Latest Odisha News

ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର ଓ ରାଜନେତା; ସତର୍କ କଲା ଗୁଇନ୍ଦା ବିଭାଗ, କଡା ସୁରକ୍ଷା ବଳୟରେ ଅଯୋଧ୍ୟା ନଗରୀ

ଅଯୋଧ୍ୟା: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏନେଇ ଜୋରସୋରରେ ଚାଲିଛି ଜୋରସୋରରେ ଚାଲିଛି ସମସ୍ତ ପ୍ରସ୍ତୁତି । ଉତ୍ସବ ମୁଖର ହୋଇଉଠିଛି ସମଗ୍ର ଅଯୋଧ୍ୟା ନଗରୀ । ଏହି ସମୟରେ ହତଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ରାମ ମନ୍ଦିରର ଉଦଘାଟନ…

ଯିଏ ଅଯୋଧ୍ୟା ନଯିବ ସେ ଜୀବନ ସାରା ପସ୍ତେଇବ, କଂଗ୍ରେସକୁ ରାବଣ ସହ ତୁଳନା କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାଗ ନେବନି କଂଗ୍ରେସ । ଏନେଇ କଂଗ୍ରେସକୁ କଡା ଜବାବ ଦେଇଛି ବିଜେପି । ଅଲ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ଲୋକସଭାରେ ବିରୋଧୀ ଦଳର ନେତା ଆଧିର…

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ । ଆଜି ଏହି ଲୋଗ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ସୂଚନାଯୋଗ୍ୟ…

ପ୍ରଥମ ଲକ୍ଷ୍ୟ ନିରାପତ୍ତା: ଅନୁସୂଚିତ ଜନଜାତି ଓ ଜାତି ବିଦ୍ୟାଳୟଗୁଡ଼ିକରେ ତ୍ରୁଟିବିହୀନ ଶୈକ୍ଷିକ ବାତାବରଣ…

ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଜାତି ବିଦ୍ୟାଳୟରେ ଆଦିବାସୀ ଛାତ୍ରମାନଙ୍କର ସାମଗ୍ରିକ ସୁରକ୍ଷା ଏବଂ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଏକ ସାମଗ୍ରିକ ଯୋଜନା ପ୍ରସ୍ତୁତ କରିଛନ୍ତି । ସେଥିମଧ୍ୟରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ…

ଜାନୁଆରୀ ୨୫ ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ଗଞ୍ଜାମ: ଚଳିତ ଜାନୁଆରୀ ୨୫ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । କିଭଳି ଶାନ୍ତି ଶୃଙ୍ଖଳା ମଧ୍ୟରେ ମହୋତ୍ସବ ଆୟୋଜନ ହେବ ଏ ନେଇ…

ପାରାଦ୍ଵୀପ ଠାରେ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କାରଖାନା ପାଇଁ ଜନ ଶୁଣାଣି

ପାରାଦ୍ଵୀପ: ଜଗତସିଂହପୁର  ଜିଲ୍ଲାର ପାରାଦ୍ଵୀପସ୍ଥିତ ନୂଆଗଡ ଗ୍ରାମରେ ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ର ପ୍ରସ୍ତାବିତ ବାର୍ଷିକ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କାରଖାନା ପାଇଁ ଜନ ଶୁଣାଣି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର …

ଦୋକାନ ଖୋଲାକୁ କେନ୍ଦ୍ର କରି ଏସିଡ୍ ମାଡ, ପାଞ୍ଚ ଜଣ ଆହତ

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳା ଥାନା ଡୁଆଝର ଗାଁରେ ଅଭାବନୀୟ ଘଟଣା । ଏସିଡ ମାଡ ରେ ଉଭୟ ପକ୍ଷରୁ ପାଞ୍ଚ ଜଣ ଆହତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଡୁଆଝର ଗାଁର ଦୁଇ ଜଣ ବ୍ୟକ୍ତି ଚିନ୍ଦାଗୁଡ଼ା ଗାଁରେ ସୁନା ଦୋକାନ କରିଛନ୍ତି ।…

ଇଂଲଣ୍ଡ ବିପକ୍ଷ ସିରିଜରେ ରାହୁଲ କରିବେନି ୱିକେଟ କିପିଂ

ନୂଆଦିଲ୍ଲୀ: ଆଘାତ ସମସ୍ୟାରୁ ମୁକୁଳିବା ପରେ କେଏଲ ରାହୁଲଙ୍କ ୱିକେଟ କିପିଂ ଦକ୍ଷତା ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଏହା ବ୍ୟତୀତ ତାଙ୍କ ବ୍ୟାଟିଂ ପ୍ରଦର୍ଶନରେ ସୁଧାର ହେବାରେ ଲାଗିଛି । ୱିକେଟକିପର ଓ ବ୍ୟାଟ୍ସମ୍ୟାନ ଦାୟିତ୍ୱ ସେ ସୁଚାରୁରୂପେ ତୁଲାଇ ଆସିଛନ୍ତି । ରିପୋର୍ଟ ମୁତାବକ…

ହସ୍ପିଟାଲ୍ ରୁ ଡିସଚାର୍ଜ ପରେ ମା’ ପାଖକୁ ଯିବନି ବିଜୟିନୀ

ସମ୍ବଲପୁର: ଆଜି ହସ୍ପିଟାଲ୍ ରୁ ଡିସଚାର୍ଜ ହେବ ଶିଶୁକନ୍ୟା ‘ବିଜୟିନୀ’ । ସେଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛି ମେଡିକାଲ । ଏନେଇ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଡିସଚାର୍ଜ ପରେ ଶିଶୁଟି ମା ପାଖକୁ ଯିବନି । ତାକୁ ମେଡିକାଲରୁ ସିଧା ସଳଖ ଶିଶୁ ଗୃହକୁ ନିଆଯିବ । ଗତ ୧ ମାସ…

କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ଦାମନଯୋଡି-ବାଇଗୁଡ଼ା ମଧ୍ୟରେ ୧୪.୬୦ କିମି ଦୈର୍ଘ୍ୟ ରେଳ ଲାଇନ…

କୋରାପୁଟ: କୋରାପୁଟ-ସିଙ୍ଗାପୁର ରୋଡ (ରାୟଗଡା) ଦୋହରୀକରଣ ରେଳ ଲାଇନ ପ୍ରକଳ୍ପର ଦାମନଯୋଡି ଏବଂ ବାଇଗୁଡା ଦୋହରୀକରଣ କାର୍ଯ୍ୟ ମଧ୍ୟରେ ୧୪.୬୦ କିଲୋମିଟରର ନୂତନ ଭାବେ ନିର୍ମିତ ଦୋହରି ବ୍ରଡ ଗେଜ ରେଳ ଲାଇନ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଛି | କମିଶନର୍ ରେଲୱେ ସୁରକ୍ଷା/ରେଳ…