କୋହଲିଙ୍କ ପ୍ରଶଂସାରେ ସଚିନ ଶତମୁଖ, ଜଣେ ଯୁବ ଖେଳାଳି ବହୁତ ଶୀଘ୍ର ବିରାଟ ହୋଇଗଲେ
ମୁମ୍ବାଇ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକକୁ ଭାଙ୍ଗି ବିରାଟ କୋହଲି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ଏ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସଚିନ ମଧ୍ୟ ନିଜେ ଏ ନେଇ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ସେ…