Latest Odisha News

BREAKING NEWS

ଦୁର୍ଘଟଣା ପରେ ବସ୍ ରେ ଲାଗିଲା ନିଆଁ, ୧୩ଜଣ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ର: ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପରସ୍ପର ସହ ଧକ୍କା ହେବା ଫଳରେ ବସ୍ ରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ୧୩ଜଣ । ମଧ୍ୟପ୍ରଦେଶର ଗୁନାଠାରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଦୁଇ ପଟରୁ ଆସୁଥିବା ଏକ ବସ୍ ଓ ଟ୍ରକ୍ ପରସ୍ପର ସହ…

ଶୀତଦିନେ ବେଶି ଖାଆନ୍ତୁନି ଏହି ପରିବା !

ନୂଆଦିଲ୍ଲୀ : ଶୀତଦିନେ ଆମେ ସାଧାରଣତଃ ବିଭିନ୍ନ  ପ୍ରକାର ପନି ପରିବା ଖାଇଥାଉ  । ସେଥିମଧ୍ୟରୁ  ପାଳଙ୍ଗ ଶାଗ ଅନ୍ୟତମ  । ଗାଁର ଲୋକପ୍ରିୟ ପନିପରିବା ମଧ୍ୟରେ ଏହି ପରିବା ଏକ ପୁଷ୍ଟିକର ଖାଦ୍ୟ ଭାବରେ ଜଣାଶୁଣା । କିନ୍ତୁ ଅନେକ ସମୟରେ ଏହାକୁ ଅଧିକ ପରିମାଣରେ ଖାଇବା ଦ୍ବାରା ଏହା…

ଘନ କୁହୁଡି ହେଲା କାଳ : ଟ୍ରକକୁ ପଛ ପଟୁ ଧକ୍କା ଦେଲା ପିକନିକ୍ ବସ୍, ୮ ଆହତ

ସୁବର୍ଣ୍ଣପୁର : ଘନ କୁହୁଡି ହେଲା କାଳ। ସୁବର୍ଣ୍ଣପୁର ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ କଦମତଲ ନିକଟରେ ଟ୍ରକ କୁ ପଛ ପଟୁ ଧକ୍କା ଦେଲା ପିକନିକ୍ ବସ୍ । ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି  । ଆହତ ମାନଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ସମୟ କହିବ କିଏ କାହାର ଚଳଚିତ୍ରର ଟ୍ରେଲର ଏବଂ ଅଡିଓ ରିଲିଜ୍

ଭୁବନେଶ୍ବର : ସମୟ କହିବ କିଏ କାହାରର ଚଳଚିତ୍ରର ଟ୍ରେଲର ଏବଂ ଅଡିଓ ରିଲିଜ୍ ହୋଇଛି । ଅନନ୍ୟା ଫିଲ୍ମ ପ୍ରେଜେଣ୍ଟ୍ସ ବ୍ୟାନରରେ ପ୍ରଭାତି ଆଚାର୍ଯ୍ୟଙ୍କ ଦ୍ବାରା ଏହି ଫିଲ୍ମ ଟି ନିର୍ମିତ ହୋଇଛି । ରମେଶ ସିଂ ଏହି ଚଳଚିତ୍ରର ସହ  ପ୍ରଯୋଜକ ଥିବାବେଳେ  ଭେଟେରାନ୍ ହାସ୍ୟ ଅଭିନତା ବ୍ରଜ ସିଂ…

ଚନ୍ଦ୍ରପୁର ମେଡିକାଲ ଓ୍ବାଡେନଙ୍କ ହତ୍ୟାକାରୀକୁ ଧରିବା ଦାବିରେ ରାୟଗଡା ବନ୍ଦ

ରାୟଗଡା : ମା ଗୃହ ଓ୍ବାଡେନ୍ ଙ୍କ ଦରପୋଡା ମରଶରୀର ଉଦ୍ଧାର ଘଟଣାରେ ରାୟଗଡା ଜିଲ୍ଲା ବନ୍ଦ  । ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୬ ଘଣ୍ଟିଆ ଜିଲ୍ଲା ବନ୍ଦ ପାଳନ କରାଯାଉଛି । ସକାଳ ୬ଟା ରୁ  ରାୟଗଡା ସହରର କପିଳାସ ଛକଠାରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ରାସ୍ତାର ଉଭୟ…

