Latest Odisha News

BREAKING NEWS

ପୁଣିଥରେ କ୍ଷୋଭ ପ୍ରକାଶ କଲେ ପୁରୀ ଶଙ୍କରାଚାର୍ଯ୍ୟ, କହିଲେ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ଆମେ ଏହି ପଦବୀକୁ…

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ଏବେ ସମଗ୍ର ଦେଶରେ ଉତ୍ସବର ମାହୋଲ । ଏହାରି ଭିତରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଶଙ୍କରାଚାର୍ଯ୍ୟ ଯୋଗ ନଦେବା ପ୍ରସଙ୍ଗ ମଧ୍ୟ ପୁରା ଦେଶକୁ ସରଗରମ କରିଛି । ସ୍ଵାମୀ ଅଭିମୁକ୍ତେଶ୍ଵରାନନ୍ଦ ସରସ୍ଵତୀ ଓ ସ୍ଵାମୀ ନିଶ୍ଚଳାନନ୍ଦ…

ଏମପି-ଏମଏଲଏଙ୍କ ବିରୋଧରେ ଫୌଜଦାରୀ ମାମଲା, ପ୍ରଥମରେ ଖୋର୍ଦ୍ଧା ଦ୍ଵିତୀୟରେ ସୁନ୍ଦରଗଡ

କଟକ: ରାଜ୍ୟର ସାସଂଦ ଓ ବିଧାୟକଙ୍କ ନାଁରେ ୨୦୨୩ ଡିସେମ୍ବର ସୁଦ୍ଧା ପଡ଼ିରହିଛି ୪୨୩ ଫୌଜଦାରୀ ମାମଲା । ବିଚାରଧୀନ ମାମଲାର ତ୍ୱରିତ ଶୁଣାଣି ହେବ । ରାଜ୍ୟ ସରକାର ଏ ନେଇ କଣ ପଦକ୍ଷେପ ନେଇଛନ୍ତି, ସେସବୁ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ…

ଭିଜିଲାନ୍ସ ଜାଲରେ ଟ୍ରାଫିକ୍ ପୋଲିସ, ପାଖରୁ ମିଳିଲା ୧୧ଲକ୍ଷ ଟଙ୍କା

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ତାଳଚେର ଟ୍ରାଫିକ ଇନସ୍ପେକ୍ଟର । ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରାଙ୍କ ନିକଟରୁ ୨୪ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । କାରରେ ତାଳଚେରରୁ ଅସ୍ତରଙ୍ଗ ଯିବା ବାଟରେ ବାଲିଅନ୍ତା ତ୍ରିନାଥ ବଜାର ନିକଟରୁ ୧୧ଲକ୍ଷ ୧୫ ହଜାର ୪୭୦ ଟଙ୍କା ସହ ସେ…

ନକ୍ସଲଙ୍କ ଗୁଳିରେ ଟଳି ପଡିଲେ ଆଉଜଣେ ନକ୍ସଲ

ଝାଡଖଣ୍ଡ: ନକ୍ସଲଙ୍କ ଗୁଳିରେ ଟଳି ପଡିଲେ ଆଉଜଣେ ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ନିଜର ପୁରୁଣା ସାଥୀକୁ ଗୁଳି ମାରି ହତ୍ୟା କରିଛନ୍ତି ନକ୍ସଲ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଦେଖିବାକୁ ମିଳିଛି ଏହି ଘଟଣା । ମୃତକ ନକ୍ସଲ ଜଣଙ୍କ ହେଉଛନ୍ତି ସମଥା ଗାଁର ନେଲସନ୍ ଭେଙ୍ଗ୍ରା । ସୂଚନା…

