Latest Odisha News

BREAKING NEWS

ଧନୁଯାତ୍ରା ୨୦୨୪: ମୃତ୍ୟୁ ବରଣ କଲା ରାକ୍ଷସୀ ପୁତନା, ଆଜି ହେବ କାଳୀୟ ଦଳନ

ବରଗଡ଼: ବିଶ୍ୱର ସର୍ବ ବୃହତ ଖୋଲା ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ ଧନୁଯାତ୍ରା ଚତୁର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ଦିନରେ ଭଗବାନ ଶ୍ରୀକୃଷ୍ଣ, ବଳରାମଙ୍କ ହାତରେ କଂସଙ୍କ ପ୍ରେରିତ ପୁତନା ରାକ୍ଷସୀ ସମେତ ଷଡମଲ୍ଲଙ୍କ ସଂହାର ହୋଇଥିବା ବେଳେ ଗୋପପୁରରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ।…

ସୁନ୍ଦରଗଡରେ ବଡ ଧରଣର IT ରେଡ୍, କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ଘରେ ରେଡ

ସୁନ୍ଦରଗଡ: ଆୟକର ବିଭାଗର ବଡ଼ ଧରଣର ଚଢ଼ଉ । ସୁନ୍ଦରଗଡ଼ର ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ଘନଶ୍ୟାମଙ୍କ ଏମସିଏଲରେ ଥିବା କୋଇଲା ପରିବହନ ସାଇଟ୍‍, ଛତିଶଗଡରେ ଥିବା ଆଇରନ, ଷ୍ଟିଲ ଓ ପାୱାର ପ୍ଲାଣ୍ଟ ଫ୍ୟାକ୍ଟ୍ରୀ ଏବଂ ଘର,…

କାଳ ସାଜିଲା ଘନ କୁହୁଡି, ଅକାଳରେ ଚାଲିଗଲା ୫ ଜୀବନ

ବ୍ରହ୍ମପୁର: କାଳ ସାଜିଲା ଘନ କୁହୁଡି । ଜିଲ୍ଲା ସୋରଡା ଥାନା ବରାଡି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା ୫ଜଣଙ୍କ ଜୀବନ । ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସୋରଡା ଡାକ୍ତରଖାନାରେ…

ବାୟୁସେନା ହତ୍ୟାକାରୀଙ୍କୁ ଚିହ୍ନଟ କଲେ ପ୍ରତ୍ୟେକ୍ଷଦର୍ଶୀ, ପଢନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: ୧୯୯୦ ମସିହାରେ ହୋଇଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ପ୍ରତ୍ୟେକ୍ଷଦର୍ଶୀ। ଗୁରୁବାର ଦିନ ଜମ୍ମୁ କାଶ୍ମୀରରେ ଏକ ସ୍ୱତନ୍ତ୍ର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) କୋର୍ଟରେ ଜଣେ ପ୍ରମୁଖ ପ୍ରତ୍ୟକ୍ଷଦର୍ଶୀ…

ବହ୍ନିକନ୍ୟା ପାର୍ବତୀ

ପାର୍ବତୀ ଗିରିଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସେ ଥିଲେ ଝଡ଼ର ଈଗଲ । ବିପ୍ଳବର ବହ୍ନିଶିଖା। ମୁକ୍ତି ସଂଗ୍ରାମର ଆଲୋକ ବର୍ତ୍ତିକା। ଅଳ୍ପ ବୟସରୁ ମାତୃଭୂମି ପାଇଁ ତେଜି ଦେଇଥିଲେ ତମାମ ସୁଖ। ଇଂରେଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ହସି ହସି କାରାବରଣ କରିଥିଲେ। ମହିଳା ସଶକ୍ତିକରଣର ସେ…

କବିତା : ଅପେକ୍ଷା

ଚନ୍ଦ୍ରା ମିଶ୍ର  ଏବେ ଏଠି ବରଫ ପଡ଼େ ଆଉ ମିଳେଇ ବି ଯାଏ ରାସ୍ତାରେ ଚାଲିଲାବେଳେ କାଠି ଖଣ୍ଡିଏ ଗୋଟାଇ ଆଣି ତା ମୁନରେ ତୁମ ନାଁ ଲେଖେ ଆଉ ଭାବେ ତୁମେ ଅନନ୍ୟ ବୋଲି । ଶୀତ ଋତୁର ପ୍ରଥମ ତୁଷାରପାତରେ ଭାସିଯାଏ ମୋ ମନ ତୁମ ପାଖକୁ ତୁମେ ଛାୟାଚିତ୍ର ତୋଳିବାବେଳେ କେମିତି…

ଭାଷା ଭାଗବତ : ଛୁଆ ମୂଳଦୁଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଭାଷା ଶିକ୍ଷକ ସାଜି ବକ୍ତା କହଂତି ଅନର୍ଗଳ କଥା ଶୁଣାଂତି ଅଲୋଡ଼ା ବକ୍ତୃତା ତେଣୁ ହୋଇଛି ଦୁରବସ୍ଥା ଛାତ୍ର ନ କଲେ ଲେଖାଭ୍ୟାସ ମନକୁ ଜ୍ଞାନର ପ୍ରବେଶ ଅଯଥା ହୁଏ ବିଳଂବିତ ପିଲାଏ ହୁଅଂତି ଦଂଡିତ ଶ୍ରୁତଲିଖନ, ହସ୍ତାକ୍ଷର…

ଗର୍ଭଗୃହରେ ବିରାଜିଲେ ପ୍ରଭୁ ଶ୍ରୀରାମ, ସାମ୍ନାକୁ ଆସିଲା ପ୍ରଥମ ଚିତ୍ର

ନୂଆଦିଲ୍ଲୀ: ଶ୍ରୀ ରାମ ମନ୍ଦିରର ଗର୍ଭଗୃହରେ ପ୍ରଭୁ ଶ୍ରୀ ରାମଙ୍କ ନବନିର୍ମିତ ପ୍ରତିମାକୁ ପ୍ରତିଷ୍ଠା କରାଯାଇଛି। ଗୁରୁବାର ଦିନ ଗଣେଶଙ୍କ ପୂଜାରୁ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଆନୁଷ୍ଠାନିକ ରୀତିନୀତିରୁ ଆରମ୍ଭ ହୋଇଥିଲା। ଗଣେଶ, ଅମ୍ବିକା ଏବଂ ତୀର୍ଥ ପୂଜା ଦ୍ୱିପ୍ରହର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ବିଗ୍ରହମାନଙ୍କ ଉପାସନା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଲୋଚନା ପୁରାଣ ଯୁଗରେ ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ ଓ ନାରଦ ପୁରାଣରେ ବିଷଦ ଭାବରେ ବର୍ଣ୍ଣିତ ହୋଇଛି ଏଥିରେ ପୁରୁଷୋତ୍ତମ କ୍ଷେତ୍ର ଦାରୁମୟ ପୁରୁଷୋତ୍ତମ ବିଗ୍ରହ ଓ…

ନୌକା ଦୁର୍ଘଟଣାରେ ଦୁଇ ଗିରଫ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୁଜୁରାଟର ଭଦୋଦରାଠାରେ ଘଟିଥିବା ଛାତିଥରା ନୌକା ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଖବର ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଶିଶୁଙ୍କ ସମେତ ଦୁଇ ଜଣ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ନୌକା ଦୁର୍ଘଟଣାରେ ଦୁଇ ଜଣଙ୍କ ଗିରଫ କରିଛି ସ୍ଥାନୀୟ ପୋଲିସ।…