Latest Odisha News

BREAKING NEWS

ବଜ୍ରକାପ୍ତା ଡିଲ୍ ଫେଲ୍, ୨ ଚାଲାଣକାରୀଙ୍କୁ ମାଡି ବସିଲା STF

ଭୁବନେଶ୍ୱର: ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡିବସିଲା STF । ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ବ୍ରହ୍ମପୁର-ରାୟଗଡା NH-୩୨୬ ଅଖୁସିଂଗି ଛକ ନିକଟରେ ଚଢ଼ାଉ କରି ୨ଅଭିଯୁକ୍ତଙ୍କୁ ଧରିଛି । ବଜ୍ରକାପ୍ତାକୁ ୫ ଲକ୍ଷରେ ବିକ୍ରି…

ଡିଟରଜେଣ୍ଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୦୦ କୋଟିର ସାମଗ୍ରୀ ପାଉଁଶ

ତାମିଲନାଡୁ: ଚେନ୍ନାଇର ଡିଟରଜେଣ୍ଟ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଉତ୍ତର ଚେନ୍ନାଇ ମନାଲିର ବାୟାକଡୁ ଅଞ୍ଚଳରେ ଥିବା ଏକ ଡିଟରଜେଣ୍ଟ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଆନୁମାନିକ ୧୦୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଯାଇଛି । ପୂର୍ବାହ୍ନରେ ହଠାତ ଗୋଦାମ…

‘ବିକଶିତ ଭାରତ’ ପାଇଁ ସମସ୍ତେ ଗୋଟିଏ ପାଦ ଆଗକୁ ବଢାଇବାକୁ ଆହ୍ୱାନ ଦେଲେ କେନ୍ଦ୍ର ମନ୍ତ୍ରୀ 

ସମ୍ବଲପୁର: ସମସ୍ତଙ୍କୁ ସାଙ୍ଗରେ ନେଇ ଗାଁରୁ ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ସହ ଦେଶକୁ ମଜଭୂତ୍ କରିବା । ଅମୃତକାଳର ଚାରିଟି ଅମୃତ ସ୍ତମ୍ଭ - ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବଙ୍କ ଶକ୍ତି ଭାରତକୁ ବିକଶିତ କରିବ । ମୋଦିଙ୍କ ଗ୍ୟାରେଣ୍ଟି ଜନତାଙ୍କ ଆସ୍ଥାଭାଜନ…

ଦଳ ବିରୋଧୀ କାମ ପାଇଁ ବିଏସପିରୁ ନିଲମ୍ବିତ ହେଲେ ସାଂସଦ ଦାନିଶ ଅଲ୍ଲି

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ନିଜ ଦଳର ସାଂସଦ ଦାନିଶ ଅଲ୍ଲିଙ୍କୁ ଦଳରୁ ନିଲମ୍ବିତ କରିଛି ।   ଦଳ ବିରୋଧୀ କାର୍ଯ୍ୟକଳାପରେ ଶାମିଲ ହେବା କାରଣରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଦାନିଶ ଅଲି ଯେଉଁପରି ଭାବେ ସଂସଦରେ କଂଗ୍ରେସ ସହ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା,  ଏହାକୁ ଦେଖି…

ଘୋଷଣା ହେଲା ଭାରତୀୟ କୁସ୍ତି ସଂଘର ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ତାରିଖ ଶନିବାର ଘୋଷଣା କରାଯାଇଛି । ଡିସେମ୍ବର ୨୧ ତାରିଖରେ ଏହି ନିର୍ବାଚନ ହେବ ଏବଂ ଉକ୍ତ ଦିନ ମଧ୍ୟ ଫଳାଫଳ ବାହାରିବ । ଏଥିସହ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ନିକଟରେ ସୁପ୍ରିମକୋର୍ଟ ପଞ୍ଜାବ ଓ ହରିୟାଣା…

ପ୍ରହସନ ପାଲଟିଛି ହରିଶ୍ଚର୍ଯ୍ୟ ଯୋଜନା : ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ପ୍ରଶାସନ

