Latest Odisha News

BREAKING NEWS

ସାମ୍ବାଦିକଙ୍କ ପାଇଁ ସବୁଠାରୁ ଭୟଙ୍କର ସାବ୍ୟସ୍ତ ହୋଇଛି ହମାସ-ଇସ୍ରାଏଲ ଯୁଦ୍ଧ, ପ୍ରାଣ ହରାଇଲେଣି ୬୧ ଜଣ

ଜେରୁଜେଲମ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧର ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଇତି ମଧ୍ୟରେ ଇସ୍ରାଏଲ ସେନା ଅ୍ରାମଣରେ ଆକ୍ରମଣରେ ୬୩ ଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟିଲାଣି  । ସାମ୍ବାଦିକ ସୁରକ୍ଷା କମିଟି ପକ୍ଷରୁ ସୋମବାର ଏହି ସଦ୍ୟତମ ମୃତ୍ୟୁ ସଂଖ୍ୟା ଅପଡେଟ କରାଯାଇଛି । ଏହି…

ବ୍ରେନ ଷ୍ଟ୍ରୋକରେ ପୀଡିତ ଏହି କ୍ରିକେଟରଙ୍କ ପିତା, ଚିକିତ୍ସାକୁ ନେଇ ଚିନ୍ତିତ କ୍ରକେଟର୍….

ୟୁପି: ବ୍ରେନ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ କ୍ରିକେଟର ଦୀପକ ଚାହରଙ୍କ ପିତା । ଆଲିଗଡରେ ହେଉଥିବା ଏକ ବିବାହ ଭୋଜିରେ ସାମିଲ ହେବାକୁ ଯାଇଥିବା ଭାରତୀୟ ଟିମର ଅଲରାଉଣ୍ଡର ଦୀପକ ଚାହରଙ୍କ ପିତାଙ୍କର ହଠାତ୍ ବ୍ରେନ୍ ଷ୍ଟ୍ରୋକ ହେବାରୁ ତାଙ୍କୁ ରାମଘାଟ ରୋଡରେ ଥିବା…

ଜାଣନ୍ତୁ ‘ଲାଲ କିଲା’ ନାମକରଣ ପଛର ରହସ୍ୟ

ନୂଆଦିଲ୍ଲୀ : ଭାରତରେ ଅନେକ ଐତିହାସିକ ସ୍ଥଳୀ ରହିଛି ।  ଯେଉଁଠାକୁ ପ୍ରତିଦିନ ଶହ ଶହ ଲୋକ ବୁଲିବାକୁ ଯାଆନ୍ତି  । କିନ୍ତୁ ଯେତେବେଳେ ବି ପ୍ରମୂଖ ପର୍ଯ୍ୟଟନସ୍ଥଳୀର କଥା ମନକୁ ଆସିବ, ପ୍ରଥମେ ଆସିବ ଲାଲକିଲାର କଥା । ୨୦୦୭ ମସିହାରେ ଏହା ବିଶ୍ବ ଐତିହ୍ୟରେ ସ୍ଥାନ ପାଇଥିଲା। ୧୬୩୯ ମେ ୧୨ରେ…

ଘରେ ପଶି ମହିଳାଙ୍କୁ ଗୁଳିମାଡ, ଦୁର୍ବୁତ୍ତ ଫେରାର୍

ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳିମାଡ କଲେ ଅଜଣା ଦୁର୍ବୁତ୍ତ  । ଏମିତି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇପାଳ ଗାଁରେ  । ମହିଳା ଜଣକ ରାତିରେ ଘରେ ଶୋଇଥିବାବେଳେ କିଛି ଅଜଣା ଦୁର୍ବୁତ୍ତ ଆସି ଗୁଳି ମାଡ କରିଛନ୍ତି  । ମହିଳା ଜଣକ ଲକ୍ଷ୍ମୀ ମୁର୍ମୁ ବୋଲି ଜଣାପଡିଛି ।…

