Latest Odisha News

BREAKING NEWS

କ’ଣ ରହିଛି ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ପ୍ଲାନ୍?

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାନୁଆରୀ ୨୯ରେ ବିହାରରେ ପ୍ରବେଶ କରିବ। କିଶାନଗଞ୍ଜ ଦେଇ ପ୍ରବେଶ କରିଥିବା ଏହି ଯାତ୍ରା ଜାନୁଆରୀ ୩୦ ରେ ପୂର୍ଣ୍ଣିଆରେ ପହଞ୍ଚିବ ଯେଉଁଠାରେ ରାହୁଲ ଗାନ୍ଧୀ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବେ। ତେବେ ଏହି ଯାତ୍ରା ପଛରେ ରାହୁଲ…

ଲୋକସଭା ନିର୍ବାଚନ ପୂର୍ବରୁ କୋଲକାତା ପୋଲିସରେ ଅଦଳବଦଳ: ୫୫ ଇନିସପେକ୍ଟରଙ୍କ ବଦଳି

କୋଲକାତା: ଆଗାମୀ ଲୋସଭା ନିର୍ବାଚନ ପୂର୍ବରୁ କୋଲକାତା ପୋଲିସରେ ବଡ଼ ଧରଣର ଅଦଳବଦଳ ହୋଇଛି।ଏକକାଳୀନ ୫୫ ଜଣ ପୋଲିସ ଇନିସପେକ୍ଟରଙ୍କ ବଦଳି କରାଯାଇଛି। ତେବେ ୪୫ ଜଣଙ୍କୁ ସହର ପୋଲିସର ବିଭିନ୍ନ ଉପବିଭାଗରୁ ଥାନା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସବ୍ ଇନିସପେକ୍ଟର ସ୍ତରରେ ମଧ୍ୟ…

ବିରିୟାନୀ ଲୋଭ ଯୋଗୁ ଆତ୍ମହତ୍ୟାରୁ ଓହରିଲେ ଯୁବକ

କୋଲକାତା: ଏଠାକାର ଏକ ବ୍ୟସ୍ତବହୂଳ ଅଂଚଳରେ ଜଣେ ଯୁବକ ବ୍ରିଜ ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେବାରେ ଲାଗିଲା । ସମସ୍ତ ପ୍ରକାର ଉଦ୍ୟମ କରାଯିବା ସତ୍ୱେ ଏଥିରୁ ବ୍ୟକ୍ତିଙ୍କୁ ନିବୃତ କରାଯାଇ ପାରି ନ ଥିଲା । ଟ୍ରାଫିକ ଜାମ, ସିନିୟର ଅଧିକାରୀଙ୍କ ବାରମ୍ବାର ଫୋନ ଉପସ୍ଥିତ ପୋଲିସଙ୍କ ମୁଣ୍ଡ ଖରାପ…

ପାଇପ୍ ଲାଇନ୍ କାମ ବେଳେ ମାଟି ଅତଡା ଧସି ୨ଶ୍ରମିକଙ୍କ ମୃତ୍ୟୁ

କେନ୍ଦୁଝର: ପାଇପ ଲାଇନ ମରାମତି ବେଳେ ହଠାତ ମାଟି ଅତଡା ଧସିଯିବାରୁ ୨ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଯୋଡା ଥାନା କମାରଜୋଡାରେ ଏହି ଅଘଟଣ ଘଟିଛି। ମାଟିତଳେ ପୋତି ହୋଇଯିବାରୁ ୨ଶ୍ରମିକ ପ୍ରାଣ ହରାଇଛନ୍ତି। ମୃତ ଶ୍ରମିକ ତଲହ ହଟିଂର ଚରଣ ଲୋହାର ଓ ଅର୍ଜୁନ ଲୋହାର। ଏକ ଠିକା କମ୍ପାନୀ ପାଇପ ଲାଇନ…

ଏପ୍ରିଲ ୧୬ରେ ହେବନି ଲୋକସଭା ନିର୍ବାଚନ, ସିଇସିଙ୍କ ସୂଚନା

ନୂଆଦିଲ୍ଲୀ: ପାଖେଇ ଆସୁଛି ଦିନ। କେବେ ବାଜିବ ନିର୍ବାଚନୀ ବିଗୁଲ୍? ୨୪ ଲୋକସଭା ନିର୍ବାଚନ କେବେ ହେବ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ହେବ ବୋଲି ସୋସିଆଲ ମିଡିଆରେ ଏ କଥା ବେଶ ଭାଇରାଲ ହେଉଥିଲା। ଯାହାକୁ ଖଣ୍ଡନ କରିଛନ୍ତି ମୁଖ୍ୟ ନିର୍ବାଚନ କମଶନ।…

