Latest Odisha News

BREAKING NEWS

ସାକ୍ଷୀଗୋପୀନାଥ ମନ୍ଦିର ପରିସରରେ ଥିବା ମଦନମୋହନ ମନ୍ଦିରରୁ ଚୋରି

ପୁରୀ: ଥମୁନି ଚୋରୀ , ରାହାଜାନୀ ଭଳି ଘଟଣା  । ବୃଦ୍ଧି ପାଉଛି ଅପରାଧୀକ ମାମଲା  । ପ୍ରତ୍ୟେକ ଦିନ କେଉଁଠୁ ନା କେଉଁ ସ୍ଥାନରୁ  ଚୋରି , ଲୁଟପାଟ ଘଟଣା ସାମ୍ନାକୁ ଆସୁଛି  । ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ପୁରୀ ସାକ୍ଷୀ ଗୋପାଳରେ । ମନ୍ଦିର ଭିତରେ ଥିବା ଚଳନ୍ତି ପ୍ରତିମା…

ଆଜି ୪୫ ବର୍ଷରେ ପାଦ ଥାପିଲେ ବଲିଉଡ ଅଭିନେତା ରିତେଶ ଦେଶମୁଖ : ଏହି ଫିଲ୍ମ ବଦଳାଇଦେଇଥିଲା ଭାଗ୍ୟ

ମୁମ୍ବାଇ : ବଲିଉଡ ଅଭିନେତା ରିତେଶ ଦେଶମୁଖ । ତାଙ୍କୁ ଜାଣିବାକୁ ହେଲେ ତାଙ୍କ ନାଁ ହିଁ କାଫି । ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ । ବଲିଉଡର ଏବେ ଫ୍ୟାନ୍ସଙ୍କ ପ୍ରିୟ କପଲ ମାନଙ୍କ ଭିତରେ ରହିଛନ୍ତି ରିତିଶ ଦେଶମୁଖ ଏବଂ ଜେନେଲିଆ ଡିସୁଜା । ବର୍ତ୍ତମାନ ସେମାନଙ୍କୁ ଫିଲ୍ମରେ କମ୍ ଓ…

୨୪ରୁ ଦୁଲୁକିବ ରାଜଧାନୀ ରାଜରାସ୍ତା : ଆରମ୍ଭ ହେବ ପଥୋତ୍ସବ, ଝୁମିବେ ସହରବାସୀ

ଭୁବନେଶ୍ବର : ଆସନ୍ତା ୨୪ ତାରିଖରୁ ରାଜଧାନୀର ରାଜରାସ୍ତାରେ ଆରମ୍ଭ ହେବାକୁ ଯାଉଛି ପଥୋତ୍ସବ । ଏହି କାର୍ଯ୍ୟକ୍ରମ ପାଇଁ ପୁଣି ଥରେ ସକାଳ ସମୟରେ ଦୁଲୁକି ଉଠିବ ରାଜଧାନୀର ରାଜରାସ୍ତା। ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥ ଉତ୍ସବ କରିବାକୁ ନିଷ୍ପତି ନେଇଛନ୍ତି ବିଏମ୍‌ସି…

ସଂସଦ ଭବନ ସୁରକ୍ଷା ମାମଲା: ଅଭିଯୁକ୍ତଙ୍କ ଅଧାପୋଡା ମୋବାଇଲ ଫୋନ ରାଜସ୍ଥାନରୁ ଜବତ କଲା ପୋଲିସ

ନୂଆଦିଲ୍ଳୀ: ସଂସଦ ଭବନର ସୁରକ୍ଷା ମାମଲାକୁ  ନେଇ ବଡ ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତର ମୋବାଇଲ ଫୋନର ପାର୍ଟସ ରାଜସ୍ଥାନରୁ ଜବତ କରିଛି ପୋଲିସ । ମୋବାଇଲ ଫୋନର ପାର୍ଟସ ଜଳି ଯାଇଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲଳିତ ଝାଙ୍କ…

ରାଜ୍ୟରେ ଜାରି ରହିଛି ଶୀତ ଲହରୀ, ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା

ଭୁବନେଶ୍ବର: ଆଭ୍ୟନ୍ତରରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଜାରି ରହିଛି ଶୀତଲହରୀ । ଫଳରେ ଜାଡରେ ଥରୁଛନ୍ତି ରାଜ୍ୟବାସୀ । ରାଜ୍ୟରେ ୬ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀରୁ ତଳେ ରହିଛି । ଆଉ ଥଣ୍ଡା ସମୟରେ ନିଆଁ ଜାଳି ଉପଶମ ପାଉଛନ୍ତି ଲୋକେ । ଫଳରେ ସ୍ଥାନେ ସ୍ଥାନରେ ଅଧିକ କୁହୁଡି ଅନୁଭୂତ ହେଉଛି…

