Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିଷ୍ଣୁ ସ୍ୱରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସର୍ବବ୍ୟାପକତା ଯୋଗୁ ଆମେ ତାଙ୍କୁ ବିଷ୍ଣୁ ସ୍ୱରୂପ ଜ୍ଞାନ କରି, ବୈଷ୍ଣବ ତନ୍ତ୍ର ଓ କର୍ମକାଣ୍ଡ ଅନୁସାରେ ପୂଜା କରୁଛୁ। ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ପୂର୍ବରୁ…

ମା’ ହେବେ ସୀମା ହାଇଦର: ହାତ ଦେଖି ଶ୍ୱଶୁର କହିଲେ ପୁଅହେବ

ନୂଆଦିଲ୍ଲୀ : ନୂଆବର୍ଷରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସୀମା ହାଇଦର ଓ ସଚିନ । ସୀମା ଏବେ ମା’ ହେବାକୁ ଯାଉଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସୀମା ଏହା କହିଛନ୍ତି । ସେ କହିଛନ୍ତି ଯେ, ସେ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ତେବେ ଉପସ୍ଥାପକ ତାଙ୍କୁ କେବେ ମା’ ହେବେ ପଚାରିବାରୁ ସୀମା…

ଗଳି ଗଳି ବୁଲି ପରିବା ବିକୁଛନ୍ତି ପ୍ରଫେସର

ପଞ୍ଜାବ: ଚାରୋଟି ବିଷୟରେ ମାଷ୍ଟର ଡିଗ୍ରୀ । ଆଇନ୍‌ରେ ପିଏଚଡି କରିବା ପରେ ଯେକୌଣସି ସରକାରୀ ଚାକିର କରିବାକୁ ପସନ୍ଦ କରନ୍ତି । ଯେତେବେଳେ ସେହି ଚାକିରିରେ ପରିବାରର ଖର୍ଚ୍ଚ ପୂରଣ କରିବା କଷ୍ଟସାଧ୍ୟ ହୁଏ, ସେତେବେଳେ ବ୍ୟକ୍ତି ଜଣକ ଆଉ କିଛି କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ପଞ୍ଜାବର…

ସଲମାନଙ୍କ ଗାଳି ଶୁଣି ପ୍ରତିଯୋଗୀ ବେହୋସ

ମୁମ୍ବାଇ:ଛୋଟପରଦାର ସବୁଠୁ ଲୋକପ୍ରିୟ ରିୟଲିଟି ଶୋ ବିଗ୍‌ବସ୍ । ଏବେ ବିଗ୍‌ବସ ସିଜିନ ୧୭ରେ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଡ୍ରାମା ଦେଖିବାକୁ ମିଳୁଛି । ଏବେ ସୋସିଆଲ୍ ମିଡିଆରେ ବିଗ୍‌ବସ୍‌ର ଏକ ନୂଆ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଭିଡିଓରେ ଜଣେ ପ୍ରତିଯୋଗୀଙ୍କୁ ସଲ୍‌ମାନ୍…

ଅନୁଷ୍କାଙ୍କ ପ୍ରଶଂସା ସହି ନପାରି ରାଗିଗଲେ କ୍ୟାଟ୍ରିନା

ମୁମ୍ବାଇ: ସୁପରଷ୍ଟାର୍ ଶାହରୁଖ୍ ଖାନ ତାଙ୍କର ବ୍ୟବହାର ଓ ବନ୍ଧୁତ୍ୱ ପାଇଁ ଇଣ୍ଡଷ୍ଟ୍ରିରେ ବେଶ୍ ଜଣାଶୁଣା । ସେ କେବେ ବି କାହାକୁ ରଗାନ୍ତି ନାହିଁ । ଅନ୍ୟମାନଙ୍କର ପ୍ରଶଂସା କରିବାକୁ ସେ ସଦା ପ୍ରସ୍ତୁତ ରହିଥାନ୍ତି । ପ୍ରତ୍ୟେକ ସାମ୍ନା ବ୍ୟକ୍ତିଙ୍କୁ ସେ ସମ୍ମାନର ସହ କଥା ହୋଇଥାନ୍ତି ।…

୩୨ ହଜାର କୋଟିର ମାଲିକ ଲୋକାଲ ଟ୍ରେନରେ ଯାଆନ୍ତି ଅଫିସ

ମୁମ୍ବାଇ: ୩୨ ହଜାର କୋଟି ଟଙ୍କାର ମାଲିକ ପ୍ରତ୍ୟେକ ଦିନ ଲୋକାଲ ଟ୍ରେନରେ ଅଫିସ ଯାଆନ୍ତି । ଏହା ଆପଣଙ୍କୁ ଅବିଶ୍ୱାସ ଲାଗିପାରେ । ହେଲେ ସତ । ରିଅଲ ଇଷ୍ଟେଟ କ୍ଷେତ୍ରର ଜଣେ ପ୍ରସିଦ୍ଧ ବ୍ୟବସାୟ ଟାଇକୁନ ନିରଂଜନ ହିରାନନ୍ଦାନୀ ନିଜର ବିଳାସପୂର୍ଣ୍ଣ କାର ଛାଡ଼ି ପ୍ରତ୍ୟେକ ଦିନ ମୁମ୍ବାଇର…

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ : ୩ କି.ମି. ବୁହା ହେଲେ ଗର୍ଭବତୀ

ଦଶମନ୍ତପୁର : କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ରାସ୍ତା ଖରାପ ଥିବାରୁ ଗାଁକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ପରେ ଗ୍ରାମବାସୀ ଜଣେ ଗର୍ଭବତୀଙ୍କୁ ୩ କି.ମି. ବୋହି ନେଇ ଡାକ୍ତରଖାନାରେ ପହଞ୍ଚାଇଛନ୍ତି । ବ୍ଲକର ଦୁଆରଶୁଣି ପଞ୍ଚାୟତର…

ମଣିପୁରରେ ପୁଣି ହିଂସା, ୪ ଜଣଙ୍କୁ ଗୁଳିକରି ହତ୍ୟା,ଲାଗୁ ହେଲା କର୍ଫ୍ୟୁ

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ଧରୁନି । ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟର ଥୋବାଲ ଜିଲ୍ଲାରେ ୪ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ହିଂସାକାଣ୍ଡରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହାପରେ ଉପତ୍ୟକାର ଜିଲ୍ଲାଗୁଡ଼ିକରେ ପୁଣି କର୍ଫ୍ୟୁ ଲାଗୁ କରାଯାଇଛି । କେତେକ ଅଜଣା ଲୋକ…

ଲାଇଭ୍ ରିପୋର୍ଟିଂ ବେଳେ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିଲେ ସାମ୍ବାଦିକା

ପାକିସ୍ତାନ: ପାକିସ୍ତାନରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଠାରେ ଲାଇଭ୍ ରିପୋର୍ଟିଂ ବେଳେ ଜଣେ ମହିଳା ରିପୋର୍ଟର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାଇରାଲ ଭିଡ଼ିଓରେ…

ମାଓବାଦୀ-ଯବାନ ଗୁଳିବିନିମୟରେ ୬ ମାସର ଶିଶୁ ମୃତ

ମାଲକାନଗିରି,: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ଆଜି ସନ୍ଧ୍ୟାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଫଳରେ ଜଣେ ୬ ମାସ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁର ମା ଓ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବିଜାପୁର ଜିଲ୍ଲା…