Latest Odisha News

BREAKING NEWS

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କୋରାପୁଟ: ସୁରକ୍ଷାବାହିନୀକୁ ବଡ଼ଧରଣର ସଫଳତା । ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲେ ଏସ୍‌ଓଜି ଯବାନ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଧୀନ କୋଡ଼ାପୁଟ ଓ ଗୁମୁଡାପୁଟ ଗାଁ ଜଙ୍ଗଲରୁ ଏହି ମାଓ ସାମଗ୍ରୀ ଜବତ ହୋଇଛି । କୋରାପୁଟ ଏସ୍‌ପିଙ୍କ ସୂଚନା କ୍ରମେ, ବିଶ୍ବସ୍ତ…

ଐତିହ୍ୟ ପଦଯାତ୍ରୀଙ୍କ ଯାଜପୁର ପରିଦର୍ଶନ

ଯାଜପୁର : କଟକ ହେରିଟେଜ ୱାକସ ନେତୃତ୍ୱରେ ଆୟୋଜିତ ଯାଜପୁରର ଡାକ ଯାତ୍ରାରେ ପ୍ରାୟ ପଚିଶ ଜଣ ଐତିହ୍ୟ ପ୍ରେମୀ ବିରଜା କ୍ଷେତ୍ର ପରିଦର୍ଶନ କରିଛନ୍ତି । ପ୍ରାରମ୍ଭରେ ଆବାହକ ଦୀପକ ସାମନ୍ତରାୟଙ୍କ ସ୍ୱାଗତ ତଥା ଯାଜପୁର ଜିଲ୍ଲା ସମ୍ପର୍କିତ ସାମାନ୍ୟ ସୂଚନା ସହ ଆରମ୍ଭ ହୋଇଥିବା ଏହି…

ହରେକୃଷ୍ଣ ମହତାବଙ୍କ ଚର୍ଚ୍ଚିତ ପୁସ୍ତକ ‘ଗାଁ ମଜଲିସ୍’ ଉପରେ ଆଲୋଚନା

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ମୌଳିକ ବିଜ୍ଞାନ ଓ କଳା ମହାବିଦ୍ୟାଳୟ (ଓୟୁଏଟି)ଙ୍କ ମିଳିତ ଆନୁକୂଲ୍ୟରେ ଓୟୁଏଟି ସମ୍ମିଳନୀ କକ୍ଷରେ ଏଥିରେ ହରେକୃଷ୍ଣ ମହତାବଙ୍କ ବହୁଚର୍ଚ୍ଚିତ ପୁସ୍ତକ ‘ଗାଁ ମଜଲିସ୍’ ଉପରେ ଏକ 'ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…

ସର୍ଟସର୍କିଟ ଘଟି ତେଲ କାରଖାନାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଧୀନ ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ରିଫାଇନ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ । ତେବେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିବାବେଳେ, ତଦନ୍ତ ପରେ ହିଁ ଜଣାପଡିବ ।…

ଜାନୁଆରୀ ୬ରେ ଓଡିଶା ଆସିବେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର

ଭୁବନେଶ୍ବର : ଆଜି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନାଗପୁର ଠାରେ ୧୩୯ ତମ କଂଗ୍ରେସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି  । ଏଥିରେ  ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦେଇଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଉତ୍କଳ ଭାରତ କଂଗ୍ରେସ କମିଟିର…

ପରଲୋକରେ ବିଜୟକାନ୍ତ

ନୂଆଦିଲ୍ଲୀ : ଅଭିନେତାରୁ ସେ ପାଲଟିଥିଲେ ରାଜନେତା  । ଆଜି ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଆମେ କହୁଛୁ ବିଜୟକାନ୍ତଙ୍କ କଥା  । ସେ କେବଳ ଜଣେ ଅଭିନେତା ନଥିଲେ , ସେ ଥିଲେ ଡିଏମ୍‌ଡିକେ ନେତା । ଆଜି ଚେନ୍ନାଇସ୍ଥିତ ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।…

ସମାଲୋଚକଙ୍କ ପ୍ରତି ମୁହଁ ଖୋଲିଲେ ରାହୁଲ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଶତକ ହାସଲ କରିବା ପରେ କେଏଲ ରାହୁଲଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ତେବେ ରାହୁଲ ସମାଲୋଚକଙ୍କ ପ୍ରତି ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେଉଁମାନେ କିଛି ଦିନ ତଳେ ମୋତେ ସମାଲୋଚନା କରୁଥିଲେ ଏବେ ସେମାନେ…

ମାଫିଆଙ୍କ କବ୍ଜାରେ ଜଙ୍ଗଲ, ସଫା ହେଇଯାଉଛି ବହୁ ମୁଲ୍ୟବାନ କାଠ

ନବରଙ୍ଗପୁର: କାଠମାଫିଆ ଓ ଭୂ-ମାଫିଆଙ୍କ କବ୍ଜାରେ ନବରଙ୍ଗପୁର ଜିଲ୍ଲାର ୩୦ ହଜାର ହେକ୍ଟର ସଂରକ୍ଷିତ ଜଙ୍ଗଲ,ଏମାନଙ୍କ ସହ ହାତ ମିଶାଇଛନ୍ତି କିଛି ଅସାଧୁ ବନକର୍ମଚାରୀ । ଜଙ୍ଗଲ ନଷ୍ଟ କରିବାସହ ବିଭିନ୍ନ ମୁଲ୍ୟବାନ କାଠ ବିକ୍ରି କରି ହେଉଛନ୍ତି ମାଲେମାଲ । ନବରଙ୍ଗପୁର ଜିଲ୍ଲାରେ ଗତ ୫…

ରାଜ୍ୟରେ କମିଛି ଶୀତ ହେଲେ ବଢୁଛି କୁହୁଡି : ୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ବର : ରାଜ୍ୟରେ କମିଛି ଶୀତ  । ଆଜି ୧୦ ଡିଗ୍ରୀ ତଳେ ରହିଛି ୪ ସହର  । ୭.୧ ଡିଗ୍ରୀ ସହ କୋରାପୁଟ ସବୁଠୁ ଥଣ୍ଡା ସହର ପାଲଟିଛି । ସେହିପରି ସିମିଳିଗୁଡାରେ ୮.୩, ଜି.ଉଦୟଗିରିରେ ୯ , ଦାରିଙ୍ଗବାଡିରେ ୯.୫ , କଟକରେ ୧୬.୨ ଓ ଭୁବନେଶ୍ବରରେ ୧୭ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟରେ…

ଦୁର୍ଘଟଣା ପରେ ବସ୍ ରେ ଲାଗିଲା ନିଆଁ, ୧୩ଜଣ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ର: ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପରସ୍ପର ସହ ଧକ୍କା ହେବା ଫଳରେ ବସ୍ ରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ୧୩ଜଣ । ମଧ୍ୟପ୍ରଦେଶର ଗୁନାଠାରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଦୁଇ ପଟରୁ ଆସୁଥିବା ଏକ ବସ୍ ଓ ଟ୍ରକ୍ ପରସ୍ପର ସହ…