ଗଳ୍ପ : ଦୃଶ୍ୟ ଅଦୃଶ୍ୟ
ସ୍ମୃତି ପଟ୍ଟନାୟକ
ସେଦିନ ଥିଲା କାର୍ତ୍ତିକ ପୂର୍ଣ୍ଣିମା। ଏମିତିରେ ତିଥି ଅନୁସାରେ ମୋର ସେଦିନ ସ୍ବନକ୍ଷତ୍ର ଦିବସ । ଆମେ ସକାଳୁ ମହାନଦୀ କୂଳରେ ଡଙ୍ଗା ଭସାଇ କଟକରୁ ବାହାରିଲୁ ପୁରୀ । ବାଟ ମଙ୍ଗଳାଙ୍କ ପାଖରେ ଗାଡ଼ି ରଖି ଦର୍ଶନ କଲୁ। ସେଇଠୁ ପ୍ରବଳ ଜନସମାଗମ ଆରମ୍ଭ ହୋଇଗଲା। ଏତେ ଗହଳି…