କେବଳ ଦିଲ୍ଲୀ-ଏନସିଆରରେ ନୁହେଁ ବରଂ ବାଣ ଉପରେ ସମ୍ପୂର୍ଣ୍ଣ ଦେଶରେ ଲାଗିବ ବ୍ୟାନ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କେବଳ ଦିଲ୍ଲୀ ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ଦେଶ ପାଇଁ ଲାଗୁ ହୋଇଛି ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ। ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ପୂର୍ବ ଆଦେଶରେ ଯାହା କହିଥିଲୁ ତାହା କେବଳ ଦିଲ୍ଲୀରେ ସୀମିତ ନୁହେଁ।…