Latest Odisha News

BREAKING NEWS

ଯଦି ଦୁଇ ଦେଶ ମଧ୍ୟରେ ଆଲୋଚନା ନ ହୁଏ ତେବେ କାଶ୍ମୀର ଅବସ୍ଥା ମଧ୍ୟ ଗାଜା ଓ ପାଲେଷ୍ଟାଇନ ପରି ହେବ: ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ପରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ସମ୍ମିଳନୀ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଏକ ବଡ଼ ବିବୃତ୍ତି ଦେଇଛନ୍ତି ଏବଂ ଭାରତ-ପାକିସ୍ତାନ ଆଲୋଚନାକୁ ସମର୍ଥନ କରିଛନ୍ତି। ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଯଦି ଭାରତ ଏବଂ ପାକିସ୍ତାନ…

କିଚେନ ଟିପ୍ସ: ଆଳୁ ସିଝେଇବା ବେଳେ ପ୍ରେସର କୁକର କଳା ପଡିଯାଉଛି କି ? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ଵର; ରୋଷେଇ ଘରେ ପ୍ରତିଦିନ କାମ କରିବାବେଳେ ଆମେମାନେ ଅନେକ ଟିପ୍ସ ଆପଣାନ୍ତି ଯାହା ଆମ କାମକୁ ସହଜ କରିଦେଇଥାଏ । ଏହି ଟିପ୍ସ ଗୁଡିକ ଗ୍ରହଣ କରିବା ଦ୍ଵାରା ଆପଣଙ୍କ କାର୍ଯ୍ୟ ସହଜ ହେବା ସହ ଆପଣଙ୍କୁ ରୋଷେଇ କରିବାରେ କମ୍ ସମୟ ମଧ୍ୟ ମଧ୍ୟ ଲାଗିବ । ଅଧିକ ପରିଶ୍ରମରୁ ମଧ୍ୟ ଆପଣ…

ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’ର ଏକାଦଶ ସନ୍ଧ୍ୟା

­ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ୧୨ ଦିନ ଧରି ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସନ୍ଧ୍ୟାରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଏବଂ ମହିଳା ଓ ଶିଶୁ ବିକାଶ…

ରାମ ମନ୍ଦିରକୁ ପେଣ୍ଟେଟ ଓ୍ବାର୍ଲଡ କ୍ଲକ୍ ଦେଲେ ପରିବା ବ୍ୟବସାୟୀ, ଏକା ସାଙ୍ଗରେ ଦେଖାଇବ ୯ ଟି ଦେଶର ସମୟ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ନେଇ ସମଗ୍ର ଦେଶରେ ଉତ୍ସାହର ବାତ୍ତାବରଣ ରହିଛି । ସମସ୍ତେ ନିଜ ନିଜସାମର୍ଥ୍ୟ ହିସାବରେ ରାମ ଲାଲାଙ୍କ ପାଇଁ କିଛି ପ୍ରଦାନ କରୁଛନ୍ତି । ଏହି କ୍ରମରେ ଲକ୍ଷ୍ନୌ ର ଜଣେ ପରିବା ବ୍ୟବସାୟୀ ଅନିଲ କୁମାର ସାହୁ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ…

ବଢିଲା ଭାରତୀୟ ନୌସେନାର ବଳ, ନୌସେନାରେ ସାମିଲ ହେଲା INS ଇମ୍ଫାଲ

ମୁମ୍ବାଇ: ବଢିଲା ଭାରତୀୟ ନୌସେନାର ବଳ । ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଅତ୍ୟାଧୁନିକ ଷ୍ଟିଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଆଇଏନଏସ ଇମ୍ଫାଲ । ଆଜି ମୁମ୍ବାଇ ଡକୟାର୍କରେ ପହଞ୍ଚି ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ଶୁଭ ଉଦଘାଟନ କରିବା ପରେ ପଶ୍ଚିମ ନୌସେନାରେ ଏହାକୁ ସାମିଲ…

