ଭୁବନେଶ୍ବର ପ୍ରଥମ ୱାଟର ପ୍ଲସ୍ ସିଟି ଓ ଆବର୍ଜନାମୁକ୍ତ ସହର ଭାବେ ପୁରସ୍କୃତ
ଭୁବନେଶ୍ୱର: ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ 'ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୩' ପ୍ରଦାନ କରାଯାଇଛି। 'ସ୍ୱଚ୍ଛ ସର୍ବେକ୍ଷଣ'ରେ ଭୁବନେଶ୍ୱର ୩୪ତମ ସ୍ଥାନରେ…