Latest Odisha News

BREAKING NEWS

ଗୋଆରେ ନାବାଳକକୁ ହତ୍ୟା ମାମଲା: ଆସିଲା ଚାଞ୍ଚଲ୍ୟ କରିବା ଭଳି ରିପୋର୍ଟ

ନୂଆଦିଲ୍ଲୀ: ଗୋଆରେ ୪ ବର୍ଷର ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ସୁଚନା ସେଠ ପୋଲିସ ହେପାଜତରେ ଅଛନ୍ତି। ବର୍ତ୍ତମାନ ଏହି ହତ୍ୟାକାଣ୍ଡ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଛି। ଏହି ସମୟରେ ସୁଚନା ସେଠଙ୍କ ପୁଅର ହତ୍ୟାକୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ବେଙ୍ଗାଲୁରୁସ୍ଥିତ…

ଟି-୨୦ ଟୁର୍ଣ୍ଣାମେଣ୍ଟ: କାନ ପଛପଟେ ବଲ୍ ବାଜି କ୍ରିକେଟରଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ସମୟରେ ଅଘଟଣ । କାନ ପଛପଟେ ବଲ ମାଡ ହେବା କାରଣରୁ ଜଣେ କ୍ରିଟେରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ୫୨ ବର୍ଷୀୟ ଜୟେଶ ସାଭଲା । ଏହି ମ୍ୟାଚ୍ ରେ ଜୟେଶ ଫିଲ୍ଡିଂ କରୁଥିବା ସମୟରେ ତାଙ୍କ କାନ ପଛପଟରେ ବଲ୍ ଟି ଜୋରେ ମାଡହୋଇଥିଲା । ପରେ…

ପୁରୀରେ ଘନ କୁହୁଡି ଆସ୍ତରଣ: ସକାଳୁ ନିଳଚକ୍ର ଦର୍ଶନରୁ ବଞ୍ଚିତ ରହିଲେ ଭକ୍ତ ଓ ଶ୍ରଦ୍ଧାଳୁ

ପୁରୀ: ପ୍ରତ୍ୟେକ ଦିନ ଭୋର ସମୟରୁ ଶ୍ରୀମନ୍ଦିର ଦ୍ବାର ଫିଟା ନିତି ସହ ପତିତପାବନଙ୍କ ମଙ୍ଗଳଆଳତୀ ହୋଇଥାଏ । ଆଉ ଏହି ଧାର୍ମିକ ଦୃଶ୍ୟ ଦେଖିବାକୁ ସକାଳୁ ସକାଳୁ ପୁରୀବାସୀ ଓ ଭକ୍ତଙ୍କ ଭିଡ ଲାଗିଥାଏ ଶ୍ରୀମନ୍ଦିର ସମ୍ମୁଖରେ । ସେହିପରି ମଙ୍ଗଳ ଆଳତୀ ସହ ଅନ୍ୟପଟେ ନିଳଚକ୍ର ଦର୍ଶନ ପାଇଁ ମନ୍ଦିର…

ଓ୍ବେଦର ଅପଡେଟ୍: ହ୍ରାସ ହେବ ରାତି ତାପମାତ୍ରା, ଆହୁରୀ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ । ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ପ୍ରବଳଶୀତରେ କଲବଲ ହେଉଛନ୍ତି ଓଡିଶାବାସୀ । ତେବେ ବର୍ତ୍ତମାନ ଶୀତରେ ଥରହର ହେଉଛଥିବାବେଳେ, ଆଗକୁ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ସୂଚନା ଦେଇଛି ଆଞ୍ଚଳିକ…

କାରକ

 ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ କ୍ରିୟା ସହିତ ଯାହାର ଅନ୍ୱୟ ହୁଏ, ତାହା କାରକ । କାରକଗୁଡ଼ିକ ବାକ୍ୟ ମଧ୍ୟରେ ଶବ୍ଦର ସ୍ଥାନ ଓ ସମ୍ବନ୍ଧ ସୂଚାଇଥାଏ । କାରକ ଶବ୍ଦର ମୂଳ ଧାତୁ ‘କୃ’ । ଏହାର ଅର୍ଥ କରିବା । କାରକର ଆକ୍ଷରିକ ଅର୍ଥ, ଯେ କରେ । ଯେମିତିକି କ୍ଷତିକାରକ, ହିତକାରକ,…

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍

ଗ୍ବାହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଫେସବୁକ୍ ଆକାଉଣ୍ଟକୁ ହ୍ୟାକ୍ କରିବାକୁ ଉଦ୍ୟମ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟ 'ଏକ୍ସ' ରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସମ୍ଭବତଃ ପାକିସ୍ତାନୀ ହ୍ୟାକରମାନେ ତାଙ୍କ ଫେସବୁକ୍ ଆକାଉଣ୍ଟକୁ…

କବିତା : ସୁନ୍ଦର ମନ

ପ୍ରିୟମ୍ବଦା ସାମଲ  ଈଶ୍ୱର ସୁନ୍ଦର ସର୍ଜନା ସୁନ୍ଦର ସୁନ୍ଦର ଯାହାର ମନ ମଧୁର ବଚନ ନ ନିନ୍ଦେ କେ ଜନ ସୁନ୍ଦର ତାର ଜୀବନ। ମଧୁମୟ ମନ ସୁନ୍ଦର ସ୍ଵଭାବ ଅମୃତ ପରଶ ଦିଏ ଶୃଙ୍ଖଳିତ ମନ କର୍ମେ ସମର୍ପଣ ସେବାରେ ସେ ଲାଗିଥାଏ। ପ୍ରକୃତି ସୁନ୍ଦର ଆକାଶ ସୁନ୍ଦର ସୁନ୍ଦର ଏ ଧରାଧାମ…

ସାଂସଦ ଓ ବିଧାୟକଙ୍କ ବିରୋଧରେ ୪୨୩ ମାମଲା, ଖୋର୍ଦ୍ଧାରେ ସବୁଠାରୁ ଅଧିକ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାଜ୍ୟର ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ୪୨୩ ମାମଲା ଏବେ ବିଚାରାଧୀନ ଅଛି। ୩୦ଟି ଜିଲ୍ଲାର ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ମାମଲା ସମ୍ପର୍କରେ…

ହାଇଟେକ୍ ଟ୍ରାଜେଡି: ମୃତଦେହ ପରିବାରକୁ ହସ୍ତାନ୍ତର ପରେ ସରିଲା ଦିଲୀପଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ୍ ରେ ଏସି କମ୍ପ୍ରେସର ମରାମତି ବିସ୍ଫୋରଣ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ ଆସିବାପରେ ମୃତଦେହକୁ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହାପରେ ଦିଲ୍ଲୀପଙ୍କର ଅନ୍ତିମ…

ଭାରତ ସହ ବିବାଦ ପରେ ଅଧିକ ପର୍ଯ୍ୟଟକ ପଠାଇବାକୁ ଚୀନକୁ ମାଳଦ୍ୱୀପର ନିବେଦନ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବା ଏବେ ମାଳଦ୍ୱୀପ ପାଇଁ ମହଙ୍ଗା ପଡ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପୂରା ଦେଶ ଏକ ହୋଇ ଛିଡ଼ା ହୋଇଛି। ମାଳଦ୍ୱୀପକୁ ସଂଖ୍ୟାଧିକ ମାତ୍ରାରେ ବିମାନ ଟିକେଟ ବାତିଲ ହେଉଛି।…