୭ ଦିନ ଧରି ସୁଡଙ୍ଗ ଭିତରେ ୪୧ ଜୀବନ: ୨୪ ମିଟର ଡ୍ରିଲିଂ ପରେ ଅଟକି ଯାଇଛି ମେସିନ
ନୂଆଦିଲ୍ଲୀ: ଉତ୍ତରକାଶୀର ବ୍ରହ୍ମଖାଲ-ଜମୁନୋତ୍ରି ଜାତୀୟ ରାଜପଥ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଝଟକା । ଏହି ଶ୍ରମିକମାନେ ଆଜିକୁ ୭ ଦିନ ହେଲା ଫସି ରହିଛନ୍ତି ସୁଡଙ୍ଗରେ । ଆମେରିକାନ ଡ୍ରିଲିଂ ମେସିନ ଲାଗି ଖନନ କାର୍ଯ୍ୟ ଚାଲିଛି । ଥାଇଲାଣ୍ଡ ଓ ନରୱେର…