ସମୁଦ୍ର ଭିତରେ ୨୨ କିଲୋମିଟରର ଅଟଳ ସେତୁ, ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରରେ ସାଢ଼େ ୩୦ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହି ଅବସରରରେ ଦେଶର ଦୀର୍ଘତମ ସମୁଦ୍ର ସେତୁକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରାୟ…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଆଜି ଠାରୁ ୧୧ଦିନିଆ ସ୍ଵତନ୍ତ୍ର ‘ଅନୁଷ୍ଠାନ’ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗଦେବା ପୂର୍ବରୁ ଦେଶବାସୀଙ୍କୁ ଏକ ସ୍ଵତନ୍ତ୍ର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାର ପୂଣ୍ୟ ଅବସର ମିଳିଥିବାରୁ ପ୍ରଭୁଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । …

ଶ୍ରୀମନ୍ଦିରରେ ଡିଅର ପୁରୁଷ ଟିମ୍, ମହାପ୍ରଭୁଙ୍କୁ କଲେ ପ୍ରଥମ ଟିକେଟ୍ ସମର୍ପଣ

ପୁରୀ: ଭିନ୍ନ ଏକ କାହାଣୀକୁ ନେଇ ଖୁବ୍ ଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଛଳଚ୍ଚିତ୍ର ଡିଅର ପୁରୁଷ । ଏହାରି ଭିତରେ ଶ୍ରୀମନ୍ଦିର ସାମ୍ନାରେ ଫିଲ୍ମଟିର ଗ୍ରାଣ୍ଡ ପ୍ରୀମିଅର ସୋ କରାଯାଇଛି । ପ୍ରଥମ ଟିକେଟ କୁ ମହାପ୍ରଭୁଙ୍କ ପାଖରେ ଅର୍ପଣ କରିଛି ପୁରା ଟିମ୍ । ଗତକାଲି ଚଳଚ୍ଚିତ୍ରର ପ୍ରଯୋଜକ…

ମୂଲ୍ୟ ଯେପରି ଗୁଣ ବି ସେପରି, ସ୍ଵାସ୍ଥ୍ୟ ପାଇଁ ରାମବାଣ କେସର

ଭୁବନେଶ୍ଵର: ଦୁନିଆର ସବୁଠାରୁ ମହଙ୍ଗା ମସଲା ମଧ୍ୟରୁ ସାଫ୍ରନ୍ ବା କେସର ହେଉଛି ଏକ ସୁଗନ୍ଧିତ ଫୁଲର ଏକ ଛୋଟ ଅଂଶ ଯାହାର ବାସ୍ନା ମହୁ ପରି ହୋଇଥାଏ । ଆମ ଦେଶରେ ଏହା ବ୍ୟାପକ ଭାବରେ ଚାଷ କରାଯାଏ । ବାଇଗଣୀ ରଙ୍ଗର ଏହି ଫୁଲ ଶରତର ଆରମ୍ଭରେ ୧୦-୨୫ ସେମି ଉଚ୍ଚରେ ବଢ଼ିଥାଏ । କେସର ହେଉଛି…

ଭାଷା ଭାଗବତ : ହେବା କି ହିତକାରୀ ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଅଭ୍ୟାସାକ୍ରାଂତ ହେଲେ ବ୍ୟକ୍ତି ନ ଛାଡ଼ି ଅତୀତ ଆସକ୍ତି କରଂତି ସାମୂହିକ କ୍ଷତି ଏମିତି ତାଂକ ନୀତି, ରୀତି ବାଲ୍ୟକାଳରେ ଯେଉଁ ଜ୍ଞାନ କରିଲେ କ୍ରମଶଃ ଅର୍ଜନ ତାହାକୁ ଦିଅଂତି ସମ୍ମାନ ନୂତନତା ପାଏନି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନବଦା ଭକ୍ତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭକ୍ତ ବତ୍ସଳତା ସର୍ବ ଜନବିଦିତ। ଏହା ମଧ୍ୟ ସ୍ପଷ୍ଟ ଯେ ଭକ୍ତର ନିଟୋଲ ଭକ୍ତି ଛଡା ଭଗବାନ (ଶ୍ରୀଜଗନ୍ନାଥ )ଅନ୍ୟ କିଛି ଚାହାନ୍ତିନି। ହଁ ଯଦି ଭକ୍ତି ର ପ୍ରକୃତ…