Latest Odisha News

ସିଏମ ଭୂପେଶ ବଘେଲ, କମଳନାଥ, ସଚ୍ଚିନ ପାଇଲଟ ପଛରେ, ତେଲେଙ୍ଗାନାରେ କେସିଆର ଆଗରେ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ରାଜସ୍ଥାନରେ ଜାରି ରହିଛି ଭୋଟ ଗଣତି  । ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ଆଗରେ ରହିଛି । ଏପଟେ ଛତିଶଗଡ ଏବଂ ତେଲେଙ୍ଗାନାରେ ଆଗରେ ରହିଛି କଂଗ୍ରେସ । ରାଜସ୍ଥାନରେ  ପ୍ରଥମ ରାଉଣ୍ଡ ଗଣତିରେ ତିଜାରାରେ ବିଜେପି ନେତା ବାଳକନାଥ ୫୦…

୨୪ ଘଣ୍ଟା ମଧ୍ୟରେ ବାତ୍ୟା: ଚେନ୍ନାଇ ଓ ଆନ୍ଧ୍ର ଉପକୂଳରେ ଆରମ୍ଭ ହୋଇଗଲା ବର୍ଷା

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇ ସାରିଛି । ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେବ । ବାତ୍ୟା ମାଇଚୋଙ୍ଗର ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ବହିବାର ଆଶଙ୍କା କରିଛି ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବାବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ କିମି ରହିବ…

ଶିଶୁ କବିତା : ଧାନକ୍ଷେତ

ତରୁଣ କୁମାର ମିଶ୍ର ଆହା କି ସୁନ୍ଦର ସୁନାର ଫସଲ ପବନରେ ଦୋଳାୟିତ , କାକର ଭିଜାରେ ପୂର୍ଣ୍ଣଗଭା ହୋଇ ଖିଲି ଖିଲି ହସେ କ୍ଷେତ । ସବୁଜ ପତ୍ରର ସମ୍ଭାରରେ ଥାଇ ସୁନେଲି ଧାନର କେଣ୍ଡା , କ୍ଷେତକୁ ହସାଏ ମନ ମୋହିନିଏ ତା' ର ରୂପକାନ୍ତି ଆଭା । ଧାନକ୍ଷେତ ପରେ ହିଡ଼ମୁଣ୍ଡେ ବସି…

ମଧ୍ୟପ୍ରଦେଶ, ରାଜସ୍ଥାନରେ ପଛରେ କଂଗ୍ରେସ, ତେଲେଙ୍ଗାନାରେ ଆଗରେ: ଛତିଶଗଡରେ କ୍ଲୋଜ ଫାଇଟ

ନୂଆଦିଲ୍ଲୀ: ଆରମ୍ଭ ହୋଇ ଯାଇଛି ଭୋଟ ଗଣତି । ୪ ରାଜ୍ୟର ଫଳାଫଳା ସାମ୍ନାକୁ ଆସିଛି । ଫଳାଫଳରୁ ଯାହା ଜଣାପଡୁଛି, ରାଜସ୍ଥାନରେ କଂଗ୍ରେସ ପଛରେ ଥିବାବେଳେ ତେଲେଙ୍ଗାନାରେ ଜୋଶରେ ଆଗେଇ ଚାଲିଛି କଂଗ୍ରେସ । ଛତିଶଗଡରେ ବିଜେପି-କଂଗ୍ରେସ କ୍ଲୋଜ ଫାଇଟ ଚାଲିଥିବାବେଳେ ମଧ୍ୟପ୍ରଦେଶରେ…

ଫଳାଫଳ ସାମ୍ନାକୁ ଆସିବା ପୂର୍ବରୁ ରାମରାଜ୍ୟ ପୋଷ୍ଟର ଝୁଲାଇ କଂଗ୍ରେସ ପାଳିଲାଣି ବିଜୟ ଉତ୍ସବ

ନୂଆଦିଲ୍ଲୀ:ନିର୍ବାଚନ ଫଳାଫଳ ସାମ୍ନାକୁ ଆସିନି । ହେଲେ କଂଗ୍ରେସ ତାର ବିଜୟ ଉଲ୍ଲାସ ମନାଇବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଲାଣି ।   ଦିଲ୍ଲୀ ମୁଖ୍ୟାଳୟରେ ଦଳୀୟ କର୍ମକର୍ତ୍ତାମାନେ ବିଜୟ ଉତ୍ସବ ପାଳିବା ପାଇଁ ସମସ୍ତ ପ୍ରସ୍ତୁତି ସାରି ଦେଇଛନ୍ତି । ଦିଲ୍ଲୀ କଂଗ୍ରେସ…