ଭାଷା ଭାଗବତ : ସ୍ବାଧୀନ ନବାକ୍ଷରୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  କଲେ ଦୂଷିତ ଜଳ ଦାନ ହୁଏନି ତାହା କେବେ ପୁଣ୍ଯ ଅଶୁଦ୍ଧ ହୋଇଥିଲେ ଲେଖା ହୁଏନି ସାହିତ୍ୟର ସଖା *ନବାକ୍ଷରୀ* କରେ ସ୍ବାଧୀନ ନିଶ୍ଚିତ ରୂପେ ଭାବାଚ୍ଛନ୍ନ ସେ ସବୁ କଲେ ଲିପିବଦ୍ଧ ଦିଶେନି…

ଟ୍ରକକୁ ପଛରୁ ପିଟିଲା ସ୍କୁଲ ପିକନିକ୍ ବସ୍ : ୩ ଆହତ, ମେଡିକାଲରେ ଭର୍ତ୍ତି

କେନ୍ଦୁଝର : ଟ୍ରକକୁ ପଛରୁ ପିଟିଲା ସ୍କୁଲ ବସ୍  । ୩ଜଣ  ପିଲା ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ୨୦ ନଂ ଜାତୀୟ ରାଜପଥ ର ଧକୋଠା ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ସ୍କୁଲ ବସ୍ ପିକନିକ୍ ଯାଉଥିବା ବେଳେ ବସଟି ହଠାତ୍ ଯାଇ ଟ୍ରକ ପଛରୁ ପିଟିଥିଲା  । ସ୍ଥାନୀୟ ଲୋକଙ୍କ…

ରାଜଧାନୀରେ ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳ ଆହତ

ଭୁବନେଶ୍ୱର: ଗୁରୁବାର ସକାଳେ ମଞ୍ଚେଶ୍ୱର ପୁଲିସ ଓ ସ୍ପେଶାଲ ସ୍କ୍ବାଡ୍ ଟିମର ମିଳିତ ଉଦ୍ୟମରେ ଏନକାଉଣ୍ଟର ପରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଗିରଫ କରାଯାଇଛି। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା। ହିଂସାତ୍ମକ ଓ ବେପରୁଆ ଆଚରଣ ପାଇଁ ଜଣାଶୁଣା ରଘୁ…

ମୁସଲିମ ଲିଗରେ ଲାଗିଲା ପ୍ରତିବନ୍ଧକ: ନିଷ୍ପତ୍ତି ନେଲେ ସରକାର

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି । ବାସ୍ତବରେ ଜମ୍ମୁ-କଶ୍ମୀରରେ ମୁସଲିମ ଲିଗ ଉପରେ ପ୍ରତିବନ୍ଧକ ଲଗାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜେ ଏହି ଘୋଷଣା କରିଛନ୍ତି । ଆସନ୍ତା…

ଓଲଟିଲା କୁକୁଡା ବୋଝେଇ ଗାଡି, ବୋହିନେଲେ ଲୋକେ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାରେ ଘନ କୁହୁଡ଼ି ଯୋଗୁ ସିରିଜ୍ ଦୁର୍ଘଟଣା ଘଟିଛି । ସ୍ଥିତି ଏପରି ହେଲା କି ଏକାଧିକ ଗାଡି ପଛକୁ ପଛ ବାଡେଇ ହୋଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିଥିବା ଗାଡି ମଧ୍ୟରେ ଏକ କୁକୁଡ଼ା…