ଆପଣଙ୍କୁ ବ୍ୟାଙ୍କର ହିନ୍ଦୀ ନାମ ଜଣା ଅଛି କି ? ଏହାର ମଧ୍ୟ ରହିଛି ଫୁଲ୍ ଫର୍ମ , ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ : ଆମେ ଆମ ଦୈନନ୍ଦିନ ଜୀବନରେ ଏପରି ଅନେକ ଶଦ୍ଦ କହିଥାଉ , ଯାହାର ସଠିକ୍ ଅର୍ଥ ଆମେ ଜାଣିନାହୁଁ  । ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, ତୁରନ୍ତ ବ୍ୟାଙ୍କଗୁଡ଼ିକ କଥା ଆମ ମନକୁ ଆସେ  । ଏହି ଶବ୍ଦ ଆମର ଦୈନନ୍ଦିନ ଜୀବନରେ ଏତେ ଜଡିତ ଯେ , ଆମେ ଏହାକୁ ଦିନରେ ଅନେକ ଥର…

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର

କଟକ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଗଲା ନମୁନା ପ୍ରଶ୍ନପତ୍ର। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି। ଏହି ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା…

୬ବର୍ଷ ବୟସରେ ବାବା ଖେତାନାଥଙ୍କୁ ବିକ୍ରି କରିଦେଇଥିଲେ ବାପା, ଆଜି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗରେ ଅଛନ୍ତି ସେ,…

ନୂଆଦିଲ୍ଲୀ: ନା ଥିଲା ମନରେ କିଛି ଇଚ୍ଛା, ନା ଯିବାକୁ କୌଣସି ରାସ୍ତା । କୋମଳ ଶାନ୍ତ ମନରେ ଛୋଟ ବେଳୁ ଘରୁ ବାହାରି ସନ୍ୟାସି ହୋଇଯାଇଥିଲେ ସେ । ବୟସ ମାତ୍ର ୬ ବର୍ଷ । ଗଣ୍ଠିଲିରେ କିଛି ଲଡୁ ଓ ହଳେ ମାତ୍ର ପୋଷାକ ନେଇ ଘରୁ ବାହାରିଯାଇଥିଲା ସେଇ ଛୋଟ ବାଳକଟି । ଆଉ ଆଜି ତାଙ୍କର ନାଁ…

ଦୁର୍ବଳ ହେଉଛି ମିଗଜୋମ, ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା

ଭୁବନେଶ୍ଵର: ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେଉଛି ବାତ୍ୟା ମିଗଜୋମ୍ । କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ମିଗଜୋମ୍ । ଆଗାମୀ କିଛି ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ । ଏପଟେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ସେପଟେ…

ଏହି କାରଣରୁ ଶୀତ ଦିନେ ବଢେ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା, କିପରି ପାଇବେ ଏଥିରୁ ମୁକ୍ତି, ଜାଣନ୍ତୁ କିଛି ଘରୋଇ ଉପଚାର…

ଭୁବନେଶ୍ଵର: ଶିତ ଋତୁରେ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା କାରଣରୁ ବହୁ ଲୋକ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହି ଋତୁରେ ଏହି ଯନ୍ତ୍ରଣା ବହୁ ପରିମାଣରେ ବଢିଯାଇଥାଏ । ଉଠିବା ବସିବା ସତେ ଯେପରି କାଠିକର ପାଠ ହୋଇପଡେ । ୨୦୧୫ରେ ହୋଇଥିବା ଜର୍ନାଲ ଅଫ୍ ଋମେଟୋଲୋଜି ଅଧ୍ୟୟନରୁ ଜଣା ପଡିଛି ଯେ…

ଭାଷା ଭାଗବତ : ବିଶ୍ବ ପରଂପରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପତ୍ନୀ ସହ ନ କଲେ ଯୁକ୍ତି ଅବଶ୍ୟ ମିଳେ ସୁଖ, ଶାଂତି ଅନେକ ଲୋକ ନ ବୁଝଂତି ଏପରି କୌଟୁଂବିକ ଗତି ପତ୍ନୀକୁ ଯୁକ୍ତିରେ ହରାଇ ପାରିବା ଭଳି ସ୍ବାମୀ ନାହିଁ ବିତର୍କ ମୂଳହୁଁ ନ କଲେ ସଂସାର ଖୁବ୍‌ ଭଲ ଚାଲେ ବୃଦ୍ଧ, ବୃଦ୍ଧା…