ମୁଣ୍ଡ ନେଉଛି ଝାଡାବାନ୍ତି : ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା, ଆଜି ପୁଣି ଜଣଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ସହରରେ ବ୍ୟାପୁଛି ଝାଡାବାନ୍ତି  । ଆଜି ଆଉ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକ ଗାନ୍ଧିରୋଡ୍ ଅଞ୍ଚଳର ଅତୁଲ କିଷାନ ବୋଲି ଜଣାପଡ଼ିଛି।  ୩ ଦିନରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ବର୍ତ୍ତମାନ ୧୧୬ ଜଣ ଆକ୍ରାନ୍ତ ଆଇଜିଏଚରେ ଚିକିତ୍ସିତ ହେଉଛନ୍ତି । କହିବାକୁ ଗଲେ…

ଗଳ୍ପ : ପ୍ରକୃତ ବାନ୍ଧବୀ

ଗୌରାଙ୍ଗ ପଟେଲ ଗୋଟିଏ ଦେଶୀ ପାଉଚ, ପାଞ୍ଚ ଟଙ୍କିଆ ମିକ୍ସଚର ପକେଟ, ଗୋଟେ ପାଣି ପାଉଚ ଆଉ ଗୋଟିଏ ଡିସ୍ପୋଜେବଲ୍ ଗ୍ଲାସ। ସହଜ ସୁଲଭ ତାରିକାରେ ମଦ ପିଆ। ଦିନକୁ କେତେଥର କେଜାଣି କିନ୍ତୁ ଯେତେବେଳେ ଦେଖିଲେ ସେନକା ଆଗ ପଛହେଇ ଢଳି ଢଳି ଚାଲୁଥାଏ। ଘର ପରିବାରର ହାଲ ତାର ଦାୟିତ୍ୱ ସେ…

ସଂସଦ ସୁରକ୍ଷାରେ ତୃଟି ମାମଲା; ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଚିନ୍ତାଜନକ: ମୋଦି

ନୂଆଦିଲ୍ଲୀ: ଡିସେମ୍ବର ୧୩ ତାରିଖରେ ସଂସଦର ସୁରକ୍ଷା ବ୍ୟବସ୍ଥାରେ ତୃଟି ଘଟଣାରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିବୃତ୍ତି ଦେଇଛନ୍ତି । ପିଏମ ମୋଦି କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁର୍ଘଟଣାକୁ ନେଇ ଯୁକ୍ତିତର୍କ କିମ୍ବା ବିରୋଧ କରିବା…

ଶିଶୁ କବିତା : ପରଜାପତି

ତରୁଣ କୁମାର ମିଶ୍ର ଅତି ଖୁସିରେ ବିଭୋର ହୋଇ ଟିକି ପରଜାପତି , ଫୁଲ ଉପରେ ବସିଛି ଦେଖ ଦିଅଇ ପରା ହସି । ଗାଉଛି ଗୀତ ମନ ଆନନ୍ଦେ ଫୁଲ ବି ଝୁଲେ ଧୀରେ , ଫୁଲ ସାଥିରେ ପରଜାପତି ଝୁଲଇ ଗଛ ପରେ । ଦେହ ତାହାର କେଡ଼େ ସୁନ୍ଦର ଫୁଲରୁ ଫୁଲ ଉଡ଼ି , ଶୋଷଇ ମହୁ ଦେହରୁ ତା' ର…

ଚୀନ ବିଦେଶ ମନ୍ତ୍ରୀଙ୍କ ନିଖୋଜ ପଛରେ ପୁଟିନଙ୍କ ହାତ ! ଜିନ ପିଙ୍ଗଙ୍କୁ ଦେଇଥିଲେ ସାଂଘାତିକ ତଥ୍ୟ

ବେଜିଂ:ଚୀନର ବିଦେଶ ମନ୍ତ୍ରୀ କିନ ଗାଙ୍ଗ ନିଖୋଜ ହେବାର ଆଜକୁ ୫ ମାସ ହୋଇଗଲାଣି  । ଦୀର୍ଘ ମାସ ପରେ ଏକ ବଡ ରହସ୍ୟ ସାମ୍ନାକୁ ଆସିଛି । କୁହାଯାଉଛି, ରୁଷ ରାଷ୍ଟ୍ରପତି ବ୍ଲାଦିମାର ପୁଟିନଙ୍କ ପାଇଁ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜ ବିଦେଶ ମନ୍ତ୍ରୀଙ୍କୁ ଗାଏବ କରିବାକୁ ବାଧ୍ୟ…