ପାରାଦୀପ: ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ଟ୍ରଲିରେ ପ୍ରସବ କଲେ ମହିଳା
ପାରାଦୀପ: ଆମ୍ବୁଲାନ୍ସ ଠିକ୍ ସମୟରେ ନ ପହଞ୍ଚିବାରୁ ଜଣେ ମହିଳା ଟ୍ରଲିରେ ପ୍ରସବ କରିବାକୁ ବାଧ୍ୟ ହୋଇଛନ୍ତି। ପାରାଦୀପ ସହର ଷଣ୍ଡକୁଦା ଅଞ୍ଚଳରେ ଏହିପରି ଏକ ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମହିଳା ଜଣକ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଆମ୍ବୁଲାନ୍ସ ଆସିବାରେ…