ଯେଉଁ ସ୍ଥାନକୁ ଡରୁଥିଲେ ଭିକି, ସେଠାରେ ହିଁ କଲେ ବିବାହ
ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ସ୍ୱାମୀ ତଥା ଅଭିନେତା ଭିକି କୌଶଲ ଆକର୍ଷଣୀୟ ହିରୋଙ୍କ ମଧ୍ୟରୁ ଅନ୍ୟତମ । ସେ ପ୍ରତ୍ୟେକ ଭୂମିକାରେ ନିଖୁଣ ଭାବେ ଅଭିନୟ କରି ପାରୁଥିବା ପରି ଜଣେ ଦକ୍ଷ ଅଭିନେତା । ତାଙ୍କ ନିକଟରେ ଚମତ୍କାର କମେଡି ଦକ୍ଷତା ଥିବା ସହ ସେ ଜଣେ ଆକ୍ସନ ହିରୋ…