ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ
ନୂଆଦିଲ୍ଲୀ : ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓଙ୍କ ନାଁରେ ମୋହର ବାଜିଛି । କୁଙ୍କୁରୀ ସଂରକ୍ଷିତ ଆସନରୁ ସେ ବିଜୟୀ ହୋଇଛନ୍ତି । ୨୦୨୦ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ସଭାପତି ଦାୟିତ୍ବ ତୁଲାଇଥିଲେ ।…