ବନବାସ ଠାରୁ ଆରମ୍ଭ ରାଜାଭିଷେକ ପର୍ଯ୍ୟନ୍ତ, ଆଲିଆଙ୍କ ଏହି ଶାଢୀରେ ଦେଖିବାକୁ ମିଳୁଛି ପୁରା ରାମାୟଣର ଝଲକ

ମୁମ୍ବାଇ: ଗତକାଲି ପୁରା ବିଧିବିଧାନ ସହ ସମ୍ପର୍ଣ୍ଣ ହୋଇଛି ପ୍ରଭୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏଥିସହ ଅନେକ ସେଲିବ୍ରିଟି ମଧ୍ୟ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ନିଜକୁ ଧନ୍ୟ ମନେ…

ଶ୍ରୀରାମ, ରାବଣ ଏଠାରେ ଏକତ୍ର ପୂଜା ପାଇଲେ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସୋମବାର ସମ୍ପନ୍ନ ହୋଇଛି । ଗ୍ରେଟର ନୋଏଡାର ବିସଖ ସ୍ଥିତ ଶିବ ମନ୍ଦିରରେ ବୈଦିକ ମନ୍ତ୍ରଉଚ୍ଚାରଣ ସହ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ରାବଣଙ୍କ ଜନ୍ମସ୍ଥଳୀ କୁହାଯାଉଥିବା ବିସଖରେ ଥିବା ଏହି ପ୍ରାଚୀନ ଶିବ ମନ୍ଦିରରେ…

ଟ୍ରାକ ସଜାଡିବା ବେଳେ ମାଡିଗଲା ଟ୍ରେନ, ୩ରେଳ କର୍ମଚାରୀ ମୃତ

ମୁମ୍ୱାଇ: ରେଳ ଲାଇନ ମରାମତି ବେଳେ ମାଡିଗଲା ଲୋକାଲ ଟ୍ରେନ। ଘଟଣାସ୍ଥଳରେ ୩ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୁମ୍ୱାଇରେ ଘଟିଛି ଏହି ଦୁର୍ଘଟଣା। ମୃତ କର୍ମଚାରୀ ଭାୟାଣ୍ଡର ମୁଖ୍ୟ ସିଗନାଲିଂ ଇନ୍ସପେକ୍ଟର ବାସୁ ମିତ୍ର, ଇଲେକଟ୍ରିକାଲ ସିଗନାଲିଂ ମେଣ୍ଟେନର ସୋମନାଥ ଉତ୍ତମ ଲମ୍ବୁଟ୍ରେ ଓ…

ଚାଲିଥିଲା ବେଆଇନ ଶୁଆ ଚୋରା ଚାଲାଣ; ମାଡ଼ି ବସିଲା ବନ ବିଭାଗ, ୨ ଗିରଫ

ରାଉରକେଲା: ଚାଲିଥିଲା ବେଆଇନ୍ ଶୁଆ ବିକ୍ରି, ମାଡ଼ିବସିଲା ବନବିଭାଗ । ଏଭଳି ଘଟଣା ଘଟିଛି ରାଉରକେଲାର ସ୍ଥାନୀୟ । ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ପୋଲିସ । ମିଳିଥିବା ଖବର ଅନୁସାରେ, ରାଉରକେଲା ସହରର ଇନ୍ଦିରାଗାନ୍ଧୀ ପାର୍କ ନିକଟ ନାଲା ରୋଡ଼ ଅଞ୍ଚଳରୁ ଏକ…

ଖୋଲାଗଲା ମା’ ସମଲେଇଙ୍କ ହୁଣ୍ଡି ବାକ୍ସ, ମିଳିଲା ପ୍ରେମ ପତ୍ର

ସମ୍ବଲପୁର: “ମା’ ଏବେ ତୁ ହିଁ ଭରସା । ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ । ମୋର ବି କରିଦେ ମା’ । ତୁତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି । ମୋ ଉପରେ ଏତିକି କୃପା କର, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ କରିଦେ । ଆମ ଦୁଇ ଜଣଙ୍କ ବାହାଘର କରେଇ ଦେ ମା’” । ଏସବୁ କଥା…