ଅଯୋଧ୍ୟାରୁ ବିମାନ ସେବା ଆରମ୍ଭ କଲା ଇଣ୍ଡିଗୋ, ୧୦ରୁ ପ୍ରତିଦିନ ଉଡାଣ
ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ କଲା ‘ଇଣ୍ଡିଗୋ’ ଏୟାରଲାଇନ୍ସ। ଆଜି ଦିଲ୍ଲୀ- ଅଯୋଧ୍ୟା ମଧ୍ୟରେ ଦୁଇଟି ବିମାନ ଉଡାଣ କରିଛି । ଉଭୟ ସହରରୁ ଦୁଇଟି ବିମାନ ଉଡାଣ ଭରି ଉଭୟ ବିମାନ ବନ୍ଦରରେ ଅବତରଣ କରିଛି । ଆଜି ପରୀକ୍ଷା…