Latest Odisha News

BREAKING NEWS

ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା: ‘ମୋ ପୋଲିସ୍’ ଏବେ ‘ବିଜେଡି ପୋଲିସ’ରେ ପରିଣତ ହୋଇଛି: ଇରାସିସ୍ ଆଚାର୍ଯ୍ୟ

ଭୁବନେଶ୍ୱର: ଶାନ୍ତିପ୍ରିୟ ଓଡିଶା ରାଜ୍ୟରେ ଦିନକୁ ଦିନ ଅପରାଧ ପ୍ରବଣତା ବଢି ଚାଲିଛି । ଅପରାଧିମାନଙ୍କ ଚରା ଭୁଇଁ ପାଲଟିବା ସହିତ ଭିତ୍ତିଭୂମି ସୁଦୃଢ ହେବାରେ ଲାଗିଛି । ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟରେ ଓଡିଶାରେ ବଢିଚାଲିଥିବା ଅପରାଧ ସମ୍ପର୍କିତ ତଥ୍ୟ ଚିନ୍ତାର କାରଣ ପାଲଟିଛି…

ଡିସେମ୍ବର ୯ରେ ନମନର ୨ୟ ସଂସ୍କରଣ : ମହିଳା ପୁଲିସଙ୍କୁ କରାଯିବ ସମ୍ମାନିତ

ଭୁବନେଶ୍ବର :  ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ନମନର ୨ୟ ସଂସ୍କରଣ । ୭ମ ବାଟାଲିୟନ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ  । ନମନ ପୁଲିସ ଭାଇ ଭଉଣୀ ତଥା ସେମାନଙ୍କ ପରିବାର ପାଇଁ ଉତ୍ସର୍ଗୀକୃତ ଏବଂ ନିଆରା ଓ ଅନନ୍ୟ କାର୍ଯ୍ୟକ୍ରମ  । ପୋଲିସ ପ୍ରଶାସନ ସର୍ବଦା ଆଇନ…

ଅଭିଷେକଙ୍କ ସହ ପ୍ରତିଦିନ ହୁଏ ଏହି ଅଭିନେତ୍ରୀଙ୍କ ଝଗଡା, ଅଭିନେତା କହିଲେ କିପରି ହୁଏ ତା’ର ସମାଧାନ

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ବଲିଉଡର ଜଣେ ଚର୍ଚ୍ଚିତ ଯୋଡି । ଗତ ୨୦୦୭ ମସିହା ଏପ୍ରିଲ ୨୦ରେ ଏହି ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କର ୧୬ ବର୍ଷର ଦାମ୍ପତ୍ୟ ଜୀବନରେ ଅନେକ ଉତ୍ଥାନ-ପତନ ଘଟିଥିଲେ ମଧ୍ୟ ଦୁହେଁ ଏହାକୁ କେବେ ମିଡିଆ ସାମ୍ନାରେ…

ସ୍ୱଳ୍ପ ଗଳ୍ପ : ରାଣୀଙ୍କ କାଠର ଦାନ୍ତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୫ ଏଲିଜାବେଥ ପ୍ରଥମ। ଇଂଲଣ୍ଡ ର ରାଣୀ। ଖ୍ରୀଷ୍ଟୀୟ ଷୋଡଶ ଶତାବ୍ଦୀ। "କୁମାରୀ ରାଣୀ " ବା ଭର୍ଜିନ କ୍ୟୁଇନ୍ ହିସାବରେ ଇତିହାସରେ ବେଶ୍ ଚର୍ଚ୍ଚିତ। ତାଙ୍କର ରାଜତ୍ୱର ଶେଷ ଆଡକୁ ଦଳେ ବଣିକ ଏକ…

ଏମଭି ଦେବୀ ପାନାମା ଜାହାଜରୁ ଜବତ କୋକେନର ହେବ ମାନ ନିରୂପଣ

ପାରାଦୀପ: ଗତ ଶୁକ୍ରବାର ପାରାଦୀପ ପୋର୍ଟରେ ଲାଗିଥିବା ଏମଭି ଦେବୀ ପାନାମା ଜାହାଜରୁ ଜବତ ହୋଇଥିବା କୋକେନର ହେବ ମାନ ନିରୂପଣ । ଏଥିପାଇଁ ଜାତୀୟ ଫରେନସିକ୍ ଲାବରୋଟୋରିକୁ ଏହି କୋକେନର ସାମ୍ପଲ ପଠାଯିବ । ଏନେଇ ସୂଚନା ଦେଇଛି କଷ୍ଟମସ୍ ବିଭାଗ । ତେବେ ଜାହାଜଟି ଇଣ୍ଡୋନେସିଆ ଗ୍ରେସିକ…

ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ବାରା ପାରଳାଖେମୁଣ୍ଡି,ସୋନପୁର ଓ ଜଳେଶ୍ବରଠାରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ…

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିର ସହଯୋଗରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ୱାରା ସଂଗୃହୀତ ବହୁ ବରିଷ୍ଠ ଓ ଯୁବଶିଳ୍ପୀଙ୍କ ଚିତ୍ରକଳାଗୁଡିକୁ ନେଇ ଏକ…

ନୂଆପଡାରେ ଚାଷୀଙ୍କୁ ବିନା ମୂଲ୍ୟରେ ରବି ବିହନ ଯୋଗାଣ ଦାବି କରିଛି ଶ୍ରମଜୀବୀ ବିକାଶ ମଞ୍ଚ

ନୂଆପଡା: ରବି ଋତୁ ପାଇଁ ଡାଲି ଜାତୀୟ ବିହନକୁ ଚାଷୀ ମାନଙ୍କୁ ବିନା ମୂଲ୍ୟରେ ଯୋଗାଇ ଦେବାକୁ ଦାବି କରି ଶ୍ରମଜୀବୀ ବିକାଶ ମଞ୍ଚ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଖଡ଼ିଆଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମୁକ୍ତାପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ଖଡ଼ିଆଳ, ନୂଆପଡ଼ା…

ପ୍ରକୃତି ରଚୁଛି ତାଣ୍ଡବଲୀଳା, ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ଉବୁଟୁବୁ ଦୁଇ ରାଜ୍ୟ

ଭୁବନେଶ୍ଵର: ପ୍ରକୃତି ରଚୁଛି ତାଣ୍ଡବ । ପ୍ରାକୃତିକ ବିର୍ଯ୍ୟୟର ସାମ୍ନା କରୁଛି ଆନ୍ଧ୍ର ସହ ତାମିଲନାଡୁ । ଗତ ୩ ଦିନ ହେଲା ଜାରି ରହିଛି ଲଗାଣ ବର୍ଷା । ବାତ୍ୟା ମିଗଜୋମ୍ ପାଇଁ ଲଗାଣ ବର୍ଷାରେ ଉବୁଟୁବୁ ହେଉଛନ୍ତି ଲୋକେ । ଘର, ଅଫିସ, ରାସ୍ତାଘାଟ ସବୁଠି କେବଳ ପାଣି ହିଁ ପାଣି । ବନ୍ଦ…

ପରଲୋକରେ CID ଫେମ୍ ଦିନେଶ ଫଡନୀସ୍

ମୁମ୍ବାଇ : ପରଲୋକରେ ସିଆଇଡି ଇନ୍ସପେକ୍ଟର ଫ୍ରେଡେରିକ୍ସ ଦିନେଶ ଫଡନିଶଙ୍କର । କାନ୍ଦିଭାଲିର ଟୁଙ୍ଗା ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ବୟସ ହୋଇଥିଲା । ସୋନି ଟିଭିର ଲୋକପ୍ରିୟ କ୍ରାଇମ୍  ସୋ ସିଆଡିରେ ସେ ନିଖୁଣ ଅଭିନୟ କରି…

ପାକିସ୍ତାନ ଆଙ୍କରଙ୍କ ବିସ୍ଫୋରକ ବୟାନ: ‘ଭାରତରେ ମୁସଲମାନଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ଜିନ୍ନା ଦରକାର‘

ଇସଲାମବାଦ: ସ୍ୱାଧୀନତା ସମୟରେ ଅର୍ଥାତ ୧୯୪୭ରେ ଭାରତ-ପାକିସ୍ତାନ ବିଭାଜିତ ହୋଇଥିଲା । ଧର୍ମ ନାଁରେ ଏକ ଅଲଗା ଦେଶ ଗଠନ ପାଇଁ ମହମ୍ମଦ ଅଲ୍ଲି ଜିନା ଦାବି କରିଥିଲେ ଯାହାର ଫଳ ହେଉଛି ପାକିସ୍ତାନ  । ସେ ବିଭାଜନର ଦୟନୀୟ କାହାଣୀ ସମସ୍ତେ ଜାଣନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ହେଲେ…