Latest Odisha News

BREAKING NEWS

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଦ୍ୱିତୀୟ ଦିବସ

ଭୁବନେଶ୍ୱର : ପଞ୍ଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଆଜି ଦ୍ୱିତୀୟ ଦିବସରେ ଲେଖକ, ପାଠକ ଓ ପ୍ରକାଶକଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଥିଲା। ଏହି ଅବସରରେ ଓଡ଼ିଆ ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ସଂଗ୍ରାମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା…

ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ, ବଦଳିଲେ ୧୧ ଅଫିସର

ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଳଦ କରିଛନ୍ତି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ ୧୧ ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ପ୍ରକାଶିତ…

ବିବାହ ପୂର୍ବରୁ ଡେଙ୍ଗୁରେ ଆକ୍ରାନ୍ତ ହେଲେ ବର, ବିବାହ କଲେ ହସ୍‌ପିଟାଲରେ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଆମେ ଅନେକ ନିଆରା ବିବାହ ଦେଖିବାକୁ ପାଇଥାନ୍ତି । ସେଥିମଧ୍ୟରୁ କିଛି ଭିଡିଓ ମନୋରଞ୍ଜନ ଖୋରାକ ଖୋରାକ ଯୋଗାଇଥିବା ବେଳେ ଆଉ କିଛି ମନକୁ ଛୁଇଁ ଯାଇଥାଏ । ଏବେ ସେମିତି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକି ନିଶ୍ଚିତ ଭାବରେ ଆପଣଙ୍କ ହୃଦୟକୁ…

୫୦ ବର୍ଷର ଜମିଜମା ସମସ୍ୟାର ହେବ ସମାଧାନ, ଡିସେମ୍ବର ୧୪ରେ ପଟ୍ଟା ବଣ୍ଟନ

ଭୁବନେଶ୍ବର: ଦୀର୍ଘ ୫୦ ବର୍ଷର ଜମିଜମା ସମସ୍ୟାର ଖୁବ ଶୀଘ୍ର ହେବ ସମାଧାନ । ଜାନୁଆରୀ ମାସରେ ଜଟଣୀ ଖାସମାହାଲ ଜମିର ପ୍ରଥମ ପର୍ଯ୍ୟାୟରେ ହେବ ପଟ୍ଟା ବଣ୍ଟନ । ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କୁ ମିଳିବ ଜମିପଟ୍ଟା । ସୋରଡାର ୨୨ଟି ଗାଁରେ ବହୁ ପୁରାତନ ଜମି ସମସ୍ୟାର ମଧ୍ୟ ହେବ…

ଅଟୋ ଚଳାଇବାବେଳେ ଗୀତ ଗାଆନ୍ତି ଡ୍ରାଇଭର, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ପ୍ରତ୍ୟେକ ଲୋକ ଗୀତକୁ ଭଲ ପାଇଥାନ୍ତି । ସେଥିଲାଗି ସେମାନେ ଗୁଣୁଗୁଣୁ ହୋଇଥାନ୍ତି । କେହି ପ୍ୟାଶନ ଭାବେ ଗୀତ ବୋଲିଥାଏ ତ ଆଉ କିଏ ଖୁସି ଲାଗିଲେ ଗୀତ ବୋଲିଥାନ୍ତି । ହେଲେ ନିକଟରେ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ଜଣେ ଅଟୋ ଡ୍ରାଇଭର ଅଟୋ ଚଳାଇବାବେଳେ…

ଛାତ୍ରୀଙ୍କୁ କାମୁଡିଲା ବିରୁଡି, ଛୁରୀ ତତାଇ ଚେଙ୍କ ଦେଲେ ଶିକ୍ଷୟିତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବ୍ଲକ ଅଧିନ ଅସରଳାର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ବିରୁଡି କାମୁଡି ଦେବାରୁ ଜଣେ ଶିକ୍ଷୟତ୍ରୀ ତାଙ୍କୁ ଲୁହା ଚେଙ୍କ ଦେଇଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ସବୁ ମହଲରେ ତୀବ୍ର…

ଯମଜ ସନ୍ତାନଙ୍କୁ ଜନ୍ମ ଦେଲେ ୭୦ ବର୍ଷୀୟା

ମାଆ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ନିଆରା ଅନୁଭୁତି ଆଣିଥାଏ । ପ୍ରତ୍ୟେକ ମହିଳା ମାଆ ହେବାକୁ ସ୍ୱପ୍ନ ଦେଖିଥାନ୍ତି । ସେଥିଲାଗି ମହିଳାମାନଙ୍କ ଗର୍ଭଧାରଣର ଏକ ନିର୍ଦ୍ଦିଷ୍ଟ ବୟସସୀମା ରହିଛି । ତେବେ ଏବେ ଉଗାଣ୍ଡାର ଜଣେ ୭୦ ବର୍ଷୀୟା ମହିଳା ଯମଜ ସନ୍ତାନଙ୍କୁ ଜନ୍ମ ଦେଇ ଚର୍ଚ୍ଚାକୁ…

ଅଷ୍ଟ୍ରେଲିଆରେ ପାକିସ୍ତାନ ଖେଳାଳିଙ୍କୁ ଅଣଦେଖା, ନିଜ ସାମଗ୍ରୀ ନିଜେ ଉଠାଇଲେ

ମେଲବୋର୍ଣ୍ଣ: ପାକିସ୍ତାନ କ୍ରିକେଟ ଟିମ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ପଂହଚି ସାରିଛି । ପାକିସ୍ତାନ ଖେଳାଳିଙ୍କୁ ଅଷ୍ଟ୍ରେଲିଆରେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ ଖେଳାଳି ବିମାନବନ୍ଦରରୁ…

ଆଦିତ୍ୟ L-1 ମିଶନକୁ ନେଇ ଆସିଲା ବଡ ଅପଡେଟ୍, ଚାଲୁ ହେଲା ଏହି ଖାସ୍ ଡିଭାଇସ୍

ନୂଆଦିଲ୍ଲୀ: ଇସ୍ରୋର ଆଦିତ୍ୟ L-1 ମିଶନକୁ ନେଇ ସାମନାକୁ ଆସିଲା ବଡ଼ ଖବର । ଇସ୍ରୋ ଟୁଇଟ କରି କହିଛି, ଆଦିତ୍ୟ L-1ର ସୋଲାର ୱିଣ୍ଡ ଆୟନ ସ୍ପେକ୍ଟ୍ରୋମିଟର (SWIS), ଆଦିତ୍ୟ ସୋଲାର ୱିଣ୍ଡ ପାର୍ଟିକିଲ ଏକ୍ସପେରିମେଣ୍ଟ (ASPEX) ର ଦ୍ୱିତୀୟ ଉପକରଣ ଚାଲୁ ହୋଇଯାଇଛି । SWIS ଏକ ଲୋ ଏନର୍ଜିସ…

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଶ୍ରାବଣୀ ନନ୍ଦ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡ଼ା ୨୦୨୩ ଏବଂ ଅନ୍ୟ କ୍ରୀଡ଼ାରେ ଉଲ୍ଲେଖନୀୟ  ପ୍ରଦର୍ଶନ ଲାଗି ଆଥଲେଟ ଶ୍ରାବଣୀ ନନ୍ଦଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି  । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ…