Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଏକ ଚିତ୍ରାତ୍ମାର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୨  ୧୮୯୦ର ଛବି । ଭିକ୍ଟୋରିଆ ଯୁଗର ଛବି। ସେ ସମୟରେ ଏହି ଭଳି ଛବିର ଖୁବ୍ ପ୍ରଚଳନ ଥିଲା। ଅନେକେ ନିଜର ଶୋଇବାଘରର କାନ୍ଥରେ ଏଇଭଳି ଛବିମାନ ଟାଙ୍ଗିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ଏହିଭଳି ଛବିରେ କିଛି ବିଶ୍ୱାସ ଅଛି,…

ଆଜିଠୁ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମ: ବ୍ଲକ ଘେରାଉ

ଭୁବନେଶ୍ୱର:ବିଜେଡି ସରକାରର ପିସି କାରବାରକୁ ନେଇ ଗର୍ଜିଛି ବିଜେପି । ଏହାର ପ୍ରତିବାଦରେ ଆଜିଠୁ  ଆରମ୍ଭ କରି ଜନ ଆକ୍ରୋଶ କାର୍ଯ୍ୟକ୍ରମ । ଆଜିଠୁ ବିଜପି ପକ୍ଷରୁ ବ୍ଲକ ଘେରାଉ କାର୍ଯ୍ୟକ୍ରମ ମଧ୍ୟ କରାଯିବ । ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ ଓ ପୈାରାଂଚଳରେ ବିଜେପିର ଜନ ଆକ୍ରୋଶ…

ଆଜି ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର; ଆସନ୍ତାକାଲିଠୁ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଆଜିଠୁ ବଦଳିପାରେ ପାଗ । ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ କ୍ଷେତ୍ର  । ଏହା କ୍ରମେ ଘନୀଭୂତ ହୋଇ ୧୬ ତରିଖ ବେଳକୁ ଅବପତାର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ଅର୍ଥାତ  ୧୫ ତାରିଖରୁ ପାଗ ମେଘୁଆ ରହିବ ।  ହାଲୁକା…

ଶିଶୁ କବିତା : ଆମେ ସବୁ ସୁନାଫୁଲ

ବନ୍ଦିତା ଦାଶ  ଭାରତ ଆମର ଘର, ଆମେସବୁ ସୁନାଫୁଲ ହାତରେ ମିଶାଇ ହାତ ଗାଇବା ଏକତା ଗୀତ ଶୁଣିବକି ତୁମେସବୁ କୁହ ଏଥର ଛୋଟିଆ ଆମର ସ୍ଵପ୍ନ ଆମେ ନୋହୁଁ କେହି ଭିନ୍ନ ମନରେ ମିଶାଇ ମନ ଶାନ୍ତିର ବାରତା ଗାନ ହେଉ ଆଜି ଆମ ପାଇଁ ମୂଳ ମନ୍ତର।୧। ଛୋଟ ବୋଲି କହିଦେଇ ଆମକୁ ଏଡ଼ାଇ ଦେଇ…

ଶିଶୁଙ୍କ ପାଇଁ ଦିନଟିଏ, ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ

ନଭେମ୍ବର ୧୪ ତାରିଖ ଆଜିର ଦିନକୁ ସାରା ଦେଶରେ ‘ଶିଶୁ ଦିବସ’ ଭାବେ ପାଳନ କରାଯାଉଛି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ଦେଶବ୍ୟାପୀ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ ।  ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ସେ ଉତ୍ତର ପ୍ରଦେଶର…

ଭାଷା ଭାଗବତ : ବିଶ୍ବାସୀ ବିଶ୍ବବାସୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ତ୍ୟର ନାହିଁ ଦୈର୍ଘ୍ୟ ପ୍ରସ୍ତ ନୈକଟ୍ୟ ଅଥବା ଦୂରତ୍ବ ନୁହେ ତା ମିଠା କିଂବା ପିତା ବଳ ଅଥବା ଦୁର୍ବଳତା ସତ୍ୟର ନାହିଁ ବିଶେଷଣ ନିର୍ଗୁଣ ଅଥବା ସୁଗୁଣ କରିଲେ ସତ୍ୟ ଅନୁଭବ ସକଳ ସ୍ବକର୍ମ ସଂଭବ ସତ୍ୟାସକ୍ତ ପ୍ରତ୍ୟେକ…

ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲେ କୁନି ଝିଅ ସହ ପରିବାରର ୩ ସଦସ୍ୟ

ଧାନବାଦ:ଝାରଖଣ୍ଡ ଧାନବାଦରେ ଭୟଙ୍କର ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଜଣେ ୪ବର୍ଷର ଶିଶୁ ଅଛନ୍ତି । ସମସ୍ତେ ଗୋଟିଏ ପରିବାରର ।  ଏକ  ଦୋକାନରେ ନିଆଁ ଲାଗିଯିବା କାରଣରୁ ଏକାଧିକ ଲୋକ ଫସି ରହିଥିଲେ । ସମସ୍ତଙ୍କୁ ଡାକ୍ତରଖାନାରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପ୍ରାଣ ହିଁ ଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରାଣ ହିଁ ଜଗନ୍ନାଥ। ବିଭିନ୍ନ ପ୍ରକାର ଶରୀର (ଦେହ )ମାନଙ୍କ ମଧ୍ୟରେ ଆତ୍ମା ନିତ୍ୟ ବସ୍ତୁ ହିସାବରେ ବିରାଜମାନ କରିଥାଏ । ଏହି ପ୍ରାଣ (ଆତ୍ମା), ଆମର ଜଡ଼ ଦେହକୁ ଜୀବନ ପ୍ରଦାନ କରି ଚଳଚଞ୍ଚଳ କରେ…

ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାବି-ଗାଜା ପଟ୍ଟି ଏବେ ହମାସ ନିୟନ୍ତ୍ରଣରୁ ମୁକ୍ତ

ନୂଆଦିଲ୍ଲୀ: ପାଲେଷ୍ଟାଇନ ଆତଙ୍କୀ ଅତର୍କିତ ଇସ୍ରାଏଲ ଉପରେ ଆକ୍ରମଣ କରିବା ଏବଂ ୫୦୦ରୁ ଅଧିକ ରକେଟ ମାଡ କରିବା ଘଟଣାର ପ୍ରାୟ ଏକମାସ ପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ସୋମବାର ଦାବି କରିଛନ୍ତି, ହମାସ ଗାଜା ଉପରୁ ସମସ୍ତ ନିୟନ୍ତ୍ରଣ ହରାଇଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ…

ଏମ୍ସ ଭୁବନେଶ୍ୱର ପକ୍ଷରୁ ରାଜ୍ୟରେ ପ୍ରଥମ ଅଭିନବ “ଟ୍ରାଭେଲ୍ ହେଲଥ୍ କ୍ଲିନିକ୍” ର ଶୁଭାରମ୍ଭ

ଭୁବନେଶ୍ୱର: ନିରାପଦ ଏବଂ ସୁସ୍ଥ ଭ୍ରମଣ ସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ସୁରକ୍ଷା ଦେବାରେ ଟ୍ରାଭେଲ ମେଡିସିନର ଭୂମିକା ସମୟର ବଡ଼ ଆହ୍ଵାନ। ତେଣୁ ବିଦେଶ ଯାତ୍ରା କରିଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଗୋଟିଏ ସ୍ଥାନରେ ପୂର୍ଣ୍ଣାଙ୍ଗ ସୂଚନା ଉପଲବ୍ଧ ହେବା ନିହାତି ଜରୁରୀ। ଏହାକୁ ଦୃଷ୍ଟିରେ ରଖି…