Latest Odisha News

କୁହୁଡି ସମୟରେ ଦୁର୍ଘଟଣା କମ୍ ପାଇଁ ପରାମର୍ଶ ଜାରି କଲା ପରିବହନ ବିଭାଗ

ଭୁବନେଶ୍ବର: ରାଜ୍ୟରେ ଦେଖା ଦେଇଛି ଘନ କୁହୁଡି। କୁହୁଡ଼ି ସମୟରେ ସଡ଼କ ବ୍ୟବହାରକାରୀଙ୍କ ପାଇଁ ପରାମର୍ଶ ଜାରି କରିଛି ରାଜ୍ୟ ପରିବହନ ବିଭାଗ। ନିମ୍ନ ଦୃଶ୍ୟମାନତା ଓ ସମ୍ଭାବ୍ୟ ଦୁର୍ଘଟଣା ସମସ୍ୟା ଏଡାଇବା ପାଇଁ ପରାମର୍ଶ ଜାରି କରାଯାଇଛି। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେଉ…

ମଣିରତ୍ନମଙ୍କୁ ଶାହାରୁଖ କହିଲେ ଆପଣ କହିଲେ ମୁଁ ବିମାନ ଉପରେ ନାଚିବି

ମୁମ୍ବାଇ: ବଲିଉଡ ବାଦଶାହ ଶାହାରୁଖ ଖାଁ ପଠାନ, ଜବାନ ଏବଂ ଏବେ ଡଙ୍କି ଫିଲ୍ମର ସଫଳତାର ମଜା ଉଠାଉଛନ୍ତି । ରିପୋର୍ଟ ଅନୁସାରେ ଶାହାରୁଖ ଖୁବ ଶୀଘ୍ର ୩ଟି ନୂଆ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଅବସରରେ ସେ ମଣିରତ୍ନମଙ୍କ ଫିଲ୍ମରେ ପୁୂନର୍ବାର ଅଭିନୟ କରିବା ପାଇଁ ଆଗ୍ରହ ପ୍ରକାଶ…

ବେଦାନ୍ତ ଜମି ଅଧିଗ୍ରହଣ ମାମଲା : ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କଲା ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ…

ପୁରୀ: ବେଦାନ୍ତ ବିଶ୍ବବିଦ୍ୟାଳୟ ନାଁରେ ବେଆଇନ ଜମି ଅଧିଗ୍ରହଣ ନେଇ ସ୍ଵର ଉତ୍ତୋଳନ କରିଛି ବେଦାନ୍ତ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି । ବେଆଇନ ଜମି ଅଧିଗ୍ରହଣ ଜାଲିଆତିର ତଦନ୍ତ ଓ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଦୀର୍ଘ ୮ମାସ ବିତିଯାଇଥିଲେ…

ବିବାଦ ବଢ଼ିବା ଯୋଗୁ ଓଟିଟିରୁ ହଟିଲା ନୟନତାରାଙ୍କ ଅନ୍ନପୂର୍ଣ୍ଣାନୀ

ମାଡ୍ରାସ: ଜବାନ ଫିଲ୍ମରେ ନୟନତାରା ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏବେ ସେ ପୁନର୍ବାର ଚର୍ଚ୍ଚାରେ ଅଛନ୍ତି । ଅବଶ୍ୟ ଏଥର ସେ ତାଙ୍କ ଫିଲ୍ମ ଅନ୍ନପୂର୍ଣ୍ଣାନୀଙ୍କୁ ନେଇ ବିବାଦରେ ଫସିଛନ୍ତି । ବିବାଦ ବଢ଼ିବାରୁ ଓଟିଟି ପ୍ଲାଟଫର୍ମରୁ ଏବେ ଏହାକୁ ହଟେଇ ଦିଆଯାଇଛି…

ସିମୁଳିଆ ବିଡିଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ବାଲେଶ୍ବର : ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସରକାରୀ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ଆଜି ଅଫିସ୍ ଆସି କିଛି ସମୟ କାମ କରିବା ପରେ ବାସଭବନରୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ କୌଣସି ସ୍ପଷ୍ଟ…

ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ, ଫେବ୍ରୁଆରୀ ୧ରେ କାମଚଳା ବଜେଟ୍

ନୂଆଦିଲ୍ଲୀ: ଜାନୁଆରୀ ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ । ଏହା ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୦୨୫ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ । ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ଏବେ…

ବାଲୁକା ଆନିମେସନ ଚଳଚ୍ଚିତ୍ରରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ବାଲୁକା ଆନିମେସନ ଚଳଚ୍ଚିତ୍ରରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ । ୫ ମିନିଟ ୩୦ ସେକେଣ୍ଡର ଏହି କ୍ଷୁଦ୍ର ବାଲୁକା ଆନିମେସନ ଚଳଚ୍ଚିତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅତି ନିଖୁଣ ଭାବରେ ଦର୍ଶାଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ | ଏହି କ୍ଷୁଦ୍ର  ଚଳଚ୍ଚିତ୍ରରେ ଅନେକ…

ମିଳିଲା ଆଶାର ନୂତନ କିରଣ, ନିପା ଭାଇରସ ଟିକା ଉପରେ ମାନବ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭରସିଟି ନିପା ଭାଇରସ ଟିକା ଉପରେ ମାନବ ପରୀକ୍ଷା ଆରମ୍ଭ କରିଛି, ଯାହା କେରଳ ସମେତ ଭାରତର କେତେକ ରାଜ୍ୟ ଏବଂ ଏସିଆର ଅନେକ ଅଞ୍ଚଳରେ ଚିନ୍ତାର କାରଣ ହୋଇଛି । ଏହି ମାରାତ୍ମକ ଜୀବାଣୁ ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା ଉପଲବ୍ଧ ନାହିଁ । ଏହାର ପରୀକ୍ଷଣରେ,…

ଦିଲ୍ଲୀରେ ଭୁକମ୍ପ ଝଟକା, କେନ୍ଦ୍ରସ୍ଥଳ ଆଫଗାନିସ୍ତାନ

ନୂଆଦିଲ୍ଲୀ: ଥରିଲା ଦିଲ୍ଲୀ NCR । ଆଜି ଅପରାହ୍ନ ୨ଟା ୫୦ ମିନିଟ୍‌ରେ ଦିଲ୍ଲୀରେ ଭୁକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିବା ଜଣାପଡିଛି । ତେବେ ଭୁକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନ-ଆଫଗାନିସ୍ତାନ ସୀମା ବୋଲି ଜଣାପଡିଛି । ଭୁକମ୍ପରେ କୌଣସି କ୍ଷୟକ୍ଷତିର…

ଶିଶୁ ଯତ୍ନ ଅନୁଷ୍ଠାନର ସଫଳତା, ଡାହାଣୀ ସନ୍ଦେହରେ ବିତାଡିତ ମା’ସହ ଦଶ ବର୍ଷ ପରେ ଭେଟିଲା ଝିଅ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନରେ ନବମ ଶ୍ରେଣୀରେ ପାଠ ପଢୁଥିବା ମଧୁମିତା ସିଂ(ଛଦ୍ମନାମ)ଙ୍କ ପାଇଁ ୨୦୨୪ ଆଣିଦେଇଛି ଖୁସିର ଲହରୀ । ପିଲାଦିନରୁ ବାପାଙ୍କୁ ହରାଇଥିବା ଝିଅଟି ଭାବିଥିଲା ତା ମା ମଧ୍ୟ ଏଇ ଦୁନିଆରେ ନାହିଁ । କିନ୍ତୁ ରଖେ ହରି ତ ମାରେ କିଏ । ଶିଶୁ…