Latest Odisha News

BREAKING NEWS

୧୯୧ତମ ଜନ୍ମଦିନ ପାଳିଲା ବିଶ୍ବର ସବୁଠୁ ବୟୋଜ୍ୟେଷ୍ଠ କଇଁଛ ଜୋନଥନ

ନୂଆଦିଲ୍ଲୀ: ୧୯୧ ତମ ଜନ୍ମଦିନ ପାଳନ କଲା ଜୋନଥନ । ଆପଣମାନେ ବି ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ଯେ  ଏତେ ବୟସ୍କ ବ୍ୟକ୍ତି କେଉଁଠି ଅଛନ୍ତି ?  ନାଁ ଆଜ୍ଞା, ଆମେ କୌଣସି ବୟସ୍କ ମଣିଷ କଥା କହୁନିୁ  । ଆମେ କହୁଛୁ ଏକ ବୟସ୍କ କଇଁଚର କଥା । ଏହି କଇଁଛଟି ନିଜର ବୟସକୁ ନେଇ ସବୁବେଳେ ଚର୍ଚ୍ଚାରେ…

ତେଲିଆ ମାଛର ଦାମ୍ ୨୦ଲକ୍ଷରୁ ଉର୍ଦ୍ଧ୍ବ

ପାରାଦୀପ : ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ଦାମୀ ମାଛ। ଧରାଯାଇଥିବା ୧୭ଟି ମାଛକୁ ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାରେ ନିଲାମ କରାଯାଇଛି ।  ଯାହାର ଓଜନ ୩ କ୍ଵିଣ୍ଟାଲରୁ ଅଧିକ ରହିଛି। ସେହି ମାଛର ନାଁ ରହିଛି ତେଲିଆ ବୋରେଇ  ।ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି ବୋଲି…

ମହୁମାଛି ଆକ୍ରମଣରେ ୨ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ଗାଁରେ ଅଭାବନୀୟ ଘଟଣା । ମହୁମାଛି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ କାଦୁଆ ଗାଁର ଝୁମର ସେଠୀ ଏବଂ ମାୟାଧର ଦେହୁରୀ । ସୂଚନା ମୁତାବକ, ମାୟାଧର ଗାଁ ପାଖ ନିଜ ଚାଷ ଜମିରୁ ଘରକୁ ଫେରୁଥିବା ବେଳେ…

ଶୀତ ଦିନେ ରାମବାଣ ସଦୃଶ ଏହି ତେଲ; ଆଜି ହିଁ ବ୍ୟବହାର କରନ୍ତୁ, ପାଇବେ ଅନେକ ଫାଇଦା

ନୂଆଦିଲ୍ଲୀ: ଶୀତ ଋତୁରେ ଥଣ୍ଡା, କାଶ, ଫ୍ଲୁ, ଭାଇରାଲ୍ ଜ୍ୱର, ଗଣ୍ଠିରେ ଯନ୍ତ୍ରଣା ଇତ୍ୟାଦି ଗୁରୁତର ସମସ୍ୟା ଉପୁଜିବା ଆରମ୍ଭ କରେ । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଶୀତଦିନେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ । ଏହି ଋତୁରେ, ଆପଣ ସୋରିଷ ତେଲ ବ୍ୟବହାର କରି ଏହି ସବୁ…

ଧାରଣାରେ ଏମ୍ସ ସଫେଇ କର୍ମଚାରୀ: ଡାକ୍ତରଖାନା ପରିସରରେ ବାଜିଲାନି ଝାଡୁ

ଭୁବନେଶ୍ୱର:ଭୁବନେଶ୍ୱର ଏମ୍ସରେ ଶ୍ରମିକ ଛଟେଇକୁ ନେଇ ପ୍ରତିବାଦ ତୀବ୍ର ରୂପ ଆଜି ନେଇଛି । ଶ୍ରମିକ ଛଟେଇ ଓ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଭୁବନେଶ୍ୱର ଏମ୍ସର ଶତାଧିକ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସଫେଇ କର୍ମଚାରୀମାନେ ଏମ୍ସ ନିର୍ଦ୍ଦେଶକଙ୍କ…