ନୂଆପଡା: ଗରିବ ଲୋକଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରୁଛନ୍ତି । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ସରକାରୀ କର୍ମଚାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ବୈମାତୃକ ମନୋଭାବ…

ଗୋଟିଏ କାର୍ଯ୍ୟକ୍ଷେତ୍ରରେ ସ୍ୱାମୀ-ସ୍ତ୍ରୀ ଏକତ୍ର ନିଯୁକ୍ତି ଜରୁରୀ ନୁହେଁ :ହାଇକୋର୍ଟ

ଲକ୍ଷ୍ନୌ: ସ୍ୱାମୀ-ସ୍ତ୍ରୀ କର୍ମକ୍ଷେତ୍ରରେ ଏକତ୍ର ନିଯୁକ୍ତି ନେଇ ଲକ୍ଷ୍ନୌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛନ୍ତି । କୋର୍ଟ କହିଛନ୍ତି ସ୍ୱାମୀ-ସ୍ତ୍ରୀ ଗୋଟିଏ କାର୍ଯ୍ୟକ୍ଷେତ୍ରରେ ଏକତ୍ର କାର୍ଯ୍ୟ କରିବେ ତାହା ଜରୁରୀ ନୁହେଁ । ସେମାନଙ୍କ ସମ୍ପର୍କରେ ସମ୍ପୃକ୍ତ ବିଭାଗ…

ଛୋଟ ପିଲାଙ୍କୁ ଜବରଦସ୍ତ ଅଶ୍ଳୀଳତା ଆଡକୁ ଠେଲି ଦେଉଛି ଫେସବୁକ, ଇନଷ୍ଟା: ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ଫେସବୁକ ଏବଂ ଇନଷ୍ଟ୍ରାଗ୍ରାମ ସମସ୍ୟା ଦିନକୁ ଦିନ ଭାରି ପଡୁଛି । ଆମେରିକା ନ୍ୟୁ ମେକ୍ସିକୋର ଆଟର୍ଣ୍ଣି ଜେନରାଲ ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ବିରୋଧରେ ମାମଲା ରୁଜୁ କରିଛନ୍ତି । ଆଟର୍ଣ୍ଣି ଜେନରାଲ ଫେସବୁକ…

ଖୋଲିବ ଜବତ କୋକେନର ରହସ୍ୟ : ତଦନ୍ତରେ ସହଯୋଗ ପାଇଁ ଆସିଲେ ଇଣ୍ଟରପ୍ରିଟର୍

ପାରାଦୀପ : ଜାହାଜରୁ କୋକେନ୍ ଜବତ ଘଟଣା । ତଦନ୍ତରେ ସହଯୋଗ ପାଇଁ ଆଜି ପାରାଦୀପରେ ପହଂଚିଛନ୍ତି ଟ୍ରାନ୍ସଲେଟର । ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିଲା । ତେଣୁ  ଜାହାଜ କର୍ମଚାରୀଙ୍କ ଭାଷା ବୁଝିବା ପାଇଁ ଅନୁବାଦକଙ୍କର  ସହଯୋଗ ନିଆଯାଇଛି । ସୂଚନା ଅନୁସାରେ ନଭେମ୍ବର ୧ ତାରିଖରେ…

ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ, ଆଶ୍ଚର୍ଯ୍ୟଚକିତ ହେଲେ ଡାକ୍ତର

ଚୀନ୍ : ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ  । କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ  । ମାତ୍ର ଏହା ସତ  । ଚୀନ୍‌ର ଏକ ଡାକ୍ତରଖାନାରେ ଡାକ୍ତରମାନେ ମହିଳାଙ୍କ ବାମ ଆଖିରୁ ୪୦ଟି ଓ ଡାହଣ ଆଖିରୁ ୨୦ଟି ଜିଅନ୍ତା ପୋକ ବାହାର କରିଛନ୍ତି ।  ଡାକ୍ତରଙ୍କ କହିବା…