ସିବିଏସଇ ବୋର୍ଡ ପରୀକ୍ଷା-୨୦୨୪: ଦଶମ ଓ ଦ୍ୱାଦଶ ମାର୍କସିଟକୁ ନେଇ ବଡ ଘୋଷଣା
ନୂଆଦିଲ୍ଲୀ:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ରେଜଲ୍ଟକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଛାତ୍ରଛାତ୍ରୀଙ୍କ ଚାପ କମାଇବାକୁ ଯାଇ ସିବିଏସଇ ବୋର୍ଡ ପକ୍ଷରୁ ଦଶମ ଏବଂ ଦ୍ୱାଦା ପରୀକ୍ଷାରେ ଡିଭିଜନ, ଡିଷ୍ଟିଙ୍ଗସନ ଏବଂ ପର୍ସେଣ୍ଟେଜ ବନ୍ଦ…