Latest Odisha News

BREAKING NEWS

କାଲ, ଅନ୍ଧ, ଛୋଟା କହିଲେ ଯାଇପାରନ୍ତି ଜେଲ, ଲାଗିପାରେ ଜୋରିମାନା

ନୂଆଦିଲ୍ଲୀ: ଦିବ୍ୟାଙ୍ଗମାନଙ୍କୁ ଅପମାନବୋଧକ ଶବ୍ଦ ବ୍ୟବହାର କଲେ ଏଣିକି ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ପାଗଳ, ମୁକ, କାଲ, ବଧିର, ଅନ୍ଧ, ଛୋଟା ଆଦି ଶବ୍ଦ ଜଦି ଦିବ୍ୟାଙ୍ଗମାନଙ୍କ ପ୍ରତି ବ୍ୟବହାର କଲେ ଏଣିକି ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଏପରିକି ଜେଲଦଣ୍ଡ ସହିତ ଜୋରିମାନା ମଧ୍ୟ…

ଭାଷା ଭାଗବତ : ବିଶ୍ବାସ ଓ କର୍ତବ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିଶ୍ବାସ ନ ହୋଇ କର୍ତବ୍ୟ ବନିଲେ ଶାବ୍ଦିକ ବକ୍ତବ୍ୟ ଘଟେ ତହିଁର ମୂଲ୍ୟହାନି ଏ କଥା ରଖୁଁ ଏବେ ଜାଣି ବିଶ୍ବାସ ଅନୁସାରେ କର୍ମ କରିଚାଲିଲେ ଅବିରାମ ତହିଁର ଭଲ ପରିଣାମ ବିଶ୍ବକୁ କରେ ମନୋରମ ବିଶ୍ବାସ ମନ ମଧ୍ୟେ ଧରି ଯିଏ ବି…

ଆରବ ସାଗରରେ ୧୦ ଯୁଦ୍ଧପୋତ ନିୟୋଜିତ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ବିଗତ କିଛି ଦିନ ଜଳଦସ୍ୟୁଙ୍କ ଆକ୍ରମଣରୁ ସୁରକ୍ଷା ପାଇଁ ଭାରତୀୟ ନୌସେନା ବିଭିନ୍ନ ପ୍ରକାରର ରଣନୀତି ଆପଣାଇବାରେ ଲାଗିଛି। ଏହି କ୍ରମରେ ସୋମବାର ଦିନ ଆରବ ସାଗରରେ ୧୦ ଯୁଦ୍ଧ ଜାହାଜ ଭାରତୀୟ ନୌସେନା ନିୟୋଜିତ କରିଛି। ଏହି ଜାହାଜଗୁଡ଼ିକ ଆରବ ସାଗର ଏବଂ ଆଡେନ ଗଲ୍ଫରେ ନିୟୋଜିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନ୍ୟ ଏକ ଅତ୍ୟନ୍ତ ଭାବପୂର୍ଣ ନାମ ହେଲା ପତିତପାବନ । କେବଳ ଭାବପୂର୍ଣ ନୁହେଁ ଏକ ଆକର୍ଷଣ ଓ ଆବେଗର ଚେତନାକୁ ଧାରଣ କରିଥିବା ନାମ “ପତିତପାବନ ପତିତଜନଙ୍କ ଉଦ୍ଧାର ପାଇଁ…

ଆସନ୍ତା ୧୧ ଯାଏଁ ରାଜ୍ୟବାସୀଙ୍କୁ କଲବଲ କରିବ କୁହୁଡି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହେଲେ ପୂର୍ବାପେକ୍ଷା ବଢିଛି ରାତିର ତାପମାତ୍ରା । କିନ୍ତୁ ବୃଦ୍ଧି ପାଉଛି ଘନ କୁହୁଡି । ଯାହା ଫଳରେ ଅଧିକାଂଶ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ତେବେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ଅଧିକ…

ଆଜି ମାଲକାନଗିରି ବିମାନବନ୍ଦର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି: ପ୍ରଥମ ଥର ପାଇଁ ବିମାନ ସେବାରେ ଯୋଡିହେବ ମାଲକାନଗିରି ଜିଲ୍ଲା । ଆଜି ଲୋକାର୍ପଣ ହେବ ମାଲକାନଗିରି ବିମାନବନ୍ଦର । ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀଙ୍କ ସହ…

ପୌରପାଳିକା ଅଧିକାରୀଙ୍କୁ ନିଆଁ ଲଗାଇବା ଅଭିଯୋଗରେ ଯୁବକ ଗିରଫ

କେନ୍ଦୁଝର: କେନ୍ଦୁଝର ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ନିଆଁ ଲଗାଇଦେବା ଉଦ୍ୟମ ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ବଡବିଲ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଥିବା ଅଧିକାରୀଙ୍କ ଚେମ୍ବରରେ ଏହି ଘଟଣା ଘଟିଛି। ବଡବିଲ ବଜାରର ଅଭିଷେକ ଗୁପ୍ତା ନାମକ ଏହି ଅଭିଯୁକ୍ତ ତାଙ୍କ ଘର…

ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସ୍ତବ୍ଧ ସୁନ୍ଦରଗଡ଼ର ମିଶନ ସ୍କୁଲ ହଷ୍ଟେଲ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୁତ୍ରା ଗ୍ରାମର ଜଣେ ମିଶନ ସ୍କୁଲ ଛାତ୍ରଙ୍କ ବାପା ସ୍କୁଲର ହଷ୍ଟେଲରେ ରହୁଥିବା ଅନେକ ପିଲାଙ୍କୁ ଅସଦାଚରଣ କରିଥିବା ନେଇ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିଛନ୍ତି।…

ଘାଟିରେ ଓଲଟିଲା ପିକ ଅପ୍ ଭ୍ୟାନ୍, ୨୧ ଛାତ୍ର ଆହତ

ମୋହନା: ଘାଟିରେ ଓଲଟିଲା ପିକ ଅପ୍ ଭ୍ୟାନ୍। ବ୍ଲକ୍ ସ୍ତରୀୟ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରୁ ଛେଳିଗଡ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ସହ ଆଉ କିଛି ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨୧ ଜଣ ଛାତ୍ର ଆସୁଥିଲେ। ଆଉ ସମସ୍ତେ ଆହତ…

ମାଳଦ୍ୱୀପ ବନାମ ଲାକ୍ଷାଦ୍ୱୀପ: ବିବାଦ ମଧ୍ୟରେ ଏପରି ବଡ଼ ବୟାନ ଦେଲେ ବିଗ ବି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷାଦ୍ୱୀପ ଗସ୍ତ ପରେ ମାଳଦ୍ୱୀପ ଏବଂ ଭାରତ ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ମାଲଦ୍ୱୀପର କିଛି ମନ୍ତ୍ରୀ ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ତେବେ ସେଠାକାର ସରକାର ଏହି ମାମଲାକୁ ନିୟନ୍ତ୍ରଣ…