ଚନ୍ଦ୍ରଶେଖରପୁରରେ ଜବରଦଖଲ ମୁକ୍ତ ହେଲା ଡିଷ୍ଟ୍ରିକ୍ ସେଣ୍ଟରର ପାର୍କିଂ ଅଞ୍ଚଳ
ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ସ୍ଥିତ ଡିଷ୍ଟ୍ରିକ୍ ସେଣ୍ଟରର ପାର୍କିଂ ଅଞ୍ଚଳ ବେଆଇନ ଭାବେ ଜବରଦଖଲ ହୋଇଥିଲା । ଏହାକୁ ଆଜି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଉଚ୍ଛେଦ କରାଯାଇଛି । ଏଥିରେ ୫ ଟି କ୍ୟାବିନ୍, ୨ ଟି ହୋଟେଲ, ୪ ଟି ପଲିଥିନି ନିର୍ମିତ ଦୋକାନ, ୩ ଟି ଟିଣ ସେଡ୍…