କିଛି ଲଢେଇ ହାରିବା ପାଇଁ ଲଢିବାକୁ ପଡ଼ିଥାଏ-କପିଲ ସିବ୍ବଲ

ନୂଆଦିଲ୍ଲୀ:ଧାରା ୩୭୦ ଉଚ୍ଛେଦ ବିରୋଧରେ ଆଗତ ମାମଲାର ରାୟଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଯାଇଛି । ଏହି ଧାରା ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ସାମ୍ବିଧାନିକ ଭାବେ ବୈଧ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି । ତେବେ ରାୟ ଶୁଣାଣି ପୂର୍ବରୁ ବରିଷ୍ଠ…

କୋହଲିଙ୍କ ଫିଟନେସ୍ ରାଜ୍ : ଜାଣନ୍ତୁ ଡାଏଟ୍, ୱାର୍କ ଆଉଟ୍ ଓ ଫିଟନେସ୍ ଟିପ୍ସ

ନୂଆଦିଲ୍ଲୀ : ଯେତେବେଳେ ଫିଟନେସ୍ର କଥା ଆସେ  । ଆଗେ ମନକୁ ଆସେ କ୍ରିକେଟର ମାନଙ୍କ କଥା  । ସବୁ କ୍ରିକେଟରଙ୍କ ମଧ୍ୟରୁ ନିଆରା ଅନ୍ଦାଜର ମଣିଷ ହେଉଛନ୍ତି ବିରାଟ କୋହଲି  । ଫିଟ୍‌‌ନେସର ଆଇକନ୍‌‌ ଭାବେ କୋହଲି ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅନେକ ସମୟରେ ବିରାଟ…

ରେକର୍ଡ କଲା କାଶୀ ବିଶ୍ୱନାଥ ଧାମ, ୨ ବର୍ଷରେ ବାବାଙ୍କୁ ଦର୍ଶନ କରିଛନ୍ତି ପ୍ରାୟ ୧୩ କୋଟି ଶ୍ରଦ୍ଧାଳୁ

ବାରଣାସୀ: ଦ୍ବାଦ୍ଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ ହେଉଛି କାଶୀ ବିଶ୍ୱନାଥ ଧାମ । ଉତ୍ତରପ୍ରଦେଶର ବାରଣାସୀ ଠାରେ ବିରାଜମାନ ଏହି ଧାମକୁ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ ଆସିଥାନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ଧାମ ପରିଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତ ​​ପହଞ୍ଚିଛନ୍ତି ।…

ସାବଧାନ୍ ! ବୁଲୁଛନ୍ତି ଜିନ୍ସ , ଜ୍ୟାକେଟ୍ ପିନ୍ଧା ସମ୍ଭ୍ରାନ୍ତ ଚୋର

ଭୁବନେଶ୍ବର : ସାବଧାନ୍ ! ରାଜଧାନୀବାସୀ । ବୁଲୁଛନ୍ତି ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର । ମୁହଁରେ ମାସ୍କ ପିନ୍ଧି ଘରେ ନଥିବାବେଳେ କଳା କନା ବୁଲାଉଛନ୍ତି । ଏଭଳି କିଛି ଘଟଣା ଘଟିଛି ରାଜଧାନୀର ମଞ୍ଚେଶ୍ବର ରେଲଓ୍ବେ କଲୋନୀରେ  । ସୂଚନା ଅନୁସାରେ ଗତକାଲି ମଞ୍ଚେଶ୍ୱର ରେଲୱେ…

ଜମିବାଡ଼ି ବିବାଦକୁ ନେଇ ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ

ଯାଜପୁର: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବରି ରାମଚନ୍ଦ୍ରପୁର ଥାନା ବାଲିବିଲି ଗାଁରେ । ମୃତକ ହେଲେ ମନୋଜ କବି । ଏହି ଘଟଣାରେ ଆକ୍ରମଣକାରୀ ସାନ ଭାଇ ସନାତନ କବି ଫେରାର ରହିଛି । ସୂଚନା ମୁତାବକ,…