ସନେଟ : ସେଇ ଆଖି
ରଞ୍ଜିତା ରାଣୀ ହୋତା
ଭୁଲି ପାରୁନାହିଁ ସେ ନୟନ ଦୁଇ ଅନୁରାଗ ଦୃକପାତ
କ୍ଷଣପ୍ରଭା ସମ କ୍ଷଣିକେ କଲା ଯେ ହୃଦୟରେ ରେଖାପାତ।
ସେ କିବା ମଧୁର ମାଦକତା ଯାହା ମଗ୍ନ ରଖିଲା ମତେ,
ନୀଳତୃଷ୍ଣାର ପିଆଲାଟେ ପରି ମୋଠାରୁ ମାଗିଲା ମତେ।
ଚକିତ ହୁଏ ମୁଁ ସେ ଆଖିକୁ କେବେ ଥରେ ଦିଏ ଯେବେ ଚାହିଁ…