆଇ ଟ୍ୟାଗ୍ । କଳାଜିରା ଧାନରୁ ଏହି ଚାଉଳକୁ ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଏ ।…

ପୁରୀ ଯାଉଥିବା ତୀର୍ଥଯାତ୍ରୀ ବସ୍ କୁ ପିଟିଲା ହାଇଓ୍ବା, ୨୦ ଆହତ

ଖୋର୍ଦ୍ଧା: ତୀର୍ଥଯାତୀଙ୍କ ବସକୁ ପଛପଟୁ ଧକ୍କା ଦେଇଛି ହାଇୱା । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ କୁ ପଛପଟୁ ହାଇୱା ଧକ୍କା ଦେଇଛି । ଫଳରେ ୨୦ ଆହତ ହୋଇଛନ୍ତି । ଖବର ମୁତାବକ, ରାୟଗଡା ଗୁଡାରି ଏନଏସି ଅଞ୍ଚଳର ୪୫ ଯାତ୍ରୀଙ୍କୁ ନେଇ…

ଭାଷା ଭାଗବତ : ସୂର୍ଯ ଶକ୍ତି-ଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସକାଳୁ ସଂଜ ଯାଏଁ ସୂର୍ଯ କରେ ଆଲୋକଦାନ କାର୍ଯ ତା'ପରେ ବାର ଘଂଟା ଛୁଟି କରେନି ନିଜର ପାଇଟି ଏଥିରେ ନାହିଁ ବ୍ୟତିକ୍ରମ ତେଣୁ ତ ଲାଗେ ମନୋରମ ସୂର୍ଯ ଅତ୍ୟଂତ ଶୃଂଖଳିତ ହୁଏ ଉଦୟ, ପୁଣି ଅସ୍ତ…