ଟାଇମପାସ୍ ପ୍ରକାଶନର ସ୍ଵତନ୍ତ୍ର ସାହିତ୍ୟ ଉତ୍ସବ ‘ଉତସାହିତ୍ୟ’

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଟାଇମ ପାସ ପକ୍ଷରୁ ଏକଦିବସୀୟ ସାହିତ୍ୟ ଉତ୍ସବ ‘ଉତ୍ସାହିତ୍ୟ’ର ଚତୁର୍ଥ ସଂସ୍କରଣ ସ୍ଥାନୀୟ ଉତ୍କଳ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରଦୀପ କୁମାର ରାୟଙ୍କ ଦ୍ଵାରା ଅନୂଦିତ ଜୟନ୍ତ ଦେଙ୍କ ‘ରସିକ ସାରଙ୍କ ଘୋଡ଼ା’,

୨୭ ବର୍ଷରେ ବିଜେଡି: ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମେଡ଼ିକାଲ କଲେଜ ପରିସରରେ ରକ୍ତଦାନ ଶିବିର ଆୟୋଜିତ

ପୁରୀ: ବିଜୁ ଜନତା ଦଳର ୨୬ ବର୍ଷ ପୂର୍ତ୍ତି ଉପଲକ୍ଷେ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମେଡ଼ିକାଲ କଲେଜ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଓଡ଼ିଶା ମୋ ପରିବାର ପୁରୀ ଜିଲ୍ଲା ସଂଯୋଜକ ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଏହି…

କାମରେ ଆସିଲା କେବିସି ଜ୍ଞାନ, ଏବେ ମିଳିଲା ଏକା ସାଙ୍ଗରେ ଦୁଇ ଦୁଇଟି ସରକାରୀ ଚାକିରୀର ଅଫର

ବିହାର: ଲୋକପ୍ରୀୟ କୁଇଜ୍ ରିଆଲିଟି ସୋ 'କନ୍ ବାନେଗା କରୋଡପତୀ' ହଜାର ହଜାର ଲୋକଙ୍କ ସ୍ୱପ୍ନକୁ ପୂରଣ କରିଛି। ହଟ ସିଟରେ ବସିବା ପରେ କେହି କେହି ଲକ୍ଷପତି ହେଉଛନ୍ତି ତ କେହି କେହି କୋଟିପତି ମଧ୍ୟ ହେଉଛନ୍ତି । ତେବେ କଣ ଆପଣଙ୍କ ମନେ ଅଛି କି ୫ କୋଟି ଜିତିବାରେ ପ୍ରଥମ କୋଟିପତି କିଏ ଥିଲେ ।…

ଇଡକୋ ଚିଫ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ଯାଜପୁର: ଭିଜିଲାନ୍ସ ଜାଲରେ ଇଡ୍‌କୋ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ୍‌କୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜ କାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୭ ଟି ସ୍ଥାନରେ ଚଢାଉ ଚାଲିଛି । ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ…

ପ୍ରଧାନମନ୍ତ୍ରୀଙ୍କ ଖ୍ରୀଷ୍ଟମାସ ସେଲିବ୍ରେସନରେ ସାମିଲ ହେଲେ ଡିନୋ ମେରିୟା, ଫଟୋ ଭାଇରାଲ

ମୁମ୍ବାଇ; ବଲିଉଡର ତାରକା ମାନେ ଖ୍ରୀଷ୍ଟମାସ ପର୍ବକୁ ବହୁତ ଧୁମ୍ ଧାମର ସହିତ ପାଳନ କରିଥାନ୍ତି | ବନ୍ଧୁବାନ୍ଧବ, ପ୍ରିୟଜନ ତଥା ସାଙ୍ଗସାଥୀ ମାନଙ୍କ ସହ ଏହି ପର୍ବକୁ ପାଳନ କରି ତାହାର କିଛି ବିଶେଷ ମୁହୁର୍ତ୍ତକୁ ସୋସିଆଲ ମିଡିଆରେ ସେୟାର କରନ୍ତି | ଏହି ପରୀପ୍ରେକ୍ଷୀରେ ୨୫ ଡିସେମ୍ବରରେ…