କବିତା : ସ୍ମୃତି

ସୁଷମା ପରିଜା  ଏମିତିକା କଥା ତ ନଥିଲା,  ଚାଲୁ ଚାଲୁ ବାଟଭାଙ୍ଗି ଚାଲିଯିବ ବୋଲି । ବାହା ବେଦୀରେ ସାତ ଦୀପ ,ଷୋହଳ କଳସ ସହ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ପରା ତୁମେ ସାତ ବଚନ ଦେଇଥିଲ ସାଥୀ ମୋର ହେବ ବୋଲି ସାତ ଜନ୍ମ ଯାଏଁ। ହେଲେ ଇଏ କ’ଣ କଲ ? ଗୋଟିଏ ଜନ୍ମ ବି ସାଥୀ ହୋଇ…

ଭାଷା ଭାଗବତ : ମତର ମହତ୍ତ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ମତ ତ ମତ ହୋଇ ରହେ କାଳେ ତା ସତେ ସତ ହୁଏ ମତ ତ ବୌଦ୍ଧିକ ବିଚାର ସଦା ହୁଏନି କାର୍ଯକର କାର୍ଯ ଯୋଗୁଁ ହିଁ ଚଳେ ବିଶ୍ବ କାର୍ଯ ନ କଲେ ସର୍ବେ ନିଃସ୍ବ ଏହି ନିୟମ ସ୍ବାଭାବିକ କେ ନୁହେ ବିଶ୍ବର ନାୟକ ମତ, ମଂତବ୍ୟ ଓ ବିବୃତି…

ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ୱାରା ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିର ସହଯୋଗରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ୱାରା ସଂଗୃହୀତ ବହୁ ବରିଷ୍ଠ ଓ ଯୁବଶିଳ୍ପୀଙ୍କ ଚିତ୍ରକଳାଗୁଡିକୁ ନେଇ ଏକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥ ନାମର ତାତ୍ପର୍ଯ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଏଭଳି ନାମର ତାତ୍ପର୍ଯ୍ୟ ବୁଝିବାକୁ ହେଲେ ଶ୍ରୀମଦ ଗୀତାର କ୍ଷର ଓ ଅକ୍ଷର ପୁରୁଷଙ୍କୁ ଜାଣିବାକୁ ପଡିବ। ଜୀବ (କ୍ଷର ପୁରୁଷ ) ଓ ଆତ୍ମା (ଅକ୍ଷର ପୁରୁଷ ) କିନ୍ତୁ ଏହି ଦୁଇ…

୪ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ ଆଜି: ଆଉ କିଛି ସମୟ ପରେ ଆରମ୍ଭ ହେବ ଭୋଟ ଗଣତି

ନୂଆଦିଲ୍ଲୀ: ଆଜି ହେବ ଭାଗ୍ୟ ନିର୍ଦ୍ଧାରଣ । ୪ ରାଜ୍ୟରେ ହେବ ଭୋଟ ଗଣତି । ଦୀର୍ଘ ଦିନର ପ୍ରତୀକ୍ଷାର ହେବ ଅନ୍ତ । କିଏ ଜିତିବ, କିଏ ହାରିବ ଆଜି ସ୍ପଷ୍ଟ ହୋଇଯିବ । କାହାମୁଣ୍ଡରେ ବନ୍ଧାହେବ ବିଜୟ ମୁକୁଟ, କିଏ ଧରିବ ଶାସନ କମାଣ ଆଉ କେଇଘଣ୍ଟା ପରେ ସାମ୍ନାକୁ ଆସିବ । ଏଗ୍ଜିଟ ପୋଲକୁ…